Breaking News

ଆମେରିକା ବୁଲିବା ଯାଇ ହିରୋଇନ ଏଲିନା (Elina) ସେଠାରେ ଏମିତି ମଜା କରୁଛନ୍ତି ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଅଭିନେତ୍ରି ଏଲିନା ସାମନ୍ତରାଏ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ କୁ ବହୁତ ସୁନ୍ଦର ଭାବରେ କରନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ୍ ଗୁଡିଏ ସିନେମା ରେ ଅଭିନୟ କରି ସାରିଛନ୍ତି । ସେ ଛୋଟ ବେଳୁ ଅଭିନୟ ର ଆଶା ରଖିଥିଲେ । ସେଇଠି ପାଇଁ ସେ ସତଚେଷ୍ଟା ମଧ୍ୟ କରିଥିଲେ ।

ସେ ତାଙ୍କ ର ପ୍ରଥମ ସିନେମା ଇସ୍କ ତୁ ହିଁ ତୁ ରୁ ଆରମ୍ଭ କରିଥିଲେ । ଏହି ସିନେମା ଟି ବହୁତ ସୁପରହିଟ୍ ମଧ୍ୟ ହୋଇଥିଲା । ଯାହା ପାଇଁ କି ତାଙ୍କୁ ଦର୍ଶକ ମାନଙ୍କ ର ଅଧିକ ଭଲ ପାଇବା ମିଳିଥିଲା । କିନ୍ତୁ ଏ ସିନେମା କରିବା ପାଇଁ ସେ ଡାଇରେକ୍ଟ ଏଣ୍ଟ୍ରି କରି ନଥିଲେ ତା ପୂର୍ବ ରୁ ସେ ଏକ ରିୟାଲିଟ୍ ସୋ ରେ ଭାଗ ନେଇଥିଲେ ଯାହା କି ସେ ସେହି ସୋ ରେ ବିଜେତା ହୋଇ ଥିଲେ ସେ ସୋ ନାଁ ହେଉଛି କିଏ ହେବ ମୋ ହିରୋଇନ ଯାହା କି ଅରିନ୍ଦମ ପାଇଁ ହିରୋଇନ ଖୋଜା ହେଉଥିଲା ।

ଏହି ସୋ ପରେ ସେ ହିରୋଇନ ର ଅଫର ପାଇଥିଲେ ଆଉ ପରେ ପରେ ସେ ବହୁତ ସିନେମା ମଧ୍ୟ କରି ସାରିଲେଣି । ଲୋକ ତାଙ୍କୁ ଚିହ୍ନି ବାକୁ ଲଗିଥିଲେ ଇସ୍କ ତୁ ହିଁ ତୁ ଏହି ସିନେମା ପରେ ପରେ ସେ ବହୁତ ସାରା ସିନେମା କରି ଲୋକ ନଜର କୁ ଆସିଥିଲେ ସେ ମେକପ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନିଜ ର ଅଭିନୟ କୁ ।

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଏଲିନା ବହୁତ ଜାଗା ବୁଲୁଛନ୍ତି । ସେ ରଥ ଯାତ୍ରା ଦେଖିବା ପାଇଁ ଆମେରିକା ଯାଇଥିଲେ । ଆମେରିକା ରେ ବହୁତ ଜାଗା ବୁଲି ବହୁତ ଏଞ୍ଜଏ କରୁଛନ୍ତି । ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି ତେବେ ଏବେ ଫୁଣି ଥରେ ନଜର ରେ ଆସିଛନ୍ତି ସେ ଅନ୍ୟ ଷ୍ଟେଟ୍ ରେ ବହୁତ ମସ୍ତି କରୁଛନ୍ତି ।


ସେଠାରେ ଯାଇ ifly କରୁଛନ୍ତି ଯେଉଁଠି ରେ ସେ ବହୁତ ଏଞ୍ଜଏ କରୁ ଥିବାର ନଜର ରେ ଆସିଛନ୍ତି । ifly କଲା ସମୟ ରେ ବହୁତ ଥର ତଳେ ଖସି ପଡ଼ୁ ଥିଲେ ତଥାପି ifly ର ବହୁତ ମଜ୍ଜା କରିଛନ୍ତି ଏଲିନା ସାମନ୍ତରାଏ । ifly ର ରେଡ ଡ୍ରେସ ଆଉ କ୍ୟାପ୍ ପିନ୍ଧି ବହୁତ ସାରା ଫୋଟ ଉଠେଇ ସେୟାର ମଧ୍ୟ କରିଛନ୍ତି ସୋସିଆଲ୍ ମିଡ଼ିଆ ରେ । କାରଣ ସେ ifly ରେ ବହୁତ ମସ୍ତି କରିଛନ୍ତି ତାହା ସହ ତାର ସାର୍ଟିଫିକେଟ କୁ ଧରି ବି ତାର ବହୁତ ଗୁଡିଏ ଫୋଟ ଉଠେଇ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *