Breaking News

ଆସୁଛି ପ୍ରଳୟ,ରାଗିଛି ମା କାଳିଜାଇ,କେବେ ବୁଝିବେ ଏଇ ପାପୀ ମଣିଷ | Maa Kalijai …

କଟରେ ମାଆ କାଳିଜାଇ ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତ ମାନେ ମାଆ କାଳିଜାଇ ଙ୍କ ପାଖକୁ ଯାଉଥିଲେ । ଏବଂ ଏହି ସମୟରେ ଏକ ଅଘଟଣ ଘଟି ଯାଇଥିଲା। ଗୋଟିଏ ଡଙ୍ଗାରେ ପଚିଶ ଜଣେ ଯାଉଥିଲେ । ଏବଂ ହଠାତ୍ ଚିଲିକା ମଝିରେ ଅନ୍ଧାର ମାଡ଼ି ଆସିଥିଲା। ଏବଂ ଡଙ୍ଗା ଆଗକୁ ଯାଇ ପାରିନଥିଲା ।ଚିଲିକା ମଝିରେ ଡଙ୍ଗା ଟି ଅଟକି ଯାଇଥିଲା । ଏବଂ ଭକ୍ତ ମାନଙ୍କୁ ଏ ଭଳି ଏକ ଅଘଟଣ ର ସାମ୍ନା କରିବାକୁ ପଡ଼ିଛି।ହେଲେ ଯଥା ଶୀଘ୍ର ଓଡ୍ରାଫ୍ ଟିମ୍ ଆସି ସେହି ପଚିଶ ଜଣଙ୍କୁ ଉଦ୍ଧାର କରିଛି ।

ମାଆ କାଳିଜାଇ ଙ୍କୁ ଦର୍ଶନ କରିବାକୁ ଯିବା ସମୟରେ ଏହି ଭଳି ବହୁତ୍ ଥର ହୋଇଛି।କିନ୍ତୁ ଏ ଭଳି କାହିଁକି ହେଉଛି ।ସତରେ କଣ ମାଆ କାଳିଜାଇ ରାଗି ଛନ୍ତି ନା କାରଣ ଅନ୍ୟ କିଛି ରହିଛି। ଏହି ବିଷୟରେ ଏ ଯାଏ କିଛି ଜଣା ପଡିନାହିଁ।କିନ୍ତୁ ସୂଚନା ମିଳିଛି ଯେ ମାଆ କଳିଯାଇ ଙ୍କୁ ଦର୍ଶନ କରିବାକୁ ଯାଉଥିବା ସମସ୍ତ ଲୋକ ଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି । ଏବଂ ସମସ୍ତେ ସୁସ୍ଥ ଅଛନ୍ତି।ତେବେ ବାର୍ ବାର୍ ଏ ଭଳି ଡଙ୍ଗା ଅଟକିବାର କାରଣ କୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ସତରେ କଣ ମାଆ କାଳିଜାଇ ତାଙ୍କ ଭକ୍ତ ମାନଙ୍କ ଉପରେ ରହିଛନ୍ତି । ଡଙ୍ଗା ଅଟକି ଥିବା ସମୟରେ ସମସ୍ତେ ମାଆ କଳିଯାଇ ଙ୍କୁ ରକ୍ଷା କରିବା ପାଇଁ ଡାକିଥିଲେ ।ସମସ୍ତେ ମାଆ ଙ୍କ ପାଖରେ ଶରଣ ନେଇଥିଲେ ଏବଂ ମାଆ କାଳିଜାଇ ମଧ୍ୟ କାହାର କିଛି ଅନିଷ୍ଟ ହେବାକୁ ଦେଇ ନାହାନ୍ତି।କିନ୍ତୁ ଏ ଭଳି ବାର୍ ବାର୍ ଡଙ୍ଗା ଅଟକି ବାର କାରଣ କୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହେଉଛି । ଏବଂ ମାଆ କାଳିଜାଇ ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମନରେ ଆଗ୍ରହ ମଧ୍ୟ ସୃଷ୍ଟି ହେଉଛି ।ତେବେ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *