ହାଇକୋର୍ଟ ବଡ଼ ନିଷ୍ପତି । ପ୍ରେମ ରେ ଏଥର ପଶି ପାରିବେନି ଥାର୍ଡ ପର୍ସନ୍ । ଏ ନେଇ ଆସି ଗଲା ହାଇକୋର୍ଟ ଙ୍କ ବଡ଼ ନିଷ୍ପତି । ଦୁହିଁ ଙ୍କ ପ୍ରେମ ସମ୍ପର୍କ ରେ ହସ୍ତକ୍ଷେପ୍ କରି ପାରିବେନି 3ୟ ବ୍ୟକ୍ତି । ଜୀବନ ସାଥି ଚୟନ୍ ହେଉ ଅବା ପ୍ରେମ ସମ୍ବନ୍ଧ ବା ବୈବାହିକ ଜୀବନ ରର ହେଉ ଅବା ବ୍ୟକ୍ତିଗତ୍ ଅ-ନ୍ତ-ର-ଙ୍ଗ ଇଚ୍ଛାହେଉ ଦୁହିଁକ ର ମାନବିୟ ସମ୍ପର୍କ ରେ କେହି କରି ପାରିବେନି ହସ୍ତ କ୍ଷେପ୍ । ପ୍ରେମ ସମ୍ପର୍କ ରେ 3 ୟ୍ ବ୍ୟକ୍ତି ର ହସ୍ତକ୍ଷେପ୍ କୁ ନେଇ ଗୁରୁତ୍ବ୍ ପୁର୍ଣ୍ଣ୍ ରାୟ୍ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।
ହାଇକୋର୍ଟ କହିବା ମୁତାବକ ଜୀବନ ସାଥି ଚୟନ୍ ବା ସମ୍ପର୍କ କିମ୍ବା ପ୍ରେମ ସମ୍ପର୍କ ଅବା ବ୍ୟକ୍ତି ଗତ ଅ-ନ୍ତ-ର-ଙ୍ଗ ଇଚ୍ଛା ଦୁହିଁ ଙ୍କ ମାନବୀୟ ସମ୍ପର୍କ ମଧ୍ୟ ରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ୍ କରି ପାରିବ ନାହିଁ । ଏହି ମାମଲା ରେ କୋର୍ଟ ରେ ଆବେଦନ କରି ତାଙ୍କୁ ଓ ତାଙ୍କ ପତ୍ନୀ ଙ୍କୁ ଏକାଠି ରହିବା ପାଇଁ ନିର୍ଦ୍ଦେସ୍ ଦେଇଛନ୍ତି । କୋର୍ଟ ରେ ଏଭଳି କିଛି ମାମଲା ପହଞ୍ଚି ଥିଲା ।
ଆଉ ତାପରେ ଏଭଳି କିଛି ବିଚାର କରିଛନ୍ତି ଜର୍ଜ । ତେବେ ହାଇକୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକ ବ୍ୟକ୍ତି ଗତ ଜୀବନ ରେ ହସ୍ତକ୍ଷେପ କରିବାର କାହାର ବି ଅଧିକାର ନାହିଁ । ସନ୍ଦିପି କୁମାର ଓ ଅନ୍ୟ ମାନଙ୍କ ର ଆବେଦନ ଉପରେ ହାଇକୋର୍ଟ ଙ୍କ ର ଏକ ବେଞ୍ଚ୍ ହେଇ ନିର୍ଦ୍ଦେସ୍ ଦେଇଛନ୍ତି । ବାସ୍ତବ ରେ ସନ୍ଦୀପ କୁମାର ପତ୍ନୀ ଙ୍କୁ ତାଙ୍କ ବାପା ଘରର ବନ୍ଦୀ କରି ରଖି ଥିଲେ ବୋଲି ଅଭିଯୋଗ କରି ଥିଲେ ।
ପତ୍ନୀ ଙ୍କ ପରିବାର ସଦସ୍ୟ ଉକ୍ତ ଯୁବକ ଙ୍କ ବିରୋଦ୍ଧ୍ ରେ ମାମଲା ଦାୟର୍ କରିଥିଲେ । ଯୁବକ ତାଙ୍କ ଝିଅ କୁ ଯୌ-ନ ନି-ର୍ଜ୍ୟା-ତ-ନା ଦେଇଛନ୍ତି ବୋଲି ଅଭିଯୋଗ କରି ଥିଲେ । ଏହି ମାମଲା କୋର୍ଟ ଉକ୍ତ ଝିଅ କୁ ଡକାଇ ଥିଲେ । କୋର୍ଟ ହାଜର ହୋଇ ଥିବା ମହିଳା ଜଣକ କହି ଥିଲେ ସେ ତାଙ୍କ ସ୍ବାମି ଙ୍କ ସହ ରହିବାକୁ ଚାହୁଁ ଛନ୍ତି ।
ଆଉ ଏହା ପରେ ସେ ହିଁ ଯୁବକ ଙ୍କୁ ତାଙ୍କ ସ୍ତ୍ରୀ ସହ ରହିବାକୁ ସମର୍ଥନ ମିଳି ଥିଲା । ଏହା ସହିତ ପରିବାର ସଦସ୍ୟ ଏବଂ ଅନ୍ୟ କେହି ତାଙ୍କ ଜୀବନ ରେ କୌଣସି ପ୍ରକାର ହସ୍ତକ୍ଷେପ୍ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଇଛି ଉଭୟ ଯୁବକ ଓ ଯୁବତୀ ପରସ୍ପର କୁ ଭଲ ପାଉଛନ୍ତି ସେମାନେ ଉଭୟ ମଧ୍ୟ ବିବାହ୍ କରିଛନ୍ତି ।
ପରିବାର ସେମାମନଙ୍କୁ ଏକାଠି ରହିବାକୁ ଦେଉ ନାହାନ୍ତି ଏ ସମ୍ପର୍କ ରର ର୍କ ପିଟିସନ୍ ଦାଖଲ କରା ଯାଇ ଥିଲା । ଆଉ ପରିବାର ଲୋକ ତାଙ୍କୁ ସମର୍ଥନ୍ କରୁ ନାହାନ୍ତି ତାଙ୍କୁ ଅଲଗା କରିବାକୁ ଚହୁଛନ୍ତି ତେଣୁ କୋର୍ଟ ରାୟ ଦେଇ ଥିଲେ କି ଦୁହେଁ ଏକାଠି ରହିବେ ଆଉ ତାଙ୍କୁ କେହି ବି 3ୟ ଲୋକ କେହି ବି ତାଙ୍କ ଭିତରେ ପସି ପାରିବେ ନାହିଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।