Breaking News

ଉତ୍ତମ ମହାନ୍ତି (Uttam Mohanty) ନିଜେ ବୋହୂ ଓ ନାତି ଟୋକାକୁ ଆଣିବା ପାଇଁ ବାହାରିଲେ – ଦେଖନ୍ତୁ

ସ୍ବାମି ସ୍ତ୍ରୀ ଓ ପ୍ରକୃତି ମିଶ୍ର ଙ୍କ ବିବାଦ ରେ ଦିନ କୁ ଦିନ ଆଉ ନୂଆ ନୂଆ ବହୁତ କଥା ସାମ୍ନା କୁ ଆସୁଛି । ଆଉ ଏହରି ଭୀତ ରେ ଆଜି କିଛି ନୂଆ କଥା ସାମ୍ନା କୁ ଆସୁଛି । ଯାହା କି ଏହା ଶୁଣି ସମସ୍ତ ଙ୍କୁ ଖୁସି କରିବ ନିଶ୍ଚୟ୍ । ତେବେ ଦର୍ଶକ ବନ୍ଧୁ ଏବେ କଥା ଉଠୁଛି ବାବୁଶାନ୍ ମହନ୍ତି ସକାଳୁ ସକାଳୁ ବହରୁଛନ୍ତି ପତ୍ନୀ ଓ ନିଜ ପୁଅ କୁ ନିଜ କୁ ଆଣିବା ପାଇଁ । ଆଉ ଏତିକି ବେଳେ ବାବୁଶାନ୍ ମହାନ୍ତି ଙ୍କ ସହ ସାଥି ରେ ଯିବା ପାଇଁ ବାହାରି ଛନ୍ତି ବରିଷ୍ଠ ଅଭିନେତା ତଥା ସୁପରଷ୍ଟାର ଉତ୍ତମ ମହନ୍ତି ।

ତେବେ ଏଇଠି କହି ରଖିବାକୁ ଚହୁଛୁ କି ବାବୁଶାନ୍ ମହାନ୍ତି ଙ୍କ ନାଁ ରେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଦେଇଥିବା ମାମଲା କୁ ପ୍ରତ୍ୟାହାର କରିବେ ବୋଲି ରାଜି ହୋଇ ଥିବା ଏବେ ନଜର ରେ ଆସିଛନ୍ତି । କାରଣ କାଲି ଥିଲା ବାବୁଶାନ୍ ମହାନ୍ତି ଙ୍କ ଜନ୍ମ ଦିନ । ଆଉ ଏହି ଜନ୍ମ ଦିନ ରେ ବାବୁଶାନ୍ ମହାନ୍ତି ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇ ଥିଲେ ତୃପ୍ତି ଶତପଥୀ ଙ୍କ ବାପା ଆଉ ରାତି ରେ ହିଁ ଆସିଥିଲେ ବାବୁଶାନ୍ ମହାନ୍ତି ଙ୍କ ଘର ଙ୍କୁ ।

ଆଉ ଏହି ଜନ୍ମ ଦିନ ରେ ସମସ୍ତେ ବହୁତ ମଜ୍ଜା ମସ୍ତି ମଧ୍ୟ କରିଥିଲେ ସମସ୍ତେ ଏକାଠି ହୋଇ । ଆଉ ଏହି ଜନ୍ମ ଦିନ ରେ ବାବୁଶାନ୍ ମହାନ୍ତି କେକ କାଟି ଥିଲେ ଆଉ କେକ କାଟି ନିଜ ଶଶୁର ଙ୍କ ତଥା ତୃପ୍ତି ଶତପଥୀ ଙ୍କ ବାପା ଙ୍କୁ ଖୁଆଇ ଦେଇଥିଲେ । ଯାହା ଫଳ ରେ ବଡ଼ ଘର ବଡ଼ ବିବାଦ ଟି ଅନ୍ତ ହେବ ବୋଲି ଏବେ ଚର୍ଚ୍ଚା ରେ ଚାଲୁଛି ।

ଏହା ଭୀତ ରେ ଆଜି ସକାଳୁ ସକାଳୁ ସ୍ତ୍ରୀ ଓ ପୁଅ କୁ ଆଣିବା ପାଇଁ ଅଭିନେତା ବାବୁଶାନ୍ ମହାନ୍ତି ବାହାରୁଥିବା ବେଳେ ତାଙ୍କ ସହ ତାଙ୍କ ବାପା ତଥା ସୁପରଷ୍ଟାର ଉତ୍ତମ ମହାନ୍ତି ବି ବାହାରି ଛନ୍ତି ବୋହୁ ଓ ନାତି କୁ ଆଣିବା ପାଇଁ । ଉତ୍ତମ ମହାନ୍ତି ଙ୍କ କହିବା ଅନୁଯାୟୀ ସେ ଅସୁସ୍ଥ ଅଛନ୍ତି କିନ୍ତୁ ତାଙ୍କ ପୁଅ ସହିତ ବୋହୁ ଓ ନାତି ଆଣିବା ଖୁସି ରେ ତାଙ୍କ ପାଦ ତଳେ ଲାଗୁନି ।

ଆଉ ସେ ତାଙ୍କ ନାତି ଟୋକା କୁ ଦେଖିଲା ପରେ ତାଙ୍କ ଦେହ ସମ୍ପୁର୍ଣ୍ଣ ଭଲ ହେଇ ଯିବ । ସେଇଠି ପାଇଁ ତ ପୁଅ କୁ କହୁଛନ୍ତି ଚାଲ ପୁଅ ତୋ ସାଥି ରେ ଯିବି ମୋ ନାତି ଆଉ ମୋ ବୋହୁ କୁ ଘର କୁ ଆଣିବା ପାଇଁ । ତେବେ ଏବେ ଏହା ହିଁ ଶୁଣିବାକୁ ମିଳୁଛି ଆଜି ସୁପରଷ୍ଟାର ଉତ୍ତମ ମହାନ୍ତି ଙ୍କ ସହ ମିଶି ବୋହୁ ଓ ନାତି କି ଆଣିବା ଖୁସି ରେ ନିଜେ ମଜ୍ଜି ଯାଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *