Breaking News

ଓଡ଼ିଶାରେ ଉଡ଼ୁଛି ପାକିସ୍ତାନର ଗୁଇନ୍ଦା ପାରା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଏବଂ ଭିଡିଓ ଦେଖିବାକୁ ପାଉ ଥିବେ । ଅଧିକ ଭିଡିଓ ଏବଂ ଖବର ରହିଛି ଯାହାକି ମଣିଷ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବ କାରଣ ଖବର ଟି ସହିତ ଦୃଶ୍ୟ ଟି ସେହିଭଳି ହୋଇ ଥାଏ । ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଦେଖିବାକୁ ମିଳିଥାଏ ।

ବର୍ତ୍ତମାନ ସମୟ ରେ ସେହିଭଳି କିଛି ଖବର ସହ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଚକିତ ମଧ୍ୟ ହୋଇଯିବେ । ବର୍ତ୍ତମାନ ସମୟ ରେ ଯେଉଁ ଆଶ୍ଚର୍ଯ୍ୟ ଖବର ଟି ଆସିଛି ତାହା କୌଣସି ମଣିଷ କୁ ନେଇ ଆସି ନାଇଁ ବରଂ ଗୋଟିଏ ପକ୍ଷୀ କୁ ନେଇ ଆସିଛି ଓ ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ବର୍ତ୍ତମାନ ସମୟ ବଡ ଖବର ଯେ ପାରାଦ୍ଵୀପ ସମୁଦ୍ର ଭିତରୁ ସନ୍ଦେହ ଅବସ୍ଥା ରେ ପାରା ଉଦ୍ଧାର । ପାରା ଟି ଉଦ୍ଧାର ପରେ ତା ପାଖ ରୁ ଯାହା ବି କିଛି ମିଳିଛି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପାରା ଗୋଡ ରେ ଚିଫ ସାଙ୍ଗ କୁ କ୍ୟାମେରା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ବରଂ ପାରା ଗୋଡ ରେ ବିଦେଶୀ ଭାଷା ରେ କିଛି ଲେଖା ହୋଇଛି ।

ଏହାକୁ ନେଇ ବର୍ତ୍ତମାନ ସମୟ ରେ ସନ୍ଦେହ କରୁଛନ୍ତି ଏହା ଏକ ଗୁପ୍ତଚର ପାରା ବୋଲି । ଏହି ପାରା ଟି କିଛି ମାଛ ଧରାଳି ଟ୍ରଲର ଧରି ଥିଲେ । ବର୍ତ୍ତମାନ ସମୟ ରେ ପୋଲିସ କୁ ହସ୍ତାନ୍ତର କରା ଯାଉଛି ପାରା ଟି କୁ ଓ ତଦନ୍ତ ମଧ୍ୟ ଆରମ୍ଭ ହୋଇ ଯାଇଛି । କୋଣାର୍କ ବେଳାଭୂମି ଠାରୁ ୧୫ କିଲୋ ମିଟର ଭିତରେ । ପାରା ଟି ଆସି ବୋଟ ରେ ବସିଥିଲା।

ଗତ ୬ ତାରିଖ ଦିନ , ବୋଟ ରେ ବସିବା ପରେ ପାରା ଟି ଆଉ ଉଡି କି ଯାଇ ପାରିଲା ନାହିଁ ଓ ତାକୁ ଧରିବା ପରେ ଦେଖିଲେ ଯେ ତାର ବାମ ଗୋଡ ରେ ଏକ କ୍ୟାମେରା ଲାଗିଛି ଓ ଡାହାଣ ପଟ ଗୋଡ ରେ ଏକ ଚିଫ୍ ଲାଗିଛି ।ବର୍ତ୍ତମାନ ସମୟ ରେ ସବୁକିଛି ତଦନ୍ତ ଚାଲିଛି ଓ ତଦନ୍ତ ପରେ ସବୁକିଛି ଜଣା ପଡ଼ି ଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *