ଦର୍ଶକ ବନ୍ଧୁ ଏଥର ଖଣ୍ଡଗିରୀ ଯାତ୍ରା ରେ ଚହଳ କରିବ ବ୍ଲାକ ମେଲ କ୍ୱିନ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗ ଙ୍କ କାହାଣୀ କୁ ଦର୍ଶକ ମାନେ ଦେଖିବାକୁ ପାଇବେ , ବ୍ଲାକ ମେଲ କୁଇନ୍ ଅର୍ଚ୍ଚନା ନାଗ ରାତି କୁ ରଙ୍ଗୀନ କରିବା ପରେ ଆରମ୍ଭ କରି ଦେଉଥିଲେ ବ୍ଲାକ ମେଲ । ଘର୍ କଣ ରେ ରଖିଥିବା ସିକ୍ରେଟ କ୍ୟାମେରା ରେ କଏଦ ହୋଉଥିବା ଅ-ଶ୍ଳୀ-ଳ ଭିଡିଓ କୁ ଦେଖାଇ ଲୁଟୁ ଥିଲେ କୋଟି କୋଟି ଟଙ୍କା ।
ଅର୍ଚ୍ଚନା ନାଗ ଙ୍କ ଟାର୍ଗେଟ ରେ ଥିଲେ ବଡ ବଡ ବିଲଡର , ବିଜିନେଶ୍ ମ୍ୟାନ ଓ ନେତା ଏବଂ ଅଭିନେତା ମାନେ । ଲିଷ୍ଟ୍ କରି କରୁଥଲେ ରୋମାଣ୍ଟିକ କଲ ଓ ହନି ଟ୍ରାପ ରେ ଫସାଉ ଥିଲେ ଏହି ଭଳି କାର୍ଯ୍ୟ କରି ସେ ହୋଇଥିଲେ ରାଜଧାନୀ ର ବ୍ଲାକ ମେଲ । ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ନାଗ କାହାଣୀ ଆପଣ ମାନେ ଯାତ୍ରା ରେ ଦେଖିବାକୁ ପାଇବେ ।
ଯାତ୍ରା ଜଗତ ରେ ଅର୍ଚ୍ଚନା ନାଗ ଙ୍କ କାହାଣୀ କୁ ନେଇ ପ୍ରସ୍ତୁତ ହେବ ନାଟକ । ଖଣ୍ଡଗିରି ଯାତ୍ରା ନାଟକ ରେ ଅର୍ଚ୍ଚନା ଙ୍କୁ ନେଇ ଆରମ୍ଭ ହେବ କାହାଣୀ ଲେଖା , ଅର୍ଚ୍ଚନା ନାଗ ଭୁବନେଶ୍ଵର କେମିତି ଆସିଲେ ପ୍ରଥମେ ସେ କାହାକୁ ନିଜ ନାଗ ଫାସ ରେ ଫସାଇ ଥିଲେ । କେଉଁ କେଉଁ ନେତା , ବିଲଡର ଭଳି ଧନି ବ୍ୟକ୍ତି ମାନେ ତାଙ୍କ ନାଗ ଫାସ ରେ ଫସିଛନ୍ତି ।
ସବୁ ଏହି ନାଟକ ରେ ପ୍ରକାଶ ପାଇବ , ଏହି ଭଳି ଖବର ଶୁଣିବା ପରେ ଦର୍ଶକ ମାନେ ସେହି କାହାଣୀ କୁ ଦେଖିବା ପାଇଁ ବେଶ୍ ଆଗ୍ରହୀ ହୋଇଛନ୍ତି । ଅର୍ଚ୍ଚନା ନାଗ ଜଣେ ଏମିତି ନାଗୁଣୀ ନିଜେ ଓଡ଼ିଶା ର ଅନେକ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କୁ ନିଜ ଅଧୀନ ରେ ରଖିବାକୁ ଚେଷ୍ଟା କରିଛନ୍ତି । ହନିଟ୍ରାପ ଫସାଇ ଅ-ଶ୍ଳୀ-ଳ ଭିଡିଓ କୁ ରେକର୍ଡ କରି ରଖୁଥିଲେ ।
ଏଵଂ ସେମାନ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କେବଳ ଅର୍ଚ୍ଚନା ନାଗ ନୁହେଁ ତାଙ୍କ ସହ ଅନେକ ଯୁବତୀ ମଧ୍ୟ ଥିଲେ , ଅର୍ଚ୍ଚନା ନାଗ ଯୁବତୀ ମାନ ଙ୍କୁ ଯେଉଁ ଆଡ଼େ ପଠାଇ ଥାଆନ୍ତି ଯୁବତୀ ମାନେ ସେହି ଆଡ଼େ ଯାଇ ଥାଆନ୍ତି । ଏହି ସବୁ ବଡ ବଡ ଧନୀ ଲୋକ ମାନ ଙ୍କ ଲିଷ୍ଟ କରୁଥିଲେ ଅର୍ଚ୍ଚନା ନାଗ ଙ୍କ ସ୍ବାମୀ ଜଗବନ୍ଧୁ ।
ଲିଷ୍ଟ ଅନୁସାରେ ଜଣ ଜଣ କୁ ଟାର୍ଗେଟ କରୁଥିଲେ , । ବର୍ତ୍ତମାନ୍ ସମୟ ରେ ନାଗୁଣୀ ଅର୍ଚ୍ଚନା ନାଗ ଙ୍କ କାହାଣୀ କୁ ନେଇ ନାଟକ ପ୍ରସ୍ତୁତ ହେବ କାହାଣୀ ଲେଖା ସରିଛି , ଆପଣ ମାନେ ଖଣ୍ଡଗିରି ଯାତ୍ରା ରେ ଦେଖିବାକୁ ପାଇବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।