ଯାତ୍ରା କଳାକାର ପୀୟୁଷ ତ୍ରିପାଠୀ ଙ୍କୁ ନେଇ ଚାରି ଆଡେ ଚର୍ଚ୍ଚା ଚାଲିଛି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ପ୍ରଶଂସା କରିବା ରେ ଲାଗିଛନ୍ତି । ଯାତ୍ରା ନାଟକ ରେ ସେ ତାଙ୍କ ଅଭିନୟ କୁ ଜୀବନ୍ତ କରି ଦେଇଛନ୍ତି ଯାହା ଫଳ ରେ ଦର୍ଶକ ମାନଙ୍କ ଆଖିରୁ ଲୁହ ବୋହି ଆସିଛି। ମାଆ ପୁଅ ଙ୍କ ସିନ୍ ରେ ପୁଅ ର ଚରିତ୍ର ରେ ଅଭିନୟ କରିଛନ୍ତି ପୀୟୁଷ ତ୍ରିପାଠୀ।
ତାଙ୍କ ଅଭିନୟ ବେସ୍ ମନଛୁଆଁ ହୋଇ ପାରିଛି । ବହି ର ନାଁ ରହିଛି ଅଧା ରାତିର ସାଥି। ଆଉ ନାଟକ ରେ ମାଆ ପୁଅ ର ଅଭିନୟ ଦର୍ଶକ ମାନଙ୍କ ହୃଦୟ କୁ ଛୁଇଁ ଯାଇଛି । ପୀୟୁଷ ତ୍ରିପାଠୀ ବହୁତ୍ ସୁନ୍ଦର୍ ଭାବରେ ଅଭିନୟ କରିଛନ୍ତି । ଆଉ ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଆଜି ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି।
ନାଟକ ର ପ୍ରଥମ ଦୃଶ୍ୟ ରେ ସେ ଜଣେ ରାଗି ପୁଅର ଚରିତ୍ର କରିଛନ୍ତି ଆଉ ତାଙ୍କ ମାଆ କୁ ବହୁତ୍ ଗାଳି ମାଡ଼ କରୁଛନ୍ତି । ଆଉ ପରେ ଯେତେବେଳେ ସେ ଜାଣିଛନ୍ତି ଯେ ସେ ତାଙ୍କ ମାଆ ବୋଲି ବହୁତ୍ କାନ୍ଦୁଛନ୍ତି ଆଉ ତାଙ୍କ ମାଆ କୁ କ୍ଷମା ମାଗୁଛନ୍ତି । ପୁଣି ତାଙ୍କ ମାଆ କୁ ପିଠିରେ ପକାଇ ନେଇ ଯାଉଛନ୍ତି । ଏହି ସିନ୍ ରେ ଦର୍ଶକ ମାନଙ୍କ ଆଖିରୁ ଲୁହ ବୋହି ଆସିଛି ।
ଦର୍ଶକ ପୀୟୁଷ ତ୍ରିପାଠୀ ଙ୍କ ଅଭିନୟ ରେ ଭାବ ପ୍ରବଣ ହୋଇ ପଡ଼ିଛନ୍ତି । ମାଆ ପୁଅ ଙ୍କ ର ଏ ଭଳି ସିନ୍ ଯେ କେହି ବି ଦେଖିଲେ ବିମୋହିତ ହୋଇ ଯିବ। ଏହି ଯାତ୍ରା କୁ ନେଇ ପୀୟୁଷ ତ୍ରିପାଠୀ ଙ୍କୁ ଚେୟାର ମାଡ଼ ହୋଇଥିଲା । ରାଗି ପୁଅ ର ଅଭିନୟ ରେ ସେ ତାଙ୍କ ମାଆ ଙ୍କୁ ମାଡ଼ ମାରିବା ସମୟରେ ଜଣେ ଦର୍ଶକ ଙ୍କୁ ତାଙ୍କ ଅଭିନୟ ସତ ଭଳି ଲାଗିଲା ଆଉ ସେ ରାଗରେ ଷ୍ଟେଜ କୁ ଚେୟାର ଫୋପାଡି ଦେଇଥିଲେ।
ହେଲେ ସେଥିପାଇଁ ପୀୟୁଷ ତ୍ରିପାଠୀ ବହୁତ୍ ଖୁସି ହୋଇଛନ୍ତି ଯେ ତାଙ୍କ ଅଭିନୟ କୁ ସେ ସତ କରି ପାରିଛନ୍ତି । ଆଉ ସେ ତାଙ୍କ ଅଭିନୟ ବନ୍ଦ୍ କରି ନଥିଲେ ବରଂ ଆଗକୁ ଜାରି ରଖିଥିଲେ । । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।