Breaking News

ଓଡିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ହିରୋଇନମାନେ କିପରି ଚଳିତ ବର୍ଷ ଦୀପାବଳି ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହୁଛନ୍ତି ଓ ତାଙ୍କର ସମସ୍ତ ପୋଷ୍ଟ କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଏଥିପାଇଁ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ କେତେବେଳେ ନିଜ ସୁଟିଂ ସେଟ ର ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ପୋଷ୍ଟ କରି ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ତାହା ପୁଣି ଗୋଟିଏ ଦୃଶ୍ୟ କୁ ନେଇ । ଏହି ବିଷୟ ରେ ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ,।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ସରି ଯାଇଛି ଦୀପାବଳୀ , ଏହି ଦୀପାବଳୀ ହେଉଛି ଆମ ୧୨ ମାସ ୧୩ ପର୍ବ ରୁ ଗୋଟିଏ । ଭାରତ ସବୁ ରାଜ୍ୟ ରେ ଏହା କୁ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି , ହଁ ବନ୍ଧୁ ସମସ୍ତ ଙ୍କ ଘରେ ସୁସ୍ୱାଦ ଖାଇବା ସହ ଘର୍ ଚାରି ପଟେ କିଏ କ୍ୟାଣ୍ଡେଲ ଲଗାଇ ଥାଏ ତ୍ ଆଉ କିଏ ଦ୍ଵିପ ଲଗାଇ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି ।

ଏହି ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବେଶ୍ ସକ୍ରିୟ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଦୀପାବଳୀ କରିଥିବା ଫଟୋ ଓ ଭିଡିଓ କୁ ସେମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଛନ୍ତି ଓ ଏହି ଭିଡିଓ ରୁ ଯାହା ଜଣା ପଡ଼ୁଛି ଯେ ଅଭିନେତ୍ରୀ ମାନେ ବେଶ୍ ଧୁମ୍ ଧାମରେ ପାଳନ କରି ଛନ୍ତି ।

ଆପଣ ମାନେ ଏହି ଦୃଶ୍ୟ ଗୁଡ଼ିକ କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଆଜି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ଥାଆନ୍ତି । ହଁ ବନ୍ଧୁ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଏ ଧାରାବାହିକ ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ତ ଆଉ କିଏ ଚଳଚ୍ଚିତ୍ର ।

ଏହି ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି , ଅଭିନୟ ସହ ନିଜ ପ୍ରଶଂସକ ପାଇଁ ସେମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ମାନେ ଦୀପାବଳୀ ବେଶ୍ ଧୁମ୍ ଧାମରେ ପାଳନ କରି ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *