Breaking News

ଋଣରେ ବୁଡି ନିଲାମ ହେଇଯାଇଥାନ୍ତା ସୁର ରାଉତରାୟଙ୍କ ଘର ,ଘଟଣା ମନେପକେଇ କାନ୍ଦିଲେ ପୁଅ ସିଦ୍ଧାର୍ଥ (Sidharth Routray) – ଦେଖନ୍ତୁ ଭିଡିଓ

ଆପଣ ମାନେ ସୁର ରାଉତ୍ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସୁର ରାଓତ୍ ହେଉଛନ୍ତି ଏମଏଲ୍ । ଯାହା ଙ୍କ ଭିଡିଓ ପ୍ରତି ଦିନ କିଛି ନା କିଛି କାରଣ ରୁ ଭାଇରାଲ୍ ହେଉଛି । ଆଉ ସେ ଯାହା ବି କୁହନ୍ତି ସବୁ ସାମ୍ନା ସାମ୍ନି ହିଁ କୁହନ୍ତି ନା ସେ କାହାକୁ ଡରନ୍ତି ନା କାହା ପଛ ରେ କୁହନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ପୁଅ କଣ କହୁଛନ୍ତି ଆସନ୍ତୁ ଏ ବିଷୟ ରେ ଜାଣିବା ।

ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ସେ କହିଛନ୍ତି କି ସମସ୍ତେ କୁହନ୍ତି ସୁର ରାଉତ ଙ୍କ ର ପୁଅ ଯେହେତୁ ତାଙ୍କ ର ଟଙ୍କା ର କିଛି ବି ଅଭାବ ନଥିବ କିନ୍ତୁ ଯେତେବେଳେ ବ୍ୟାଙ୍କ୍ ଵାଲା ଆସି ନୋଟିସ ମାରି ଦିଅନ୍ତି ଆଉ କୁହନ୍ତି ଯଦି ପଇସା ନଦେବେ ତାହେଲେ ଘର ନିଲାମ୍ ହୋଇ ଯିବ ।

ପରେ ସେ ଋଣ୍ ସୋଜିକି ବ୍ୟାଙ୍କ ରୁ ଘର କୁ ଉଦ୍ଧାର କରିଛନ୍ତି । ସେ ଆଗକୁ । ଇ-କମର୍ସ ପାଇଁ ଇନଭେଷ୍ଟ କରିଦେଇ ଥିଲେ 2003 ରେ ଯେତେବେଳେ ଲୋକ ମାନେ ଅନଲାଇନ୍ ବିଷୟ ରେ କିଛି ଜାଣି ନଥିଲେ । ସେଥି ପାଇଁ ସେ ପ୍ରାୟ ଗାଁ ମାନଙ୍କ ରେ ଅର୍ଗାନାଇଜ ଖୋଲି ଥିଲେ ଯାହା ପାଇଁ ତାଙ୍କ ର ଲସ୍ ହେଇ ଗଲା କାରଣ ଏହି ଆଇଡିଆ ଆଗୁଆ ହୋଇ ଥିଲା ।


ତା ପରେ ବ୍ୟାଙ୍କ୍ କୁ 2 କୋଟି ସୋଜିବାକୁ ନୋଟିସ ହେଲା । ସେଥି ପାଇଁ ସେ ଚାକିରି କରିବା ପାଇଁ ରିର୍ଟନ୍ ଚାଲି ଗଲେ । ଚାକିରି ରୁ ଅଧା ପଇସା ଆଉ ତାଙ୍କ ବିଜିନେସ ରୁ ଅଧା ପଇସା କରି ବ୍ୟାଙ୍କ ଙ୍କୁ ପଇସା ସୁଜିଲେ । ସେହି ସମୟ ରେ ଏମିତି କିଛି ମୁହୁର୍ତ୍ତ୍ ଥିଲା ଯାହା ବିଷୟ ରେ କହୁ ଥିବା ବେଳେ ବି ଆଖି ରୁ ଲୁହ ଆସି ଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *