Breaking News

ଏହି ବର୍ଷ ହିରୋଇନ ବର୍ଷା (Varsha) ତାଙ୍କର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଲିଓଡ଼ ଇଣ୍ଡଷ୍ଟ୍ରୀ ଚର୍ଚ୍ଚିତ ନାୟିକା । ସେ ତାଙ୍କ ଅଭିନୟ ରେ ପୁରା ଓଡିଶା ବାସୀ ଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଆଉ ଦର୍ଶକ ମାନେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଓ ତାଙ୍କ ର ଅଭିନୟ କୁ ବହୁତ ଭଲ ପାଇବା ଦେଇଛନ୍ତି । ସେଥି ପାଇଁ ତ ତାଙ୍କ ନାଁ ସମସ୍ତ ପାଟି ରେ ଥାଏ ।

ଛୋଟ ରୁ ବୁଢା ଯାଏ ତାଙ୍କୁ ତାଙ୍କୁ ସମସ୍ତେ ଜାଣନ୍ତି । ସେ କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହଁ ସେ ବଙ୍ଗାଳି ରେ ବି ସିନେମା କରି ସାରିଛନ୍ତି । କେବଳ ସେ ଅଭିନୟ ରେ ଲୋକ ମାନଙ୍କ ମନ କୁ ଜିତି ନାହାନ୍ତି ସେ ତାଙ୍କ ପରୋପକାରୀ ଦ୍ବାରା ବି ଦୁଃଖି ଲୋକ ଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ସେଇଠି ପାଇଁ ତାଙ୍କୁ ସମାଜ୍ ସେବି ବୋଲି ମଧ୍ୟ କୁହାଯାଏ ।


ଆପଣ ମାନେ ଜାଣିଛନ୍ତି ଲକଡାଉନ୍ ରେ ସମସ୍ତେ ଘରେ ବସି ରହିଲା ବେଳେ ସେ କିପରି ଭାବରେ ସବୁ ଦୁଃଖି ଲୋକ ଙ୍କୁ ସାହାଯ୍ୟ କରିଥିଲେ କେବଳ ସେ ନୁହଁ ବହୁତ ଜଣ ସେଲିବ୍ରିଟି ଅଛନ୍ତି ସେମାନେ ବି ସାହାଯ୍ୟ କରିଛନ୍ତି ହେଲେ ବି ବହୁତ କମ ଲୋକ ଙ୍କ ମନ ରେ ଆସିଥାଏ ଲୋକ ମାନଂକୁ ସାହାଯ୍ୟ କରିବା ପାଇଁ ଯାହା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମନ ରେ ଆସିଥିଲା ଆଉ ଦୁଃଖପୂର୍ଣ୍ଣ ରେ ଥିବା ଲୋକ ମାନଙ୍କ କଷ୍ଟ କୁ ସମ୍ପୁର୍ଣ୍ଣ ଦୁରେଇ ନଥିଲେ ମଧ୍ୟ ତାଙ୍କ ଦୁଃଖ କୁ ଦୂରେଇବା ପାଇଁ ଚେଷ୍ଟା କରିଥିଲେ ଯାହା ପାଇଁ କି ତାଙ୍କ ର ଆଜି ବହୁତ ଖ୍ୟାତି ଅଛି ।


ସେ ସେଇଠି ପାଇଁ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛନ୍ତି । ତାଙ୍କ ରି ଚର୍ଚ୍ଚା ସବୁବେଳେ ସମସ୍ତ ଙ୍କ ପାଖ ରେ ଅଛି । ଆପଣ ମାନେ ଜାଣିଥିବେ ଏବେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଜନ୍ମ ଦିନ୍ ଥିଲା ଏହି ଜନ୍ମ ଦିନ ରେ ବର୍ଷା ପ୍ରିୟଦର୍ଶିନୀ ବହୁତ ଧୁମ ଧାମ ରେ ପାଳନ କରିଥିଲେ ତାଙ୍କ ଫ୍ୟାନ୍ ମାନଙ୍କ ସହ ଯାହା କି ଆପଣ ମାନେ ସେହି ଭିଡିଓ ଟି ଦେଖିଥିବେ କେବଳ ଏତିକି ନୁହଁ ।

ସେ ତାଙ୍କ ଜନ୍ମ ଦିନ କୁ ମଧ୍ୟ ପରୋପକାରୀ ରେ ଦିନ କଟେଇ ଥିଲେ । ଯାହା କି ସେ ତାଙ୍କ ଜନ୍ମ ଦିନ ରେ ସମସ୍ତ ଙ୍କ ସାହାଯ୍ୟ କରିଥିଲେ ବୟସ୍କ ଲୋକ ମାନଂକୁ ଗିଫ୍ଟି ଦେଇଥିଲେ ଆଉ ରାଙ୍କ ସହ ମିଶି କେକ ମଧ୍ୟ କାଟିଥିଲେ । ଏହି ଭିଡିଓ ଟି ଏବେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ଯାହା କୁ ଆପଣ ମାନେ ମଧ୍ୟ ଭିଡିଓ ମାଧ୍ୟମ ରେ ଦେଖି ପାରୁଥିବେ । ତେବେ ଆମ ତରଫ ରୁ ଓ ତାଙ୍କ ଫ୍ୟାନ୍ ଓ ସମସ୍ତ ଙ୍କ ତରଫ ରୁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜନ୍ମ ଦିନ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *