ଗୋଟିଏ ସମୟ ଥିଲା ଯେତେବେଳେ ଲୋକ ମାନେ ଓଡ଼ିଆ ଆଲବମ୍ ଶୁଣିବାକୁ ଓ ଦେଖିବାକୁ ଖୁବ୍ ପସନ୍ଦ କରିଥିଲେ। ଲୋକ ମାନଙ୍କ ମଧ୍ୟରେ ଓଡ଼ିଆ ଆଲବମ୍ ର ଏକ ଭିନ୍ନ ଧରଣର କ୍ରେଜ୍ ଦେଖିବାକୁ ମିଳୁଥିଲା। ସେ ବାହାଘର ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ସବୁଠି ଶୁଣିବାକୁ ମିଳୁଥିଲା ଓଡ଼ିଆ ଆଲବମ୍ ଗୀତ। ସାରା ଓଡ଼ିଶାରେ ଛାଇ ଯାଉଥିଲା ଓଡ଼ିଆ ଆଲବମ୍।
ଓଡ଼ିଆ ଆଲବମ୍ ଜଗତରେ ମଧ୍ୟ ଏଭଳି ଅନେକ ଅଭିନେତ୍ରୀ ଥିଲେ ଯେଉଁମାନେ ଆଲବମ୍ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଆଜି ଆମେ ଓଡ଼ିଆ ଆଲବମ୍ ଜଗତର ସେହିଭଳି କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ଓ ଏହା ମଧ୍ୟ ଜାଣିବା ସେ ଆଲବମ୍ ଛାଡ଼ିବା ପରେ ଏବେ କେଉଁଠି ରହୁଛନ୍ତି ଓ କଣ କରୁଛନ୍ତି?
ଆମେଲି: ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଆମେଲି ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ହିଟ୍ ଆଲବମ୍ ଦେଇ ଆମେଲି ଲୋକ ଲୋଚନକୁ ଆସିଥିଲେ। ତେବେ ବିବାହ ପରେ ଆମେଲି ଆଲବମ୍ ଦୁନିଆ ଠାରୁ ଦୂରେଇ ଯାଇଥିଲେ। ଏବେ ସେ ନିଜ ସ୍ବାମୀ ଙ୍କ ସହ ଭୁବନେଶ୍ୱର ରେ ରହୁଛନ୍ତି।
ରାଲି ନନ୍ଦ: ରାଲି ନନ୍ଦ ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ହିଟ୍ ଆଲବମ୍ ରେ ରାଲି ଅଭିନୟ କରିଥିଲେ। ତେବେ ବିବାହ ପରେ ରାଲି ସବୁଦିନ ପାଇଁ ଆଲବମ୍ ଦୁନିଆ ଠାରୁ ଦୂରେଇ ଯାଇଥିଲେ। ଏବେ ତାଙ୍କର ଗୋଟିଏ ଝିଅ ଅଛି। ନିଜ ଝିଅ ସହ ସେ ସୁନ୍ଦର ସମୟ ଅତିବାହିତ କରୁଛନ୍ତି।
ମିଠି: ମିଠିଙ୍କୁ ଆପଣ ମାନେ ଅନେକ ଗୁଡ଼ିଏ ଆଲବମ୍ ଓ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ। ତେବେ ବିବାହ ପରେ ମିଠି ଅଭିନୟ ଦୁନିଆ ଠାରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଛନ୍ତି। ସେ ମଧ୍ୟ ସେଠାରେ ଚାକିରି କରୁଛନ୍ତି।
ବବଲି: ହାତ ଗଣତି କିଛି ଚଳଚ୍ଚିତ୍ର କରିଥିବା ବବଲି ଅନେକ ଗୁଡ଼ିଏ ହିଟ୍ ଆଲବମ୍ ଦେଇଥିଲେ। ତେବେ ବିବାହ ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ। ଏବେ ସେ ନିଜ ସ୍ବାମୀ ଙ୍କ ସହ ଭୁବନେଶ୍ୱର ରେ ରହୁଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।