Breaking News

ଆମେରିକାରେ ଓଡିଆ ପିଲାଙ୍କ ସହ କ୍ରିକେଟ ଖେଳିଲେ ସବ୍ୟସାଚୀ, ଅର୍ଚ୍ଚିତା, ଏଲିନା, ଅସୀମା ପଣ୍ଡା ଓ ସତ୍ୟଜିତ – ଦେଖନ୍ତୁ ଭିଡିଓ

ଫୁଣିଥରେ ନଜର ରେ ଆସିଲେ ଅଭିନେତା ତଥା ସମାଜ ସେବି ସବ୍ୟସାଚ୍ଚୀ । କେବଳ ସବ୍ୟସାଚ୍ଚୀ ନୁହଁ ତାଙ୍କ ସହ ନଜର ରେ ଆସିଛନ୍ତି ଅର୍ଚ୍ଚିତା, ଏଲିନା, ଅସୀମା ପଣ୍ଡା , ଜୋଗେସ୍ ଜୋଜ୍ ,ଏଭଳି ବହୁତ ଜଣ ଅଛନ୍ତି ଯେଉଁ ମାନେ ନଜର ରେ ଆସିଛନ୍ତି ଅଭିନେତା ସବ୍ୟସାଚ୍ଚୀ ଙ୍କ ସହ । ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ବହୁତ ଜଣ ଅଭିନେତା ଓ ଅଭିନେତ୍ରୀ ଥିଲା ପରେ ମଧ୍ୟ ଆମ ଙ୍କୁ ତାଙ୍କ ମଧ୍ୟ ରୁ କିଛି କିଛି ବହୁତ ପ୍ରିୟ ବି ହୋଇ ଥାନ୍ତି ।

ଯେପରି କି ସବ୍ୟସାଚ୍ଚୀ , ଅର୍ଚ୍ଚିତା , ଏଲିନା ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଆମ ର ଅତି ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି । ତାହେଲେ ନିଶ୍ଚିତ ଭାବରେ ଆପଣ ମାନେ ଜାଣିବାକୁ ଚାହୁଁଥିବେ ଆପଣ ମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ । ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଏଲିନା ଆମେରିକା ଅଛନ୍ତି ବୋଲି ଭିଡିଓ କରି ସେୟାର କରି ଥିଲେ ସୋସିଆଲ୍ ମିଡ଼ିଆ ରେ ।

ସବ୍ୟସାଚ୍ଚୀ , ଅର୍ଚ୍ଚିତା , ଏଲିନା , ଅସୀମା ପଣ୍ଡା , ଜୋଗେସ୍ ଜୋଜ୍ ଏମିତି ବହୁତ ଜଣ ମିଶିକି ଆମେରିକା କୁ ଯାଇଛନ୍ତି ବୁଲି । ସେଠାରେ ସେମାନେ ମିଶି କି ରଥ ଯାତ୍ରା ମଧ୍ୟ ପାଳନ କରିଥିଲେ ଓଡ଼ିଆ ଲୋକ ଙ୍କ ସହ ମିଶିକି । ଏହା ପରେ ପରେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ମଧ୍ୟ ଭିଡିଓ କରି ଛାଡିଥିଲେ କି ସେମାନେ ଆମେରିକା ରେ ବହୁତ ଜାଗା ବୁଲୁଛନ୍ତି ଆଉ ତାର ଏଞ୍ଜଏ ମଧ୍ୟ କରୁଛନ୍ତି ।

ଆଉ ପରେ ଏଲିନା ମଧ୍ୟ ବହୁତ ସାରା ଭିଡିଓ ଫୋଟ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ସେ ଏଞ୍ଜଏ କରୁ ଥିବାର । ତେବେ ଏବେ ଫୁଣି ଥରେ ଏ ସବୁ ସେଲିବ୍ରିଟି ମିଶିକି ଏକ ଖେଳ ଖେଳୁ ଛନ୍ତି ଯାହା ର ଫୋଟ ଗୁଡିକ ସବୁ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।
ସବ୍ୟସାଚ୍ଚୀ , ଅର୍ଚ୍ଚିତା , ଏଲିନା , ଅସୀମା ପଣ୍ଡା , ଜୋଗେସ୍ ଜୋଜ୍ ଏ ସବୁ ମିଶି ଆମେରିକା କ୍ରିକେଟ ଖେଳୁଛନ୍ତି ।

ଆମେରିକା ଏକ ଫିଲ୍ଡି ରେ ଓଡ଼ିଆ ପିଲା ଙ୍କ ସହ ବହୁତ ମଜ୍ଜା ମସ୍ତି କରୁଛନ୍ତି । ଆପଣ ମାନେ ଭାଇରାଲ ଫୋଟ କୁ ସବୁ ଦେଖି ପାରୁଥିବେ କି ଏଲିନା , ଅର୍ଚ୍ଚିତା , ଅସୀମା ପଣ୍ଡା , ଜୋଗେସ୍ ଜୋଜ୍ , ସବ୍ୟସାଚ୍ଚୀ ଙ୍କ ଫୋଟ ସେମାନେ ଖେଳିବା ପାଇଁ କେତେ ଉତ୍ସାହିତ ଅଛନ୍ତି ଆଉ ଏହି ଫୋଟ ରେ ଆପଣ ମାନେ ଦେଖିବାକୁ ପାଇବେ କି ସବ୍ୟସାଚ୍ଚୀ କ୍ରିକେଟ ଖେଳୁ ଥିବାର ଫୋଟ ସବୁ କୁ । ସବ୍ୟସାଚ୍ଚୀ ସେଠାରେ ବହୁତ ମଜ୍ଜା ମସ୍ତି କରୁଛନ୍ତି ଆଉ ସେଠାରେ କ୍ରିକେଟ ଖେଳ ଖେଳି ସେ ବହୁତ ଖୁସି ଥିବାର ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *