ଭଗବାନ ସବୁବେଳେ ନିଜ ର ଭକ୍ତ ଙ୍କ ପାଖରେ ରୁହନ୍ତି । ଭକ୍ତ ଯେପରି ଭଗବାନ ଙ୍କୁ ଦେଖିବା ପାଇଁ ତାର ମନ ସବୁବେଳେ ଖୋଜି ରହେ ଠିକ ସେମିତି ଭଗବାନ ବି ତାଙ୍କ ଭକ୍ତ କୁ ଦେଖା ଦେବା ପାଇଁ ଆକୁଳ ହୋଇ ଥାଆନ୍ତି ଏହା ଉଦାହରଣ ରେ ଯେତେ କହିଲେ ବି କମ ହେବ । ବର୍ତ୍ତମାନ ସମୟରେ ଏମିତି ଏକ ଘଟଣା ଘଟିଛି ଯାହା ଆଶ୍ଚର୍ୟ୍ଯ ଲାଗିବ ଆପଣ ମାନଂକୁ ତେବେ ଆପଣ ମାନେ ଯଦି ଏହି ଘଟଣା ବିଷୟ ରେ ସମ୍ପୁର୍ଣ୍ଣ ଜାଣି ବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
କ୍ଷୀର ପିଉଛନ୍ତି ଭଗବାନ ଶ୍ରୀକୃଷ୍ଣ । ସତରେ ଭକ୍ତ ଆଉ ଭଗବାନ ଙ୍କ ସମ୍ପର୍କ କିଛି ନିଆରା । ଆଉ ଏହି ଭିଡିଓ ଟି ଆପଣ ମାନେ ଦେଖି ପାରୁ ଥିବେ ଆଉ ଏହି ଭିଡିଓ ହେଉଛି ଏହାର ନିଦର୍ଶନ । ଆପଣ ମାନେ ଏହି ଭିଡିଓ ଟିକୁ ଭଲ ରେ ଦେଖି ପାରୁଥିବେ । କେମିତି ଭଗବାନ ଶ୍ରୀକୃଷ୍ଣ ଏହି ମହିଳା ଙ୍କ ହାତ ରୁ ପିଉଛନ୍ତି କ୍ଷିର । ଏହି ନନ୍ଦ ଉତ୍ସବ ରେ ଦେଖିବାକୁ ମିଳିଲା ଏକ ଅଲୌକିକ ଘଟଣା ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଙ୍ଗଧର ପଞ୍ଚାୟତ ବଙ୍ଗାଳି ସାହି ଦୀପ୍ତିରେଖା ଦାସ । ସବୁ ଦିନ ପରି ଆଜି ମଧ୍ୟ ନିଜ ପୂଜା ଘରେ ପୂଜା କରୁଥିବାର ନଜର ରେ ଆସିଛନ୍ତି । ଆଉ ସେ ପୂଜା କରୁଥିବା ବେଳେ ଆଣ୍ଠୁଆ ଗୋପାଳ ଙ୍କ ମୂର୍ତ୍ତି କୁ କ୍ଷିର ଅର୍ପଣ କରିଥିଲେ । ଏହି ମୂର୍ତ୍ତି ତାଙ୍କ ହାତ ରୁ କ୍ଷିର ପାନ କରିଥିଲେ । ଏହା ଦେଖି ଦୀପ୍ତିରେଖା ଦାସ ଭାବ ବିହୁଳ୍ ହେବା ସହ ସେ ତାଙ୍କ ପରିବାର କୁ ଜଣାଇ ଥିଲେ ।
ଏବଂ ପଡୋଶୀ ମାନେ ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୀପ୍ତିରେଖା ଦାସ ଙ୍କ ଘରେ ଭିଡ଼ ଲଗାଇ ଥିଲେ । ସ୍ଥାନୀୟ ଅଞ୍ଚଳ ରେ ଏହି ଘଟଣା ଏବେ ଚର୍ଚ୍ଚା ର ବିସୟ ପାଲଟି ଯାଇଛି । କାଲି ଜନ୍ମାଷ୍ଟମୀ ଥିଲା ସେଥି ପାଇଁ ଦୀପ୍ତିରେଖା ଦାସ ଉପାସ ରଖି ଥିଲେ । ଉପାସ ସାରି ଘର କୁ ଆସିଲା ପରେ ମଧ୍ୟ ତାଙ୍କୁ ନିଦ ହେଲା ନାହିଁ ତେଣୁ ସେ ସକାଳୁ ଗୋପାଳ ପୂଜା କରିଥିଲେ ।
ସେ ଗୋପାଳ କୁ ପୂଜା ପରେ ତାଙ୍କୁ କ୍ଷିର ଦେଇଥିଲେ ପିଇବାକୁ ଆଉ ସେ କ୍ଷିର କୁ ଗୋପାଳ ପିଇଲେ । ଏହି ଘଟଣା ଦେଖି ଦୀପ୍ତିରେଖା ଦାସ ଙ୍କ ଆଖି ଲୁହ ରେ ପୁରୀ ହୋଇ ଯାଇଥିଲା ଆଉ ସେ ବହୁତ ଖୁସି ହୋଇ ନିଜ ପରିବାର କୁ ଡାକି ଥିଲେ ଏହି ଦର୍ଶନ କରାଇବା ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।