ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କରୋନା ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଅନେକ ପ୍ରଭାବିତ ହୋଇଥିଲା , ଏହି କିଛି ବର୍ଷ ହେବ ଦର୍ଶକ ମାନ ଙ୍କ ପାଇଁ କୌଣସି ବି ଚଳଚ୍ଚିତ୍ର ଆସି ନାହିଁ । ବର୍ତ୍ତମାନ୍ ସମୟ ଆଗାମୀ ଦୀପାବଳୀ ଉପଲକ୍ଷେ ଏକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ତୁ ମୋର ଓକ୍ । ଏହି ଚଳଚ୍ଚିତ୍ର ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିବେ ।
ଅଭିନେତା ଜ୍ୟୋତି ଓ ତାଙ୍କ ସହ ନଜର ଆସିବେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଶୀତଲ । ଉସାସି ମିଶ୍ର , ପ୍ରଜ୍ଞା , ପିଣ୍ଟୁ ଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ର ରେ ଭିନ୍ନ ଚରିତ୍ର ରେ । ବର୍ତ୍ତମାନ୍ ସମୟ ରେ ଏହି ଚଳଚ୍ଚିତ୍ର କୁ ନେଇ ଅଭିନେତା ଜ୍ୟୋତି କଣ କହୁଛନ୍ତି ଆସନ୍ତୁ ଜାଣିବା , ଆଶା ରଖିଛନ୍ତି ଯେ ଦର୍ଶକ ମାନେ ନିଶ୍ଚୟ ଏହି ଚଳଚ୍ଚିତ୍ର ଟି କୁ ଦେଖିବେ ।
ବହୁତ୍ ଦିନ ପରେ ହଲ ଖୋଲିଛି , ଧୀରେ ଧୀରେ ସମସ୍ତ ହଲ ଖୋଲି ଗଲାଣି । ଦର୍ଶକ ମାନେ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଚଳଚ୍ଚିତ୍ର ଦେଖୁ ନାହାଁନ୍ତି କିନ୍ତୁ କଳାକାର ମାନ ଙ୍କ କାମ ସେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବେ ଓ ଆଗ କୁ କରିବେ । ଆଗ କୁ ଦୁଇ ଟି ଚଳଚ୍ଚିତ୍ର ଆସୁଛି ତୁ ମୋର୍ ok କୁ ଅଭିନେତ୍ରୀ ଝିଲିକ୍କ ଙ୍କ ଚଳଚ୍ଚିତ୍ର ଋଦ୍ରାଣୀ ।
ଖାଲି ସେତିକି ନୁହେଁ ଆଗାମୀ ଦିନ ମାନ ଙ୍କ ରେ ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ସମସ୍ତ ଶୁଟିଂ ସେଟ ସରି ଯାଇଛି । ବନ୍ଧୁଗଣ ଏହି ମାସ ୨୧ ତାରିଖ ରେ ରିଲିଜ୍ ହେବ ତୁ ମୋର ok । ଏହି ଚଳଚ୍ଚିତ୍ର ଟି ରିଲିଜ୍ ହେବା ପୂର୍ବ ତାର ସମସ୍ତ ଗୀତ ସୋସିଆଲ ମିଡ଼ିଆ ରେ ବେଶ୍ ଭାଈରାଲ ହେବା ରେ ଲାଗିଛି । ଦେଖାଯାଉ ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଟି କୁ କେତେ ସାରା ଭଲ ପାଇବା ଦେଇଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନେ ଚଳଚ୍ଚିତ୍ର ଦେଖିବାକୁ ଆଦୌ ପସନ୍ଦ କରୁ ନାହାଁନ୍ତି । କାରଣ ସେମାନ ଙ୍କୁ ଚଳଚ୍ଚିତ୍ର ପସନ୍ଦ ଆସୁ ନାହିଁ ଆଗାମୀ ଦିନ ରେ ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି ତେବେ ଦେଖାଯାଉ ଦର୍ଶକ ମାନେ ଆମ ଓଡ଼ିଆ ଚଳଚ୍ଚିତ୍ର କେତେ ଭଲ ପାଇବା ଦେଉଛନ୍ତି । ଅଭିନେତା ଜ୍ୟୋତି ଏକ ସାକ୍ଷାତକାର ନଜର ଆସିଥିଲେ ଓ ଏହି ରିଲିଜ୍ ହେବା କୁ ଯାଉଥିବା ନୂଆ ଚଳଚ୍ଚିତ୍ର ବିଷୟ ରେ କିଛି କହିଥିଲେ ।
ଦର୍ଶକ ମାନେ ଚଳଚ୍ଚିତ୍ର ଦୁନିଆ କୁ ଭଲ ପାଇବା ଦିଅନ୍ତୁ କି ନ ଦିଅନ୍ତୁ କିନ୍ତୁ କଳାକାର ମାନେ ଅଭିନୟ ଦ୍ୱାରା ଦର୍ଶକ ମାନ ଙ୍କ ପାଇଁ ଅଭିନୟ କରି ମନୋରଂଜନ କରାଇ ଆସୁଥିଲେ ଓ ଆଗକୁ ସେହିଭଳି ଭାବେ ଅଭିନୟ କରି ଦର୍ଶକ ମାନ ଙ୍କ ମନୋରଂଜନ କରାଇବେ ।।