ଆମେରିକା ର ରାସ୍ତା ରେ ବୁଲି ବୁଲି ରୋମାନ୍ସ କରୁଥିବାର ନଜର ରେ ଆସିଲେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଜବରଦସ୍ତ ଯୋଡି ରେ ଚର୍ଚ୍ଚିତ ଥିବା ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ଆପଣ ମାନେ ଜାଣିଥିବେ ଦୀର୍ଘ 2 ମାସ ଧରି ସେ ଆମେରିକା ରେ ରହି ଆସୁଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ । ଗୋଟିଏ ଇଭେଣ୍ଟ ସୋ ରେ ଭାଗ ନେବା ପାଇଁ ଯାଇଥିଲେ ଆମେରିକା ଓଲିଓଡ ର ଏହି ଯୋଡି ।
ଏଠାରେ ସୁନ୍ଦର ପ୍ରଫୋମାନ୍ସ କାରଣ ରୁ ଆମେରିକା ରହୁଥିବା ଓଡ଼ିଆ ଲୋକ ମାନେ ତାଙ୍କୁ ଆଉ ଛାଡୁ ନାହାନ୍ତି । ବାରମ୍ବାର ତାଙ୍କ ଦ୍ବାରା ପ୍ରଫୋମାନ୍ସ କରାଉଛନ୍ତି । ଏବଂ ଦୀର୍ଘ ଦିନ ଧରି ଓଲିଓଡ ର ଏହି ଜବରଦସ୍ତ ଯୋଡି ଆମେରିକା ରେ ରହି ଆସୁଛନ୍ତି । ଆମେରିକା ର ସୁନ୍ଦର ସୁନ୍ଦର ସ୍ଥାନ ରେ ବୁଲୁ ଥିବାର ନଜର ରେ ଆସିଛନ୍ତି ଓଲିଓଡ ର ଏହି ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ।
ଏହାରି ମଧ୍ୟ ରର ଦୁହେଁ ଆମେରିକା ର ରାସ୍ତା ରେ ବୁଲି ରୋମାନ୍ସ କରୁଥିବାର ଦେଖା ଦେଇଛନ୍ତି । ତାହେଲେ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆଉ ବାହାଘର ପରେ ପ୍ରଥମ ଥର ପାଇଁ ସେମାନେ ଆମେରିକା କୁ ଯାଇଛନ୍ତି । ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଆମେରିକା ରେ ବହୁତ ସାରା ଇଭେଣ୍ଟ୍ ରେ ପ୍ରଫୋମାନ୍ସ କରୁଥିବାର ନଜର ରେ ଆସିଛନ୍ତି ।
କେବଳ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ନୁହଁ ତାଙ୍କ ସହ ହିରୋଇନ ଏଲିନା , ଅସୀମା ପଣ୍ଡା ଓ ଜୋଗେସ୍ ଜୋଜ୍ ମଧ୍ୟ ଆମେରିକା କୁ ଯାଇଛନ୍ତି । ଆଉ ସମସ୍ତେ ଓଡ଼ିଆ ସେଲିବ୍ରିଟି ମାନେ ଆମେରିକା ରେ ପ୍ରାୟ 2 ମାସ ରୁ ଅଧିକ ସମୟ ରହି ଆସୁଛନ୍ତି । ଆଗାମୀ ଦିନ ମାନଙ୍କ ରେ ଆମେରିକା ରେ ରହିବେ ବୋଲି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ କହିଛନ୍ତି ।
ଆମେରିକା ରେ ଏକ ନୂଆ ଘର ନେଇ ସାରା ଜୀବନ କଟେଇବେ ବୋଲି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ମଧ୍ୟ କହିଛନ୍ତି । ତେବେ ଆଗାମୀ ଦିନ ମାନଙ୍କ ରେ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଙ୍କ ର ବହୁତ ସାରା ସିନେମା ରିଲିଜ ହେବା ପାଇଁ ରହିଛି । ଆଉ ତାଙ୍କ ସୁଟିଂ ଏବେ ଅଧାରେ ରହିଛି । କିନ୍ତୁ ଇଭେଣ୍ଟ୍ କରିବା ପାଇଁ ଦୁହେଁ ବର୍ତ୍ତମାନ ଆମେରିକା କୁ ଯାଇଛନ୍ତି । ଆଉ ଏଠାରେ ଦୀର୍ଘ ଦିନ ଧରି ରହି ଆସୁଛନ୍ତି । ଆଉ ସେଠାରେ ରହି ସେଠାକାର ମଜା ମସ୍ତି କୁ ଧୁମ ଧାମ ରେ ଉଠାଉଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।