ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଓ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତ୍ରୀ ଓ ଅଭିନେତା ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସବ୍ୟସାଚୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା । ଆପଣ ମାନେ ସବ୍ୟସାଚୀ ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ।
ଆପଣ ମାନେ ଅଭିନେତା ସବ୍ୟଶଚି ଙ୍କ ଧର୍ମ ପତ୍ନୀ ହେଉଛନ୍ତି ଅର୍ଚ୍ଚିତା ସାହୁ । ଆପଣ ମାନେ ଅର୍ଚ୍ଚିତା ସାହୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ଅଭିନେତ୍ରୀ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ । ଉଭୟ ବିବାହ ପରେ ବହୁତ୍ ଖୁଶି ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ଉଭୟ ଆମେରିକା ବୁଲିବାକୁ ଯାଇଥିଲେ ଓ ସେମାନଙ୍କ ସହ ଯାଇଥିଲେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଅସୀମା ପଣ୍ଡା, ସତ୍ୟଜିତ ଓ କମେଡିଆନ ଜୋଜୋ। ସେମାନେ ଆମେରିକାରେ ପ୍ରବାସୀ ଓଡିଆ ମାନଙ୍କ ମନୋରଞ୍ଜନ କରିବା ସହ ଆମେରିକା ରେ ବିଭିନ୍ନ ଜାଗା ବୁଲାବୁଲି କରିବା ସହ ବହୁ ସାରା ମଜା ମସ୍ତି କରିଛନ୍ତି ।
ବର୍ତ୍ତମାନ୍ ସମୟ ରେ ସବ୍ୟସଚୀ ଙ୍କ ପାଇଁ ଏକ ପୋଷ୍ଟ ରେ ଏଲିନା ସାମନ୍ତରାୟ ନିଜ ପ୍ରତିକ୍ରିୟା ରଖି ଚର୍ଚ୍ଚା ରେ ଅଛନ୍ତି । ଏଲିନାତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସବ୍ୟ ଓ ତାଙ୍କର କିଛି ଫଟୋ ଛାଡିଛନ୍ତି । ଏହି ଫଟୋରେ ଏଲିନା ସାମନ୍ତରାୟ ସବ୍ୟଙ୍କ ପାଇଁ ଲେଖିଛନ୍ତି ଯେ ପ୍ରିୟ ସବ୍ୟ, ଏହି ଲମ୍ବା ଯାତ୍ରା ରେ ଆମ ସମସ୍ତଙ୍କର ଭଲ ଭାବରେ ଦାୟିତ୍ଵ ନେଲ।
ତୁମେ ଜଣେ କର୍ମପ୍ରିୟ ମଣିଷ, ତୁମ ପାଇଁ ତୁମ କର୍ମ ପ୍ରଥମ ଓ ତୁମେ କର୍ମକୁ ଅଧିକ ପ୍ରାଧାନ୍ୟ ଦିଅ । ତୁମେ ବହୁତ ଶାନ୍ତ, କଠିନ ପରିସ୍ଥିତିରେ ତୁମେ ଶାନ୍ତ ରୁହ । ସତରେ ତୁମେ ଜଣେ ଭଲ ଲିଡର । ସବ୍ୟଙ୍କ ପାଇଁ ଏଲିନା ଏମିତି ଅନେକ କଥା ଲେଖିଛନ୍ତି । ସବ୍ୟ ତାଙ୍କ ପତିକ୍ରିୟା ଦେଇ ଲେଖିଛନ୍ତି ତମ ପ୍ରଶଂସା ଦେଖି ଆଖି ରେ ଲୁହ ବାହାରି ଯାଉଛି , ତମ୍ ଉପସ୍ଥିତ ରେ ମୋର୍ ସବୁ କାର୍ଯ୍ୟ ସଫଳ ହୋଇ ଯାଉଥିଲା ଏବଂ ତୁମ ଉପସ୍ଥିତ ପାଇଁ ଏହି ଟୁର ମଧ୍ୟ ସଫଳ ହୋଇଛି । ଏହି ଭଳି ଲେଖିବା ସହ ସବ୍ୟ ମଜାକ ଢଙ୍ଗ ରେ ଲେଖିଛନ୍ତି ଯେ ସବୁ ଭଲ ହେଲା ପ୍ରଶଂସା ଆଉ ଟିକେ ଅଧିକ ହୋଇଥିଲେ ଭଲ ହୋଇ ଥାଆନ୍ତା ବୋଲି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।