ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଯେଉଁ ମାନେ ତାଙ୍କ ନିଜର ଦମ ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ କୋଭିଡ୍ କଟକଣା ପାଇଁ ପ୍ରାୟ 2 ବର୍ଷ ଧରି କୌଣସି ସିନେମା ଆସି ନଥିଲା ବା ଦର୍ଶକ ମାନେ ଦେଖି ମଧ୍ୟ ପାରୁ ନଥିଲେ ଯାହା କି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ବହୁତ କ୍ଷତି ସହିବାକୁ ପଡିଥିଲା । ଆଉ ଏହା ର ପ୍ରଭାବ ଦର୍ଶକ ମାନଂକୁ ମଧ୍ୟ ପଡିଥିଲା ।
ତେବେ ବହୁତ ଦିନ ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ସାରା ସିନେମା ହେଇଚି । ଆଉ ଏବେ ବାବୁଶାନ୍ ମହାନ୍ତି ଙ୍କ ର ଏକ ସିନେମା ସୁଟ୍ ହେବା କୁ ଯାଉଛି ଯାହା ତେଲୁଗୁ ଓଡ଼ିଆ ହିନ୍ଦୀ ରେ ଆସିବା ସିନେମା ରର ଆସିବ । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ପ୍ରଥମେ ଆମେ ଦେଇଥିବେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।
ଆପଣ ମାନେ ଜାଣି ଥିବେ ବାବୁଶାନ୍ ମହାନ୍ତି ଜଣେ ସୁପରଷ୍ଟାର ତାଙ୍କ ର ସବୁ ସିନେମା ସୁପରହିଟ୍ ହେଇ ସାରିଛି ଆଉ ସେ ଆଉ ଏକ ନୂଆ ସିନେମା ପାଇଁ ସୁଟିଂ କରିବାକୁ ଯାଉଛି । ଏବେ ତେଲୁଗୁ ସିନେମା କଲେ ଓଡ଼ିଆ ହିରୋ ବାବୁଶାନ୍ ମହାନ୍ତି । ମାଷ୍ଟର ବାବୁଶାନ୍ ମହାନ୍ତି ଆସୁଛନ୍ତି ତାଙ୍କ ର ତେଲୁଗୁ ପ୍ରୋଜେକ୍ଟ ଅନ୍ତର୍ଜ୍ୟାମି ରେ । ବାବୁଶାନ୍ ମହାନ୍ତି ତାଙ୍କ ସିନେମା କୁ ଵିଧି ମନ୍ତ୍ ଭାବରେ ଘୋଷଣା କରିଥିଲେ ଆଉ ଏହା ପରେ ଆରମ୍ଭ୍ ହୋଇ ଯିବ ଏହି ସିନେମା ଇଏ ସୁଟିଂ ।
ଏହି ଲୋକ୍ସ୍ ରେ ଯଦି ବାବୁଶାନ୍ ମହାନ୍ତି କୁ ଦେଖା ଯିବ ଆକ୍ସନ୍ ଫିଗ ର ରେ ଦେଖା ଯିବେ ବାବୁଶାନ୍ ମହାନ୍ତି । ଫିଲ୍ମ ର ପୋଷ୍ଟର ଉପରେ ନଜର ପକେଇଲେ ଦେଖି ପାରୁ ଥିବେ ହାତ କଡୀ ରେ ବନ୍ଧା ହୋଇଛି ତାଙ୍କ ହାତ ଆଉ ଏଭଳି କିଛି ସୁଟ କରିବା ପାଇଁ ଏମିତି କିଛି ସୁଟିଂ କରା ଯାଇଥିଲା । ଗୋଟିଏ ଗଲା ଇଭେଣ୍ଟ ରେ ଏ ସବୁ ଦର୍ଶକ ମାନଙ୍କ ସାମ୍ନା କୁ ଅନା ଯାଇ ଥିଲା । ଫିଲ୍ମ ର ପୋଷ୍ଟର ଟିକୁ ମଧ୍ୟ ଲଞ୍ଚ୍ କରା ଯାଇଛି ।
ଫିଲ୍ମ ର ପୋଷ୍ଟ ର ଦେଖିଲେ ଲାଗୁଚି ଏହା ଏକ ମାସ ଆକ୍ସନ୍ ଷ୍ଟାର୍ ପିକ୍ଚର ହେବ । ଯେଉଁ ଥିରେ ବାବୁଶାନ୍ ମହାନ୍ତି ଗୋଟିଏ ସିରିଏସ ଲୋକ୍ସ୍ ଆସିବେ । ଏହି ସିନେମା ଟି ହିନ୍ଦୀ ଓଡ଼ିଆ ତେଲୁଗୁ କୁ ନେଇ ସିନେମା ଟି ଆସିବ ଯାହା କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ହେବା କୁ ଯାଉଛି ଆଉ ଦର୍ଶକ ମାନେ ମଧ୍ୟ ବହୁତ ଉତ୍ସାହ୍ ଅଛନ୍ତି ଏହି ସିନେମା ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।