Breaking News

“ଓଡ଼ିଆ ସିନେମା ପତ୍ର ଝଡା‌ ଦେଇଥିଲା ଏବେ ଅନୁଭବ ଆସିଲେ ଠିକ୍ ହେବ” : ଅନୁଭବ ଙ୍କ ପ୍ରସଂଶା କଲେ କମେଡିଆନ ହରି(Hari) … ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଦିନ କୁ ଦିନ କମିବା ରେ ଲାଗିଛି । ହଁ ବନ୍ଧୁ ଦର୍ଶକ ମାନେ ପୂର୍ବ ଭଳି ଆଉ ଚଳଚ୍ଚିତ୍ର କୁ ଭଲ ପାଇବା ଦେଉ ନାହାଁନ୍ତି । ଏହାକୁ ନେଇ ଅନେକ ଅଭିନେତା ମାନେ ପ୍ରତିକ୍ରିୟା ରଖି ସାରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଅଭିନେତା ହରି ହର ନିଜ ପ୍ରତିକ୍ରିୟା ରଖିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ଅଭିନେତା ହରି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ନିଜ ହାସ୍ୟ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ , ଏହି ଅଭିନେତା ଜଣକ ତାଙ୍କ ବହୁତ୍ ଷ୍ଟ୍ରଗଲ କରିଛନ୍ତି ଅଭିନୟ କରିବା ପୂର୍ବ ରୁ । ବର୍ତ୍ତମାନ୍ ସମୟ ରେ ଆମେ ଯେଉଁ ମୌଳିକ ଘଟଣା କୁ ନେଇ ଚଳଚ୍ଚିତ୍ର ନିର୍ମିତ ହୋଇଛି ମହାବାହୁ ।

 

ଏହିଭଳି ଚଳଚ୍ଚିତ୍ର ଯଦି ଆଉ ୧୦ ରୁ ୧୫ ଟି ହୋଇଗଲେ ଲୋକ ମାନ ଙ୍କ ମନ ରେ ପରିବର୍ତ୍ତନ ହୋଇଯିବ । ସେ କହିଛନ୍ତି ଯଦି ବମ୍ବେ ରେ ୨୦୦ ,୫୦୦ , ୧୦୦୦ କୋଟି ଟଙ୍କା ର ଚଳଚ୍ଚିତ୍ର ଦେଖିବାକୁ ଲୋକ ମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ୩ କୋଟି ୫ କୋଟି ଟଙ୍କା ର ଚଳଚ୍ଚିତ୍ର ଦେଖୁଛନ୍ତି ।

ହରି କହିଛନ୍ତି ସେ ଦୁଇ ରୁ ତିନୋଟି ଚଳଚ୍ଚିତ୍ର ରେ ହିରୋ ଭୂମିକା ରେ ଅଭିନୟ କରୁଛନ୍ତି । ଆଗାମୀ ଦିନ ମାନ ଙ୍କ ରେ ହରି ହର ଙ୍କ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଶ୍ରୀ ଜଗନ୍ନାଥ ଙ୍କୁ ନେଇ । ଏହି ଚଳଚ୍ଚିତ୍ର ଟି ର ନାମ ରହିଛି ଆଇ ଆମ୍ କାଳିଆ । ପ୍ରଯୋଜକ ମାନେ ସେହିଭଳି କରିବା ପାଇଁ ଚାହୁଁ ଛନ୍ତି । ଏହି ଭଳି କିଛି ସିନେମା ବାହାରିଗଲେ ଲୋକ ମାନ ଙ୍କ ପରିବର୍ତ୍ତନ ହୋଇଯିବ ।

 

 

ସ୍ବର୍ଗତ ମିହିର ଭାଇ, ହର ଭାଇ, ମେନ କେତନ ଭାଇ , ବିଜୟ ସାର ଏହି ଭଳି ଅଭିନେତା ଯିବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବଡ କ୍ଷତି ହେବା ସହ ଲୋକ ପ୍ରୀୟତା କମିବା ରେ ଲାଗିଛି । ଇଏ ସମୟ ର କଥା ଗୋଟିଏ ପୀଢ଼ି , ଯିବା ପରେ ଆଉ ଏକ ପିଢୀ ଆସନ୍ତି । ସିନେମା ମରି ନାହିଁ ମଣିଷ ଜୀବନ ରେ ଯେମିତି ଉଥାନ ପଥାନ ଅଛି ଠିକ୍ ସେମିତି ଚଳଚ୍ଚିତ୍ର ଦୁନିଆ ରେ ଅଛି ।

 

ବର୍ତ୍ତମାନ୍ ସମୟ ରେ ଓଡ଼ିଆ ସିନେମା ରେ ପତ୍ର ଝଡ଼ା ଦେଇଛି ଓ ମୌସୁମୀ ଆସିବା ପରେ ପୁଣି ପତ୍ର ହେବ । ଏହି ପରିସ୍ଥିତି ବଦଳି ଯିବ , ଏହି ଭଳି ଭାବେ ସେ ଅନେକ କିଛି କଥା କହିଛନ୍ତି । ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ଓଡିଆ ଚଳଚ୍ଚିତ୍ର ରେ କିଛି ପରିବର୍ତ୍ତନ ହେଉଛି କି ନାହିଁ ।।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *