ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ବହୁତ୍ କମ୍ ଲୋକ ପ୍ରିୟ ଅଭିନେତ୍ରୀ ଯେଉଁ ମାନେ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ସମ୍ପୂର୍ଣ ଭାବେ ଦୂରେଇ ହୋଇ ରହିଛନ୍ତି । କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ବର୍ତ୍ତମାନ ସମୟରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତ୍ରୀ ଜଣକ ଆଗାମୀ ଦିନ ମାନ ଙ୍କ ରେ ବିବାହ କରିବାକୁ ଯାଉଛନ୍ତି ।
ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର। ଆପଣ ମାନେ ଏହି ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ।ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ଆଲବମ ରେ ନଜର ଆସିଛନ୍ତି ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଅନେକ ନାମ ଅର୍ଜନ କରିଛନ୍ତି ।ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଯିଏ କି ଆଗାମୀ ଦିନ ମାନ ଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ।
ବିବାହ କରିବା ପୂର୍ବ ରୁ ବର୍ତ୍ତମାନ ସମୟ ରେ ହଳଦୀ ରେଶମ ଭିଡିଓ ବର୍ତ୍ତମାନ ସମୟ ରେ ସୋଷିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି । ଏହି ହଳଦୀ ରେଶମ ରେ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ନଜର ଆସିଛନ୍ତି ।
ସଙ୍ଗୀତ ସେରେମନି ର ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଲିପ୍ସା ମିଶ୍ର ଙ୍କ ଶଶୁର ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ଲିପ୍ସା ମିଶ୍ର ଭଳି ବୋହୂ ପାଇ ସେ ବହୁତ୍ ଖୁସି ଅଛନ୍ତି , ଲିପ୍ସା ଙ୍କୁ ପାଇଁ ତାଙ୍କ ଶାଶୁ ବହୁତ୍ ଖୁସି । ଲିପ୍ସା ମିଶ୍ର ଙ୍କୁ ପାଇ ଆକାଶ ମଧ୍ୟ ବହୁତ୍ ଖୁସି । ଉଭୟ ଙ୍କ ବିବାହ ଘର ଗତକାଲି ହେବା କୁ ଯାଉଛି ।।