Breaking News

ଆରପାରିରେ ହିରୋ ଜୁନିୟର ଏନ୍ ଟି ଆର୍ ଙ୍କ ଭାଇ , ହସ୍ପିଟାଲ୍ ରେ ଚିକିତ୍ସା କରା ଯାଇଥିଲା। ,ହେଲେ ….

ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ହିରୋ ଜୁନିୟର ଏନ୍ ଟି ଆର୍ ଙ୍କ ଭାଇ ତାରକ୍ ରତ୍ନ ଙ୍କ ର ଫେବୃୟାରୀ 18 ତାରିଖ ରେ ପର ଲୋକ ଘଟିଛି।ଏହି ଭଳି ଏକ ଦୁଃଖଦ ପରିସ୍ଥିତି ରେ ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ଅଲୁଅର୍ଜୁନ ଙ୍କ ସହିତ ଅନେକ କଳାକାର ଜୁନିୟର ଏନ୍ ଟି ଆର୍ ଙ୍କ ଘରକୁ ଆସିଥିଲେ ତାଙ୍କ ଭାଇ ଙ୍କ ର ଶେଷ ଦର୍ଶନ କରିବା ପାଇଁ। ତାରକ ରତ୍ନ ଅନେକ ସୁପରହିଟ ସାଉଥ୍ ସିନେମା ରେ ଅଭିନୟ କରିଛନ୍ତି।

ଜାନୁଆରୀ 27 ତାରିଖ ରେ ଆନ୍ଧ୍ର ପ୍ରଦେଶ ର ପୂର୍ବତନ ମୁଖ୍ୟ ମନ୍ତ୍ରି ଚନ୍ଦ୍ରବାବୁ ନାଇଡୁ ଙ୍କ ପୁଅ ନରଲୋକେଶ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ଯୁବଙ୍ଗୋଲୋମ୍ ପଦଯାତ୍ରା ରେ ତାରକ ରତ୍ନ ଭାଗ ନେଇଥିଲେ । ଏବଂ ତା ପରେ ସେ କୁପମ୍ ର ଏକ ମସଜିଦ ରେ ନମାଜ ପଢି ଥିଲେ ଏବଂ ପଢି ଫେରିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏବଂ ଅଚେତ୍ ହୋଇ ତଳେ ପଡି ଯାଇଥିଲେ।ତେଲୁଗୁ ଦେସମ୍ ପାର୍ଟି ର ଲୋକ ମାନେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ।

ଏବଂ ତାଙ୍କର ଦୀର୍ଘ ଦିନ ଧରି ହସ୍ପିଟାଲ୍ ରେ ଚିକିତ୍ସା କରା ଯାଇଥିଲା।ଆଉ ଶେଷରେ ଫେବୃଆରୀ 18 ତାରିଖ ରେ ତାଙ୍କର ପର ଲୋକ ଘଟିଛି।କଥାରେ ଅଛି ମୃତ୍ୟୁ ଆଗରେ ମଣିଷ ନିମିତ୍ତ ମାତ୍ର ।ଅତି କମ୍ ବୟସରେ ତାରକ ରତ୍ନ ଙ୍କ ର ମୃତ୍ୟୁ ଘଟିଛି।ଲୋକ ମାନଙ୍କ ର ଭଲ ପାଇବା କି ଭଗବାନ୍ ଙ୍କ ର ଆଶୀର୍ବାଦ ତାଙ୍କୁ ବଞ୍ଚାଇ ରଖି ପାରିନାହିଁ।ଖୁବ୍ କମ୍ ବୟସରେ ସେ ଆର ପାରିକୁ ଚାଲି ଯାଇଛନ୍ତି।

ଜଣେ ସଫଳ କଳାକାର ଏବଂ କଳାକାର ରୁ ଜଣେ ରାଜନେତା ଆଉ ରାଜନେତା ରୁ ଜଣେ ସମାଜସେବୀ ଭାବରେ କାମ କରିଛନ୍ତି ତାରକ ରତ୍ନ ।ଜଣେ ସଫଳ କଳାକାର ଭାବରେ ଅନେକ ସୁପରହିଟ ସିନେମା ରେ ସେ ଅଭିନୟ କରିଛନ୍ତି। ଏବଂ ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ତାଙ୍କର ଅନେକ ନାଁ ରହିଛି।ବର୍ତ୍ତମାନ ତାଙ୍କୁ 39 ବର୍ଷ ବୟସ ହୋଇଥିଲା ଆଉ ଅତି କମ୍ ବୟସରେ ତାଙ୍କୁ ମୃତ୍ୟୁ ର ସାମ୍ନା କରିବାକୁ ପଡ଼ିଛି।ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଖବର ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *