Breaking News

ଓଡିଆ ଆଲବମ ସୁପରଷ୍ଟାର ଦୀପକ ପରିଡା ଙ୍କ (Deepak Parida) ଫୁଲ ପରିବାର ପ୍ରଥମ ଥର ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି କିଛି ଅଭିନେତା ଥିଲେ ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ ମଧ୍ୟ ଲୋକ ମାନ ଙ୍କ ହୃଦୟ ରେ ଅଛନ୍ତି । ଆଜି ଆମେ ଆର ଏହି ପେଜ ମାଧ୍ୟମ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଆଲବମ୍ ଜଗତ ହିରୋ ଦୀପକ କୁମାର ପରିଡ଼ା ।

ଏହି ଅଭିନେତା ଜଣକ ବର୍ତ୍ତମାନ୍ ରେ ନନ୍ଦିଘୋଷ ର ଲୋକ ପ୍ରିୟ ସୋ ଲକ୍ ଡାଉନ୍ ଡାଏରୀ ରେ ନଜର ଆସିବା ସହ ଅନେକ କିଛି ଓ ଯାହାକି ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଦୀପକ ଙ୍କୁ ବହୁ ସାରା ଆଲବମ୍ ରେ ଦେଖିଥିବେ ଓ କିଛି ଚଳଚ୍ଚିତ୍ର ରେ ନଜର ଆସିଥିଲେ । ତାଙ୍କ୍ ପ୍ରଥମ ଚଳଚ୍ଚିତ୍ର ଟି ହେଉଛି ସାବତ ମା । ଏହି ଚଳଚ୍ଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇବା ସହ ଭଲ ଫାଇଟିଂ ଦୃଶ୍ୟ ମଧ୍ୟ ଥିଲା ।

ଆଲବମ୍ କହିଲେ ଗୋଟିଏ ଗୀତ ତାଙ୍କର ସୁପର ହିଟ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ମଧ୍ୟ ରହିଛି । ଏହି ଗୀତ ଟି ହେଉଛି ଅନାମିକା ନାୟିକା ସେ ହେଲା ମୋର୍ ପ୍ରେମିକା । ବର୍ତ୍ତମାନ୍ ସମୟ ରେ ଦୀପକ ବିବାହ କରିଛନ୍ତି ତାଙ୍କର ପତ୍ନୀ ଙ୍କ ନାମ ହେଉଛି ବୀଣା ଉଭୟ ପୁଅ ଝିଅ ସନ୍ତାନ ଅଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତା ଙ୍କୁ ଅଗଣିତ ଦର୍ଶକ ଝୁରୁଛନ୍ତି । ଦୀପକ ଙ୍କ ଆଉ ଏକ ଭଲ ଆଲବମ୍ ଗୀତ ହେଉଛି ଚିଠି ଟିଏ ଚିରି ଦେବା ଆଗରୁ ଆଉ ଥରେ ପଢ଼ି ଦେଖ ।

ତାହେଲେ ବନ୍ଧୁଗଣ ଏହି ସୋ ରେ ଦୀପକ ଅନେକ କଥା କହିଥିଲେ ଓ ବହୁତ୍ ସାରା ମଜା ମସ୍ତି କରିବା ସହ କିଛି ଆଲବମ୍ ଗୀତ ଗାଇଥିଲେ । ଏହି ଭିଡିଓ ର ଶେଷ ରେ ଦୀପକ ଙ୍କ ବାପା ମା ଆସିଥିଲେ ଓ ତାଙ୍କ ସାଙ୍ଗ ରେ ଆସିଥିଲେ ଦୀପକ ଭାନେଜି, ଭଣଜା ଓ ଦୀପକ ଙ୍କ ଭାଇ । ଦୀପକ ଙ୍କ ବାପା ମା କହିଛନ୍ତି ସେ ନିଜ ପୁଅ ପାଇଁ ବେଶ୍ ଗର୍ବିତ ।

ବାପା ମା ଚାହୁଁ ଥିବା ଜିନିଷ କୁ ସେ ପୂରଣ କରିବା ସହ ନିଜ ଇଚ୍ଛା କୁ ସେ ପୂରଣ କରିଛନ୍ତି । ବାସ୍ତବ ରେ ଅଭିନେତା ଦୀପକ ଜଣେ ଭଲ ମଣିଷ ଓ ଜଣେ ଭଲ ପୁଅ , ଜଣେ ବାପା ଓ ଜଣେ ଭଲ ମାମୁଁ । ଦୀପକ ଙ୍କ ର ୧୧ ବର୍ଷ ର ଝିଅ ଓ ୮ ବର୍ଷ ପୁଅ , ସେମାନେ ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ ରେ କଥା ବାର୍ତ୍ତା ସେ ଭଲ ଭାବରେ କରି ପାରୁଛନ୍ତି ।।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *