ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ମାନଙ୍କ ର ସମସ୍ତ ଙ୍କ ମନୋରଞ୍ଜନ ପାଇଁ ସିନେମା ସିରିଏଲ ଯାତ୍ରା ଆଲବମ୍ ଅଛି ଯାହା କୁ ଦେଖି ଆମର ମନୋରଞ୍ଜନ ହେଇ ଥାଏ । ଏ ସବୁ ଥିରେ ଅଭିନୟ କରିବା ପାଇଁ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ସିନେମା କୁ ଯେତେ ଲୋକ ମାନେ ଦେଖି ବାକୁ ଭଲ ପାଆନ୍ତି ସେତିକି ଯାତ୍ରା ମଧ୍ୟ ଦେଖିବାକୁ ଲୋକ ମାନେ ବହୁତ ଭଲ ପାଆନ୍ତି । ଆଜି ଆମେ ଆପଣ ମାନଂକୁ ଯାତ୍ରା ର ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ପାଅନ୍ତି ।
ଆଜି ଆମେ ଆପଣ ମାନଂକୁ ଏମିତି ଯାତ୍ରା କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେହି ଅଭିନେତା ଜଣକ ଭଲ ଆଙ୍କରିଙ୍ଗ୍ ଆଉ ଅନ୍ୟ ର ଭଏସ କୁ କପି ବହୁତ ଭଲ ଭାବରେ କରି ଥାନ୍ତି । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ସେ ଅଭିନେତା ଜଣକ ଆଉ କେହି ନୁହଁ ସେ ହେଉଛନ୍ତି ଦେବ ଡିଜେ ।
ଦେବ ଡିଜେ ବହୁତ ସୁନ୍ଦର ସୁନ୍ଦର ଭଏସ ବାହାର କରି ପାରି ଥାନ୍ତି । ସେ ନିଜେ ବି ଜାଣି ନଥିଲେ କି ସେ ଅନ୍ୟ କାହାର ବି ଭଏସ ବାହାର କରିବେ । ଯାହାକୁ ସେ ଗଡ଼ ଗିଫ୍ଟି ବୋଲି ସବୁବେଳେ କହି ଆସୁଛନ୍ତି । ସେ ଯେତେବେଳେ ଗାଁ ଆଖାଡା ରେ ପପୁ ଭାଇ ଙ୍କ ପାଖ ରେ ପ୍ରଥମ ପ୍ରଫୋମାନ୍ସ ଦେଲେ ସେତେବେଳେ ସେ ଜାଣି ପାରିଲେ ମୁନା ଭାଇ ତଥା ସିଦ୍ଧାନ୍ତ୍ ମହାପାତ୍ର ଙ୍କ ଭଏସ ସହ ତାଙ୍କ ଭଏସ୍ ସେ କହି ପାରନ୍ତି ବୋଲି । ଗୋଟିଏ ଚଳଚିତ୍ର ଥିଲା ତୁମକୁ ଦେଖିଲା ପରେ ଏଥିରେ ତାଙ୍କ ର ପ୍ରଥମ ଡଭିଙ୍ଗ୍ ଥିଲା ।
ତାହା ସହ ସେ ଅନେକ ଭଏସ ଡଭିଙ୍ଗ୍ କରିଛନ୍ତି ତାହା ସହ ତାଙ୍କ ଗୁରୁଜୀ ଯିଏ ଏବେ ଏଇ ଏ ଦୁନିଆ ରେ ନାହାନ୍ତି ରାଇମୋହନ ପରିଡା ଙ୍କ ଭଏସ କୁ ଆଜି କି ପ୍ରାୟ 5 ବର୍ଷ ହେଲା ଡଭିଙ୍ଗ୍ କରି ଆସୁଛନ୍ତି । ପ୍ରଥମେ ସେ ଅଭିନୟ ଆରମ୍ଭ କରିଥିଲେ ତା ପରେ ସେ କିଛି ବର୍ଷ ପାଇଁ ଫେରି ଯାଇଥିଲେ ଯାତ୍ରା ଦୁନିଆ ରୁ ତାପରେ ସେ ସେ ରାଫର ଅଙ୍କର ଭାବରେ ସେ ଏଣ୍ଟ୍ରି କରି ଥିଲେ । ଆଉ ସେ ବହୁତ ସୁନ୍ଦର ପ୍ରଫୋମାନ୍ସ କରନ୍ତି ସେଥି ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି ।
ସେ ସବୁ ବେଳେ ଦର୍ଶକ ମାନଂକୁ ଧନ୍ୟ ବାଦ ଦେଉଛନ୍ତି କାରଣ ସେ ଆଜି ଯାହା ବି ସଫଳତା ପାଇଛନ୍ତି ତାହା କେବଳ ଦର୍ଶକ ମାନଙ୍କ ର ପ୍ରେରଣା ରୁ ହିଁ ପାଇଛନ୍ତି । ଆଉ ତାଙ୍କ ପାଇଁ ହିଁ ତାଙ୍କ ସ୍ବପ୍ନ୍ ସାକାର ହେଉଛି ଆଉ ଆଗକୁ ବି ହେଇ ଚାଲିଛି । ସେ ଆଗକୁ ବି ଆହୁରି ଭଲ ଭଲ ଭଏସ ରଖିଛନ୍ତି ଯାହା କି କେହି କେବେ ଓଡିଶା କି ଭାରତ ରେ କେହି କରି ନାହାନ୍ତି ଯାହା ସେ ଆଗକୁ କରିବାକୁ ଯାଉଛନ୍ତି ।