ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ୍ ସମୟ ରେ ନିଜ ଅଭିନୟ ଜାରି ରଖିଛନ୍ତି , ଦୀର୍ଘ ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରି ଆସୁଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ , ଆପଣ ମାନେ ଅନୁ ଚୌଧୁରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି ଓ ନିଜେ ମଧ୍ୟ ଲୋକ ପ୍ରିୟ ହୋଇପାରିଛନ୍ତି , ।
ନିଜ ଅଭିନୟ ପାଇଁ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଆଜି ଆମେ ଅନୁ ଚୌଧୁରୀ ଙ୍କ ବିଷୟ ରେ କିଛି ଜାଣିବା ଯାହାକୁ ସେ ନିଜେ ଏକ ସାକ୍ଷାତକାର ରେ ଆସି କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା , ସେ ସମସ୍ତ ଅଭିନେତା ଙ୍କ ସହ ଅଭିନୟ କରି ଥାଆନ୍ତି , ଯାହା ସହିତ ତାଙ୍କ ଅଭିନୟ ହୋଇଥାଏ ସେ କରି ଥାଆନ୍ତି ।
ସେ ଗୋଟିଏ ହିରୋ କୁ ବେଶ୍ ପସନ୍ଦ କରି ଥାଆନ୍ତି ଓ ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର କାରଣ ସେ ଜଣେ ଭଲ ମଣିଷ , ତାଙ୍କ୍ ସହ ଅଭିନୟ କରିବା କୁ ତାଙ୍କୁ ବେଶ୍ ଭଲ ଲାଗିଥାଏ । ଏହି ଯୋଡି ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବେଶ୍ ଭଲ ପାଇବା ଦେଇଛନ୍ତି ଓ ଉଭୟ ବର୍ତ୍ତମାନ ସମୟ ରେ ମଧ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡ଼ି ।
ଏହି ଅଭିନେତ୍ରୀ ଜଣକ ଯେତେବେଳେ ମାଆ ଗୋଜ ବାୟାଣୀ ଚଳଚ୍ଚିତ୍ର କରିବା ପରେ ଅଭିନେତ୍ରୀ ଜଣକ କାନ୍ଦି ଥିଲେ କାରଣ ସେହି ଚଳଚ୍ଚିତ୍ର ରେ ତାଙ୍କ ଭଏସ ନ ଥିଲା । ପରେ ଜାଣି ବାକୁ ପାଈ ଥିଲେ ଯେ ତାଙ୍କ ଭଏସ ଟି ସେହି ଚରିତ୍ର ଟି କୁ ମ୍ୟାଚ୍ କରୁ ନ ଥିଲା । ଏହି ଭଳି ସେ ଅନେକ କଥା କହିଥିଲେ ସବୁଠୁ ବଡ କଥା କହିଥିଲେ ଯେ ଚୁଟି ଧଳା ହୋଇଯିବ ସେ ତାଙ୍କ ଅଭିନୟ ଛାଡିବେ ନାହିଁ ।
ତାଙ୍କ ଅଭିନୟ ଜାରି ରଖିବେ କାରଣ ଏହି ଅଭିନୟ ରୁ ସେ ଅନେକ କିଛି ପାଇଛନ୍ତି । ବନ୍ଧୁଗଣ ଅନୁ ଚୌଧୁରୀ ଏକ ସାକ୍ଷାତକାର ରେ ଆସି ଅନେକ କିଛି କହିଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ସେ ଆହୁରି ଆଗକୁ ନେବେ ,ଆପଣ ମାନେ ଅନୁ ଚୌଧୁରୀ ଙ୍କ ଏହି ସାକ୍ଷାତକାର ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।