ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ବର୍ତ୍ତମାନ୍ ସମୟ ରେ ଥାନା ର ଦ୍ବାରସ୍ଥ ହୋଇଛନ୍ତି , ଅଭିନେତା ଅନୁଭବ ମହାନ୍ତି ବର୍ତ୍ତମାନ୍ ସମୟ ରେ ଆଉ କିଛି କାରଣ ରୁ ଅଭିଯୋଗ ଦେବା ପାଇଁ ଥାନା ର ଦ୍ବାରସ୍ଥ ହୋଇଛନ୍ତି ।
ତାହେଲେ ବନ୍ଧୁଗଣ ଆଜି ଆମେ ସେହି ବିଷୟ ରେ ଜାଣିବା , ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ , ଅନୁଭବ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ରେ ଦେଖିବାକୁ ପାଇଥିବେ । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ଜଣେ ରାଜନେତା ।
କେନ୍ଦ୍ରାପଡ଼ା ସାଂସଦ ଅଛନ୍ତି , ଆପଣ ମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଉଭୟ ସୁଟିଂ ସେଟ ରୁ ପରଷ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ କିଛି ଦିନ ବେଶ୍ ଖୁସି ରେ ରହିଥିଲେ । ପରେ କିଛି ପାରିବାରିକ ବିବାଦ ହେବା କାରଣ ରୁ ପରଷ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।
ଉଭୟ ଏହି ବିବାଦ ର ସମାଧାନ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଓ ଏହି ବିବାଦ ଅନେକ ଦିନ ହୋଇ ଯାଇଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ଏହାରି ଭିତରେ ଏହି ବିବାଦ କୁ ନେଇ ଅଭିନେତା ଅନୁଭବ ମହାନ୍ତି ଅନେକ ଥର କୋର୍ଟ ଓ ଥାନା ର ଦ୍ବାରସ୍ଥ ହୋଇଛନ୍ତି , ବର୍ତ୍ତମାନ୍ ସମୟ ରେ ମଧ୍ୟ ଥାନା ର ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ ଆଉ କିଛି କାରଣ ପାଇଁ ।
ଆପଣ ମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ଙ୍କ କିଛି ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରହିଛି ଯେଉଁଥିରେ କୁ ଅନେକ ଲୋକ ପ୍ରଶଂସକ ମାନେ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ଅନୁଭବ ଙ୍କ ନାମ କୁ ନେଇ ଜଣେ ବ୍ୟକ୍ତି ଫେ-କ ଆକାଉଣ୍ଟ୍ ଖୋଲି ଲୋକ ମାନ ଙ୍କୁ ଟ-ଙ୍କା ମାଗୁଛି ଯେଉଁଥି ପାଇଁ ଅନୁଭବ ମହାନ୍ତି ଅଭିଯୋଗ କରିବା ପାଇଁ ଆସିଛନ୍ତି ।
ଇନିଷ୍ଟାଗ୍ରାମ ରେ ଓ ଫେସବୁକ୍ ରେ ଫେକ ଆକାଉଣ୍ଟ୍ ଖୋଲି ତାଙ୍କୁ ବ୍ଲକ କରିଛନ୍ତି ସେଥିପାଇଁ ସେ କିଛି ବି ଜାଣି ପାରୁ ନାହାଁନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଫେକ ଆକାଉଣ୍ଟ୍ କୁ ବନ୍ଦ୍ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିବା ଅନୁଭବ ମହାନ୍ତି ପ୍ରାର୍ଥନା କରିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।