ଜେଲ ରେ କରିବେ ରୋମାନ୍ସ୍ କଏଦୀ । ଆଉ ଜେଲ ରେ ହେବ ଶା-ରି-ରୀ-କ ସମ୍ପର୍କ ର ସୁଖ । ଏଣିକି କଏଦୀ ମାନଙ୍କ ର ଯୌ-ନ ଇଚ୍ଛା କୁ ସମ୍ମାନ ଦେଉଛନ୍ତି ସରକାର । ବର୍ତ୍ତମାନ ବିସ୍ବାସ ନ ଲଗୁଥଏ ବି ଏହା ସତ । ଆଉ ଏବେ କଏଦି ମାନେ ବି ପାଇବେ ରୋମାନ୍ସ୍ କରିବା ର ସୁଯୋଗ । ତେବେ ଏହି ଉପରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ଖୁବ ଶୀଘ୍ର ଭାରତ ରେ ଏମିତି ଏକ ନିୟମ ଲାଗୁ ହେବାକୁ ଯାଉଛି । ଜେଲ ର ଚାରି କାନ୍ଥ ଭୀତ ରେ ତାଙ୍କ ଜୀବନ ସାଥି ଙ୍କ ସହ ଶା-ରି-ରୀକ ସମ୍ପର୍କ ସମ୍ବନ୍ଧ ରଖିବା ପାଇଁ କଏଦୀ କୁ 2 ଘଣ୍ଟା ସମୟ ଦିଆ ଯିବ । ତେବେ ପ୍ରଥମ ରାଜ୍ୟ ଭାବେ ଏ ନିୟମ କୁ ଆଣି ଛନ୍ତି ପଞ୍ଜାବ ସରକାର । ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗନ୍ଦୱାଲ ସାହି ଗ୍ବଭା ରେ ଥିବା ନୁଆ ଜେଲ ଓ ଭଟିନ୍ଦା ରେ ଥିବା ନୂଆ ଜେଲ ରେ ଲାଗୁ ହୋଇଛି ।
କଏଦି ମାନଙ୍କ ପାଇଁ 2 ମାସ ଦାମ୍ପତ୍ୟ ଜୀବନ କୁ ଉପଭୋଗ କରି ବା ପାଇଁ 2 ଘଣ୍ଟା ସମୟ ମିଳିବ । ଆଉ ଏଠି ପାଇଁ ଏକ ସ୍ବତନ୍ତ୍ର ରୁମ୍ ର ବ୍ୟବସ୍ଥା କରିଛି ଜେଲ ବିଭାଗ । ତେବେ ଦୀର୍ଘ ଦିବ୍ ଧରି କଏଦ୍ ମାନେ ଏହାର ଲାଭ ଉଠାଇ ପାରିବେ । କଏଦୀ ମାନଙ୍କ ର ମାନସିକ ସ୍ଥିତି କି ଠିକ ରେ ରଖିବା ସହିତ ତାଙ୍କ ଦାମ୍ପତ୍ୟ ଜୀବନ ଠିକ ଆଗକୁ ଯାଇ ପାରିବ ବୋଲି ଧାରଣା ରହିଛି ।
ଜଣେ ମହିଳା କିମ୍ବା ପୁରୁଷ ତାଙ୍କ ର ବିବାହ ହୋଇଛି ବୋଲି ତାଙ୍କ ର ପ୍ରମାଣ ଦେଖାଇବାକୁ ପଡିବ । ସେହିପରି ସେ ଏଚ୍ ଆଇ ଭି କିମ୍ବା ଅନ୍ୟ ଯୌ-ନ ସଂ-କ୍ର-ମ-ଣ ରୋଗ ରେ ଆକ୍ରାନ୍ତ ନଥିବା ରିପୋର୍ଟ୍ ଦେଖାଇବେ । ଏଠି ସହିତ କୋଭିଡ୍ ନେଗେଟିଭ୍ ରିପୋର୍ଟ କୁ ମଧ୍ୟ ସାଙ୍ଗରେ ଆଣିବାକୁ ପଡିବ । ଏହା କୁ ସମ୍ପୁର୍ଣ୍ଣ ଭାବରେ ଜାଞ୍ଚ୍ କରିବା ପରେ ଯାଇ ଯେ କୌଣସି ପୁରୁଷ ବା ମହିଳା ତା ସ୍ବାମି ବା ସ୍ତ୍ରୀ ଙ୍କୁ ଦେଖା କରିବା ପାଇଁ ଅନୁମତି ମିଳିବ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।