ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କୁ ନେଇ ଏବେ ବହୁତ ଚର୍ଚ୍ଚା ଚାଲିଛି । କେବଳ ଓଡିଶା ରେ ନୁହଁ ପୁରା ଦେଶ ରେ ଚର୍ଚ୍ଚା ଚାଲିଛି । ଆଦିବାସୀ ମୁଲକ୍ ରୁ ଆସି ରାଇସିନା ହିଲ୍ସ୍ ରେ ବସି ମହା ମହିମ୍ ସୌଭାଗ୍ୟ ଅର୍ଜନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ରେ ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା । ଏ ସବୁ ଚର୍ଚ୍ଚା ଭୀତ ରେ ଦ୍ରୌପଦୀ ମୁର୍ମୁ ସୋସିଆଲ୍ ମିଡ଼ିଆ ରେ କରିଛନ୍ତି ନୂଆ ରେକର୍ଡ ।
ସୋସିଆଲ୍ ମିଡ଼ିଆ ରେ ପ୍ରମୁଖ୍ ପ୍ଲାର୍ଟଫର୍ମ ଅଟେ ଫେସବୁକ୍ ଆଉ ଏହି ଆକାଉଣ୍ଡା ଖୋଲିବା ରେ ମାତ୍ର 10 ଦିନ ରେ ତାଙ୍କ ର ଫୋଲ୍ ର ବହୁତ ଅଧିକ ରହିଛି । ଯେଉଁ ଦିନ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ ସେହିଦିନ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ନାଁ ରେ ଫେସବୁକ୍ ଆକାଉଣ୍ଡ ଖୋଲା ଯାଉଥିବା କୁହା ଯାଇଛି । ଜୁଲାଇ 25 ତାରିଖ ସୋମବାର୍ 10:15 ମିନିଟ ରେ ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ ।
ଆଉ ଏହାର ମାତ୍ର 22 ମିନିଟ ମଧ୍ୟ ରେ ତାଙ୍କ ଫେସବୁକ୍ ଆକାଉଣ୍ଡ ରେ ଖୋଲା ଯାଇଥିଲା । ସକାଳ 10:37 ରେ ପ୍ରଥମ ପ୍ରୋଫାଇଲ୍ ଫୋଟ ଅପଲୋଡ୍ କରା ଜାଇଥିଲା ତାଙ୍କ ର ଫେସବୁକ୍ ଆକାଉଣ୍ଡ ରେ । ଆଜିକୁ ଠିକ 10 ଦିନ ତଳେ ଖୋଲା ଯାଇଥିବା ଦ୍ରୌପଦୀ ମୁର୍ମୁ ଙ୍କ ଫେସବୁକ୍ ଆକାଉଣ୍ଡ କୁ 6 ମିଲିୟନ୍ ଲୋକ ଫୋଲ୍ କରି ସାରିଲେଣି ।
ରାଷ୍ଟ୍ରପତି ଭାବରେ ଶପଥ ନେବା ପୂର୍ବ ରୁ ରାଷ୍ଟ୍ରପତି ରାମ ନାଥ ଗୋବିନ୍ଦ ଙ୍କ ଅବସର ସରିବା ସୁଦ୍ଧା ତାଙ୍କ ଫୋଲ୍ର ସଂଖ୍ୟା 9.5 ମିଲିୟନ୍ ପହଞ୍ଚି ଥିଲା । ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଫେସବୁକ୍ ଆକାଉଣ୍ଡ କୁ ନେଇ ଏବେ ସବୁଠି ଅଧିକ ମାତ୍ରା ରେ ଚର୍ଚ୍ଚା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳ ର କିଛି ଫୋଟ ଏଠି ରେ ପୋଷ୍ଟ୍ କରି ଛନ୍ତି ତାହା ସହ ସେ ଏଥିରେ ନିଜ ର ମାତୃ ଭାଷା ରେ ଲେଖିଛନ୍ତି ତାକୁ ନେଇ ମଧ୍ୟ ତାଙ୍କୁ ଅନେକ ଦିଗ ରୁ ତାଙ୍କୁ ପ୍ରସଂସା କରୁଛନ୍ତି ସମସ୍ତେ । ଏହି ଭଳି ଫୋଷ୍ଟ ପାଇଁ ତାଙ୍କୁ ଅନେକ ରେନ୍ସପନ୍ସ୍ ମଧ୍ୟ ମିଳୁଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।