ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ତେବେ ନିଜ ବ୍ୟକ୍ତି ଗତ ଜୀବନ ର ଭିଡିଓ ହେଉ ବା ସୁଟିଂ ସେଟ ର ହେଉ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଗାୟିକା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟିକା ନମିତା ଅଗ୍ରୱାଲ । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ନମିତା ଅଗ୍ରୱାଲ ଙ୍କ ସହ ନଜର ଆସିଛନ୍ତି ତାଙ୍କ ପୁଅ ।
ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ନମିତା ଅଗ୍ରୱାଲ ଙ୍କୁ ତାଙ୍କ ପୁଅ ଖୁଆଇ ଦେଇଥିବାର ଦୃଶ୍ୟ ମାନେ ମାଆ ଙ୍କୁ ପୁଅ ଖୁଆଉ ଛନ୍ତି ନିଜ ହାତ ରେ , କଣ ପାଇଁ ସେ ନିଜ ହାତ ରେ ଖାଇବାକୁ ଦେଉଛନ୍ତି ଓ ନମିତା ଅଗ୍ରୱାଲ କଣ ପାଇଁ ନିଜ ହାତ ରେ ଖାଇ ନାହାଁନ୍ତି ତାହା ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ତାହେଲେ ଆସନ୍ତୁ ଜାଣିବା
ବନ୍ଧୁଗଣ ଆପଣ ମାନେ ଗାୟିକା ନମିତା ଅଗ୍ରୱାଲ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଗାୟକ , ଏହି ଗାୟିକା ଜଣକ ଯିଏ କି ସଙ୍ଗୀତ ଦୁନିଆ କୁ ଅନେକ ରୋମାଣ୍ଟିକ ଗୀତ ଦେବା ସହ ଅନେକ ଭଜନ ଗୀତ ଦେଇଛନ୍ତି । ନମିତା ଅଗ୍ରୱାଲ ତାଙ୍କ ସୂ ମଧୁର କଣ୍ଠ ରୁ ବହୁ ସାରା ଗୀତ ଗାଇଛନ୍ତି , ଆପଣ ମାନେ ନିଶ୍ଚୟ ତାଙ୍କ ଗୀତ ଶୁଣିଥିବେ ।
ବର୍ତ୍ତମାନ୍ ସମୟ ରେ କେବଳ ନମିତା ଅଗ୍ରୱାଲ ନିଜ ଗୀତ ପାଇଁ ନୁହେଁ ବରଂ ନିଜର ଚ୍ୟାନେଲ ସିଦ୍ଧାର୍ଥ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରସାରିତ ହୋଇଥାଏ । ଆପଣ ନିଶ୍ଚୟ ଦେଖିବାକୁ ପାଉ ଥିବେ , ବର୍ତ୍ତମାନ୍ ସମୟ ରେ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ନମିତା ଅଗ୍ରୱାଲ ଙ୍କୁ ତାଙ୍କ ପୁଅ ଖୁଆଉ ଥିବାର ଦୃଶ୍ୟ ।
ବନ୍ଧୁଗଣ ନମିତା ଅଗ୍ରୱାଲ ନିଜ ଦୁଇ ହାତ ରେ ମେହେନ୍ଦି ଲଗାଇଛନ୍ତି ଓ ଯାହା ଫଳ ରେ କି ତାଙ୍କ୍ ପୁଅ ତାଙ୍କୁ ଖୁଆଇ ଦେଉ ଥିବାର ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।