ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ ସହିତ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତାହେଲେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଚୁଲ ବୁଲି ନାୟିକା ଅର୍ଚ୍ଚିତା ସାହୁ ।
ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ଆଜି ଆମେ ଜାଣିବା ଏହି ଅଭିନେତ୍ରୀ ଜଣକ କଣ ପାଇଁ ଚର୍ଚ୍ଚା ରେ ଅଛନ୍ତି । ଅର୍ଚ୍ଚିତା ଙ୍କୁ ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ଅର୍ଚ୍ଚିତା ନିଜ ଅଭିନୟ ପାଇଁ ଆଜି ସାରା ଓଡ଼ିଶା ର ଘର୍ ଘରେ ପରିଚିତ ।
ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବହୁ ବର୍ଷ ହେବ କାମ କରି ଆସୁଛନ୍ତି । ଏହି ଅଭିନେତ୍ରୀ ଜଣକ ଅଭିନେତା ସବ୍ୟ ଙ୍କ ସହ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ।
ଉଭୟ ଙ୍କ ଅଭିନୟ ଓ ଉଭୟ ଙ୍କ ଯୋଡି କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଉଭୟ ସୁଟିଂ ସେଟ ରୁ ପରସ୍ପର କୁ ଭଲ ପାଈ ବସିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟ ବେଶ୍ ଖୁସି ରେ ରହିବା ସହିତ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ।
ଉଭୟ ଗତ କିଛି ଦିନ ତଳେ ଆମେରିକା ଯାଇଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଆମେରିକା ରେ ଅଛନ୍ତି । ଉଭୟ ସେଠାରେ ରହି ଆମ ଓଡ଼ିଆ ପ୍ରବାସୀ ମାନ ଙ୍କ ସହ ମିଶି ବହୁ ସାରା ମଜା ମସ୍ତି କରିବା ସହ ରଥ ଯାତ୍ରା ରେ ରଥ ଟାଣି ଥିଲେ ।
ଅର୍ଚ୍ଚିତା ସାହୁ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଆମେରିକା ବିଭିନ୍ନ ସୁନ୍ଦର୍ ସୁନ୍ଦର୍ ସ୍ଥାନ ରେ ବୁଲୁ ତାର ମଜା ନେଇ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଓ ଏକ କାର ପାଖ ରେ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।