Breaking News

ଆନିଶା ଓ ସୁଭାଶିଷ (Aanisha Subhasish) ଛୁଟି କାଟିବା ପାଇଁ ଗାଁ କୁ ଗଲେ, ଗାଁ ରେ କେମିତି ମଜା ମସ୍ତି କରୁଛନ୍ତି ଦେଖନ୍ତୁ

ନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ସୁବାସିସ୍ ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ଓ ତାଙ୍କ ସ୍ତ୍ରୀ ଆନିସା ଦୁହେଁ ପରସ୍ପର କୁ ଭଲ ପାଇଁ ବିବାହ କରିଥିଲେ । ଯାହା ଓଡିଶା ବାସି ସମସ୍ତେ ଜାଣନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉ କି ଓଡ଼ିଆ ଧାରାବାହିକ ହେଉ ସବୁ ଥିରେ ହିରୋ ସୁବାସିସ୍ ଓ ହିରୋଇନ ଆନିସା ଦୁହେଁ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ।

ଦୁହିଁଙ୍କର ଅଭିନୟ କୁ ଦର୍ଶକ ମାନେ ଦେଖିବାକୁ ବହୁତ ଭଲ ପାଆନ୍ତି । ଏ ଦୁହେଁ ଏକାଠି ମିଶି ମଧ୍ୟ ସିନେମା ଓ ସିରିଏଲ କରିଛନ୍ତି । ସୁବାସିସ୍ ତାଙ୍କ ଷ୍ଟାଇଲସ୍ ଅନ୍ଦାଜ୍ ରେ ମଧ୍ୟ ବହୁତ ଖ୍ୟାତି । ଏପେଟେ ତାଙ୍କ ସ୍ତ୍ରୀ ଆନିସା ମଧ୍ୟ କଉ ଗୁଣ ରେ କମ ନୁହନ୍ତି । ସେ ତାଙ୍କ ଅଭିନୟ ଓ ତାଙ୍କ ମଡେଲଙ୍କର ପରି ଅନ୍ଦାଜ ସବୁ ଅଭିନୟ କରି ଥାଆନ୍ତି ।

ଆପଣ ମାନେ ଅଭିନେତ୍ରି ଆନିସା ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆନିସା ମଧ୍ୟ ବହୁତ ସିନେମା ଓ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ତାଙ୍କ ର ଗୋଟିଏ ସିରିଏଲ ଥିଲା ଯାହାର ନାଁ ହେଉଛି ସ୍ବାଭିମାନ୍ ସେହି ସିରିଏଲ ରେ ସେ ତାଙ୍କ ସ୍ବାମି ସହ ମୁଖ୍ୟ ଭୂମିକା ରେ ଅଭିନୟ ଆରମ୍ଭ କରିଥିଲେ ଆଉ ସେଇଥାରେ ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଥିଲା ।

ପରେ ସେ ପରସ୍ପର ସହ ମିଶି ଭଲ ରେ ନିଜ ସମ୍ପର୍କ ବିଷୟ ରେ ଜାଣି ସେ ବିବାହ ବନ୍ଧନ ରେ ବାନ୍ଧିହୋଇ ଥିଲେ । ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ଆନିସା ଙ୍କ ର ଏକ କୁନି ଝିଅ ଟିକୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ସୁବାସିସ୍ ଓ ଆନିସା ତାଙ୍କ କୁନି ଝିଅ କୁ ବହୁତ ଭଲ ପାଉଛନ୍ତି । ବର୍ତ୍ତମାନ ସମୟରେ ଆଉ ଏକ ଭିଡିଓ ଆନିସା ଓ ସୁବାସିସ୍ ଙ୍କ ର ଭାଇରାଲ ହେଉଛି ସୋସିଆଲ ମିଡ଼ିଆ ରେ ।

ଆଉ ଏହି ଭିଡିଓ ଟିକୁ ଦେଖିଲେ ଜଣା ପଡୁଛି । ତେବେ ସୁବାସିସ୍ ଓ ଆନିସା ତାଙ୍କ ଗାଁ କୁ ଯାଇଛନ୍ତି ଆଉ ତାଙ୍କ ଗାଁ ରେ ବହୁତ ମଜ୍ଜା କରୁଥିବା ର ଜଣା ପଡୁଛି ଆନିସା ତାଙ୍କ ଗାଁ ରେ ତାଙ୍କ ଜେଜେ ମାଆ ଙ୍କ ସହ ବହୁତ ଭଲ ପାଇବା ବାଣ୍ଟୁଛନ୍ତି ଆଉ ତାଙ୍କ ଜେଜେମାଆ ମଧ୍ୟ ଆନିସା ଙ୍କୁ ବହୁତ ଭଲ ପାଅନ୍ତି ।

ସୁବାସିସ୍ ତାଙ୍କ ଗାଁ ର ପ୍ରକୃତି କୁ ନେଇ ବହୁତ ଖୁସି ଅଛନ୍ତି । ଗାଁ ର ବାତାବରଣ ସୁବାସିସ୍ ବହୁତ ଭଲ ଲାଗେ ଆଉ ସେ ଗାଁ ରେ ବୁଲି ବହୁ ମଜ୍ଜା ନେଉଛନ୍ତି ଆଉ ତାଙ୍କ ଝିଅ ଭିଓନା ମଧ୍ୟ ଗାଁ ର ତାଙ୍କ ଘର ଅଗଣା ରେ ବହୁତ ଖେଳୁଛନ୍ତି ଆଉ ବୁଲୁଛନ୍ତି । ଆଉ ଏହାର ଫୋଟ ସବୁ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ ଯାହା କି ତାଙ୍କ ର ପ୍ରସଂସକ ମାନେ ବହୁତ ଭଲ କମେଣ୍ଟ ଦେଇ ଥିବାର ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *