ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ କଳାକାର ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପରିଚିତ । ଏହି କଳାକାର ମାନ ଙ୍କ ମଧ୍ୟ ରୁ କିଏ ମୁଖ୍ୟ ଅଭିନେତା ତ ଆଉ କିଏ ହାସ୍ୟ ଅଭିନେତା ଏବଂ ଆଉ କିଏ ଗାୟକ , ଗାୟିକା ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ହାସ୍ୟ ଅଭିନେତା ଅଛନ୍ତି । ଏହି ହାସ୍ୟ ଅଭିନେତା ନିଜ ଜବରଦସ୍ତ କମେଡି ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଅଭିନେତା ଜଣକ ନିଜ କମେଡି ପାଇଁ ଓଡ଼ିଶା ର ଘରେ ଘରେ ପରିଚିତ । ଏହି ଅଭିନେତା ଙ୍କ ଜବରଦସ୍ତ କମେଡି ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ଓ ରିଆଲିଟି ସୋ ରେ ଦେଖିଥିବେ , ଆପଣ ମାନେ ଯୋଗେଶ ଙ୍କ ଅଭିନୟ ଆହୁରି ତାଙ୍କ you tube ଚ୍ୟାନେଲ ରେ ଦେଖିଥିବେ ।
ଯୋଗେଶ ହେଉଛନ୍ତି ପଶ୍ଚିମ ଓଡ଼ିଶା ର , ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଆମେରିକା ରେ ଅଛନ୍ତି । ହଁ ବନ୍ଧୁ ଗତ କିଛି ଦିନ ତଳେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସଚି , ଅଭିନେତ୍ରୀ ଅର୍ଚ୍ଚିତା , ଏଲିନା ସାମନ୍ତରାୟ ଏବଂ ଗାୟକ ସତ୍ୟଜିତ ଏବଂ ଗାୟିକା ଅସୀମା ପଣ୍ଡା ଓ ହାସ୍ୟ ଅଭିନେତା ଯୋଗେଶ ଆମେରିକା ଯାଇଛନ୍ତି ।
ସେଠାରେ ପ୍ରବାସୀ ଓଡିଆ ଙ୍କ ସହ ରଥଯାତ୍ରା ପାଳନ କରିଥିଲେ ଓ ସ୍ବାଧିନତା ଦିବସ ରେ ମଧ୍ୟ ସେଠାରେ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ । ତାହେଲେ ବର୍ତ୍ତମାନ୍ ସମୟ ରେ ଆମେରିକା ରେ ଏକ ଷ୍ଟେଜ ସୋ ହେଉଥିଲା ଓ ଏହି ସୋ ଆମେରିକା ଯାଇଥିବା ଆମ ଲୋକ ପ୍ରିୟ କଳାକାର ମାନେ ସାମିଲ ହୋଇଥିଲେ ଓ ଓଡ଼ିଆ ପ୍ରବାସୀ ମାନେ ମଧ୍ୟ ସାମିଲ ହୋଇଥିଲେ ।
ଏହି ଷ୍ଟେଜ ସୋ ରେ ଯୋଗେଶ ମଧ୍ୟ ଜବରଦସ୍ତ କମେଡି କରି ସମସ୍ତ ମନୋରଂଜନ କରାଇ ବେଶ୍ ହସାଇ ଥିଲେ ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।