ନିକଟରେ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ର ଏକ ନୂଆ ସିନେମା ରିଲିଜ୍ ହେବାକୁ ଯାଉଛି । ଆଉ ଏହି ସିନେମା ରେ ଓଡ଼ିଶା ବାହାରୁ ଜଣେ ପରିଚିତ ହିରୋଇନ୍ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ କଳାକାର ଭୂମିକା ରେ ଅଭିନୟ କରିଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ ନମ୍ରତା ଥାପା।
ସିନେମା ର ନା ରହିଛି ଗୁଡୁ ଗ୍ୟାଙ୍ଗଷ୍ଟର। ଦୀର୍ଘ ନଅ ବର୍ଷ ପରେ ଅଭିନେତ୍ରୀ ନମ୍ରତା ଥାପା ଓଲିଉଡ଼ ସିନେମା ଜଗତ କୁ ପୁଣି ଥରେ ଆସିଛନ୍ତି। ଅଭିନେତ୍ରୀ ନମ୍ରତା ଓଡ଼ିଆ ନ ହେଲେ ବି ସେ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ଆଉ ତାଙ୍କ ଅଭିନୟ ବେସ୍ ନିଆରା। ସେ ଓଡ଼ିଆ ଭାଷା ଭଲ ଭାବରେ ନ କହି ପାରିଲେ ମଧ୍ଯ ବହୁତ୍ ସୁନ୍ଦର୍ ଭାବରେ ବୁଝିଛନ୍ତୀ ଆଉ ତାଙ୍କ ଅଭିନୟ କୁ ଜୀବନ୍ତ କରି ଦେଖେଇ ଛନ୍ତି ।
ଦୀର୍ଘ ନଅ ବର୍ଷ ପରେ ସେ ଓଲିଉଡ଼ କୁ ଫେରିଛନ୍ତି ଗୁଡୁୁ ଗ୍ୟାଙ୍ଗଷ୍ଟର ସିନେମା ଜରିଆରେ। ଅଭିନେତ୍ରୀ ନମ୍ରତା ଥାପା କହିଛନ୍ତି ଯେ ସେ ଏତେ ବର୍ଷ ପରେ ପୁଣି ଥରେ ଓଡ଼ିଶା ଆସିକି ବହୁତ୍ ଖୁସି ଅଛନ୍ତି । ଆଉ ପୁଣି ଥରେ ତାଙ୍କୁ ଓଡ଼ିଆ ସିନେମା କରିବାର ସୁଯୋଗ ମିଳି ଥିବାରୁ ସେ ବହୁତ୍ ଖୁସି ଅଛନ୍ତି । ଓଡ଼ିଆ ଦର୍ଶକ ମାନେ ଅଭିନେତ୍ରୀ ନମ୍ରତା ଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରନ୍ତି ।
ଅଭିନେତ୍ରୀ ନମ୍ରତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଆଗରୁ ମଧ୍ୟ ସିନେମା କରିଛନ୍ତି । ସେ ଓଲିଉଡ଼ ର ପ୍ରାୟତଃ ଆଗ ଧାଡ଼ି ର କଳାକାର ମାନଙ୍କ ସହିତ କାମ କରିଛନ୍ତି। ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ର ପ୍ରଥମ ଚଳଚ୍ଚିତ୍ର ରେ ଅଭିନେତ୍ରୀ ନମ୍ରତା ହିରୋଇନ୍ ଭୂମିକା ରେ ଅଭିନୟ କରିଥିଲେ। ସିନେମା ର ନା ଥିଲା ଆଇ ଲଭ୍ ୟୁ।
ସିନେମା ରେ ନମ୍ରତା ବହୁତ୍ ସୁନ୍ଦର୍ ଅଭିନୟ କରିଥିଲେ। ତାଙ୍କର ଆସିବା କୁ ଯାଉଥିବା ନୁଆ ଚଳଚ୍ଚିତ୍ର ଗୁଡୁୁ ଗ୍ୟାଙ୍ଗଷ୍ଟର ରେ ପୁଣି ଥରେ ଓଡ଼ିଆ ଦର୍ଶକ ମାନଙ୍କୁ ଅଭିନେତ୍ରୀ ନମ୍ରତା ଙ୍କ ର ସୁନ୍ଦର୍ ଅଭିନୟ କୁ ଦେଖିବା ର ସୁଯୋଗ ମିଳିବ । ଏତେ ବର୍ଷ ପରେ ପୁଣି ଥରେ ଓଡ଼ିଆ ସିନେମା ରେ କାମ କରି ଅଭିନେତ୍ରୀ ନମ୍ରତା ବହୁତ୍ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।