Breaking News

ଆମେରିକାର ଗାଆଁ ରେ ଏକ ଭିନ୍ନ ଲୁକ୍ ରେ ବୁଲୁଥିବାର ନଜର ଆସିଲେ ଅର୍ଚ୍ଚିତା … ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ବଳରେ ଦର୍ଶକ ମହଲରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଓଲିଉଡ଼ ଜଗତର ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ।

ତେବେ ଯେପରିକି ସମସ୍ତେ ଜାଣିଥିବେ ବେଶ୍ କିଛି ଦିନ ହେଇଯିବ ଅର୍ଚ୍ଚିତା ଓଡ଼ିଶା ଛାଡ଼ି ଆମେରିକାରେ ରହୁଛନ୍ତି। ସେଠାରେ ରହି ସେ ଖୁବ୍ ମଜା ମସ୍ତି କରୁଥିବା ନଜର ଆସୁଛନ୍ତି। ଯାହାର ଅନେକ ଫଟୋ ଓ ଭିଡିଓ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି। ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା।

ତେବେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିବା ଅର୍ଚ୍ଚିତା ଏବେ ଓଲିଉଡ଼ ର ଜଣେ ସଫଳ ଅଭିନେତ୍ରୀ। ଓଡ଼ିଆ ଦର୍ଶକ ମାନଙ୍କୁ ଅର୍ଚ୍ଚିତା ଅନେକ ସୁପରହିଟ ସିନେମା ଭେଟି ଦେଇଛନ୍ତି। ଓଲିଉଡ ର ନମ୍ୱର୍ ୱାନ ହିରୋଇନ ଭାବରେ ସେ ବେଶ୍ ଜଣାଶୁଣା।

ତେବେ ଗତ କିଛି ଦିନ ହେବ ଅର୍ଚ୍ଚିତା ଓଡ଼ିଶା ଛାଡ଼ି ଆମେରିକାରେ ରହୁଛନ୍ତି। ସେଠାରେ ସେ ଖୁବ୍ ଖୁସି ଥିବା ନଜର ଆସୁଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଅର୍ଚ୍ଚିତା ସେଠାକାର ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କିଭଳି ଭାବରେ ସେଠାରେ ସମୟ କାଟୁଛନ୍ତି ତାହା ଦେଖିବାକୁ ମିଳୁଛି।

ତେବେ ନିକଟରେ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। କାରଣ ଏହି ଭିଡିଓ ରେ ଅର୍ଚ୍ଚିତା ଏକ ସଂପୂର୍ଣ୍ଣ ଭିନ୍ନ ଗେଟ୍ ଅପ୍ ରେ ନଜର ଆସୁଛନ୍ତି। ଆମେରିକାର ଗାଆଁ ମାନଙ୍କରେ ବୁଲିବା ସମୟରେ ଏହି ଭିଡିଓଟି ସୁଟ୍ କରାଯାଇଛି। ତେବେ ଏହି ଭିଡିଓ ରେ ଅର୍ଚ୍ଚିତା ଙ୍କ ନିଆରା ଲୁକ କୁ ଖୁବ୍ ପସନ୍ଦ କରୁଛନ୍ତି ସିନେ ପ୍ରେମୀ।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *