Breaking News

“ଆମର ଟଙ୍କା ଦରକାର । ତୁ ଦେ-ହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ ” : ଖୋଲିଲା ବଡ ରହସ୍ୟ , ଶେଷରେ ସ୍ଵାମୀ କହୁଥିଲା … ଦେଖନ୍ତୁ ଭିଡିଓ

ତେବେ ଉକ୍ତ ମହିଳା ଜଣ ଙ୍କ ର ନାମ ହେଉଛି ଅର୍ଚନା ତେବେ ଅର୍ଚନା ହେଉଛନ୍ତି ଏକ ବିବାହିତା ମହିଳା । ତେବେ ଅର୍ଚନା ନାମ ରେ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ କୋଠାବାଡି ରହିଛି । ତେବେ ପ୍ରଶ୍ନ ଉଠୁଛି କି ଏତେ ସବୁ ଟଙ୍କା ତାଙ୍କ ପାଖରେ ଆସିଲା କେଉଁଠୁ । ତେବେ ଆପଣ ଜାଣି ଆଶ୍ଚର୍ଯ ହେବେ କି ଅର୍ଚନା ବଡ ବଡିଆ ଲୋକ ମାନଙ୍କୁ ନିଜର ପ୍ରେମ ଜାଲ ରେ ବିଭିନ୍ନ ସୋସିଆଲ ମିଡିଆ ରେ ଫସାଉଥିଲେ

ପ୍ରଯୋଜକଙ୍କ ଅଭିଯୋଗ ପରେ ବ୍ଲାକମେଲିଙ୍ଗର ମାଷ୍ଟର ମାଇଣ୍ଡ ଗିରଫ। ମାଷ୍ଟର ମାଇଣ୍ଡ ଅର୍ଚନା ନାଗଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ବ୍ଲାକ ମେଲିଙ୍ଗ କରି ଅର୍ଚନା ନାଗଙ୍କ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଅର୍ଚ୍ଚନାଙ୍କ ଚକ୍ରାନ୍ତ ରୁ ବଂଚି ନାହାନ୍ତି ସିନେ ପ୍ରଯୋଜକ, ବ୍ୟବସାୟୀ ଓ ପୋଲିସ।ଅର୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି ନିଜର ପରିଚୟ ଦେଉଥିଲେ। ସୋସିଆଲ ମିଡ଼ିଆ ସାହାଯ୍ୟରେ ବଡ଼ ବଡ଼ ପ୍ରତିଷ୍ଠିତ ଲୋକଙ୍କ ସହ ବନ୍ଧୁତା କରୁଥିଲେ। ପରେ ଘରକୁ ଡାକି ସା-ରୀ-ରି–କ ସ-ମ୍ପ-ର୍କ ରଖୁଥିଲେ, କ୍ୟାମେରା ଲ-ଗା-ଇ ରେକର୍ଡ଼ିଂ କରୁଥିଲେ।

ଏହାପରେ କାମ କରୁଥିଲା ଅର୍ଚନାଙ୍କ ମାଷ୍ଟର ପ୍ଳାନ। ସିକ୍ରେଟ ଫୋଟ ଭିଡ଼ିଓ ଦେଖାଇ ବ୍ଲାକ ମେଲ କରି ଅର୍ଚନା ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା। ଗତ ମେ ମାସରେ ଅର୍ଚନାଙ୍କ ନାଁରେ ଖଣ୍ଡଗିରି ଥନାରେ ମାମଲା ରୁଜୁ ହୋଇଥିବା ବେଳେ ନିକଟରେ ନୟାପଲି ଥାନାରେ ବ୍ଲାକ ମେଲ କରି 3 କୋଟି ଟଙ୍କା ଡିମାଣ୍ଡ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ସତ୍ୟବିହାର ଅଞ୍ଚଳରୁ ଅର୍ଚନାଙ୍କୁ ଗିରଫ କରିଛି ପୋଲିସ।

ନେତା ପ୍ରଯୋଜକଙ୍କୁ ବ୍ଲା-କ-ମେ-ଲ କରି ଗି-ର-ଫ ହେଇଥିବା ଅର୍ଚନାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି। ମହିଳାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *