Breaking News

ଆମେରିକା ରେ ସ୍ଵାମୀ ଙ୍କ ସହ ଦୀପାବଳି ପାଳିଲେ ଆଲବମ ହିରୋଇନ ମିଠି (Mithi) … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହିଁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଲିପ୍ସା ମିଶ୍ର ।

 

ଆଲବମ୍ ଜଗତ ଓ ଚଳଚ୍ଚିତ୍ର ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ , ଏହି ଅଭିନେତ୍ରୀ ଜଣକ ତାଙ୍କ ଜନ୍ମ ଦିନ ଟି କୁ ଡିସେମ୍ବର ୩୦ ତାରିଖ ରେ ପାଳନ କରନ୍ତି । ଘର୍ କହିଲେ ଢେଙ୍କାନାଳ , ତାଙ୍କ୍ ବାପା ହେଉଛନ୍ତି ଜଣେ ବ୍ୟାଙ୍କ୍ କର୍ମଚାରୀ । ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୌମିତ୍ର ଆର ଚାନ୍ଦ ।

 

ସେ ତାଙ୍କୁ ୨୦୧୨ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ଏହା ପୂର୍ବ ରୁ ୨୦୦୨ ମସିହା ରେ ସେ ନିଜ ଅଭିନୟ ଆରମ୍ଭ କରିଥିଲେ । ୨୦୦୮ ମସିହା ରେ ଅନୁଭବ ଙ୍କ ସହ ଛାତି ଚିରି ଦେଲେ ତୁ ରେ ଅଭିନୟ କରି ଥିଲେ । ଅଭିନୟ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ।

 

 

ଏହି ଅଭିନେତ୍ରୀ ଜଣକ ଅନେକ ଆଲବମ୍ କରିଛନ୍ତି ଓ ତାଙ୍କର କିଛି ଆଲବମ ଗୀତ ବର୍ତ୍ତମାନ୍ ମଧ୍ୟ ବେଶ୍ ଲୋକ ପ୍ରିୟ ଖାସ୍ କରି ସାଲୁ ଆଲବମ ଗୀତ ଟି ବେଶ୍ ଲୋକ ପ୍ରିୟ । ଆଲବମ୍ ଜଗତ ର ହିରୋଇନ୍ ଭାବେ ବର୍ତ୍ତମାନ୍ ସମୟ ରେ ବେଶ୍ ପରିଚିତ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ସ୍ବାମୀ ଙ୍କ ସହ ଆମେରିକା ଅଛନ୍ତି ।

 


 

ତାହେଲେ ବନ୍ଧୁଗଣ ଅତି ନିକଟ ରେ ସରି ଯାଇଛି ଦୀପାବଳୀ , ଏହି ଦୀପାବଳୀ ଦିନ ଟି କୁ ଆମେରିକା ରହି ନିଜ ସ୍ୱାମୀ ସହ ବେଶ୍ ଧୁମ୍ ଧାମରେ ପାଳନ କରି ଥିଲେ ଯାହାର ଦୃଶ୍ୟ ଆପଣ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଅଭିନୟ ଦୁରେଇ ହୋଇଛନ୍ତି କିଛି ଦର୍ଶକ ମାନେ ତାଙ୍କ ଅଭିନୟ ଓ ଆଲବମ ରେ ଦେଖିବା ପାଇଁ ବେଶ୍ ଇଚ୍ଛୁକ ଅଛନ୍ତି ।

 

ବନ୍ଧୁଗଣ ଆମେ ଯେଉଁଠି ରହିଲେ ମଧ୍ୟ ଆମ ପରମ୍ପରା ସଂସ୍କୃତି କୁ ଭୁଲି ନାହୁଁ । ଅଭିନେତ୍ରୀ ମିଠୀ ଯିଏ କି ଆମେରିକା ରେ ରହି ଦ୍ଵିପ ଜାଳି ବେଶ ଧୁମ୍ ଧାମରେ ପାଳନ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *