ବର୍ତ୍ତମାନ ସମୟରେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଖେଳି ଯାଇଛି ଶୋକ ର ଛାୟା । ଆଉ ଏ ଦୁନିଆ ରେ ନାହାନ୍ତି ସଂଳାପ ଲେଖକ । ତାଙ୍କ ବିୟୋଗ ରେ ଆମ ର ଓଲିଓଡ ଇଣ୍ଡଷ୍ଟ୍ରୀ ତରଫ୍ ରୁ ଗଭୀର ଭାବରେ ମର୍ମାହତ । ଆମ ର୍ ଓଲିଓଡ ରେ କିଛି ଦିନ ଭୀତ ରେ ବହୁତ କଳାକାର ମାନେ ଆମ କୁ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଛାଡି ଚାଲି ଯାଇଛନ୍ତି । ସମସ୍ତେ ବାସ୍ ଆଶା କରୁଛୁ ଏମିତି ଆଗକୁ ନହେଉ ।
ଯାହା କି ଆମ ପାଇଁ ବହୁତ ଦୁଃଖଦ୍ ଖବର ଅଟେ । ଏମିତି ଆମ କୁ ଜଣେ ଜଣେ କରି ଚାଲି ଯାଉଛନ୍ତି । ଯେମିତି କି ଏବେ ଦୁନିଆ କୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି ସଂଳାପ ଲେଖକ ରଂଜିତ ପଟ୍ଟନାୟକ । ଓଡ଼ିଆ ସିନେ ଜଗତ ରେ ଖେଳି ଯାଇଛି କଳା ବାଦଲ । ଆଜି ସବୁଦିନ ପାଇଁ ଆଖି ବୁଜି ଛନ୍ତି ଓଲିଓଡ଼ ର ଆଉ ଜଣ କିମ୍ବଦନ୍ତି ।
ରଂଜିତ ପଟ୍ଟନାୟକ ଆଜି କଟକ ସ୍ଥିତ ନିଜ ବାସ ଭବନ ରେ ପ୍ରା-ଣ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ରୋଗ ଆକ୍ରାନ୍ତ ଥିଲା ବେଳେ ଆଜି ଚିକିତ୍ସିତ ସମୟ ରେ ତାଙ୍କ ର ମୃତ୍ଯୁ ହେଇଚି । ବିଭିନ୍ନ ସିରିଏଲ ଓ ସିନେମା ରେ ସଂଳାପ ଲେଖି ପ୍ରିୟ ସିନେ ପ୍ରେମୀ ଙ୍କ ସହ ପହଞ୍ଚି ପାରିଥିଲେ ରଂଜିତ ପଟ୍ଟନାୟକ । ଦୀର୍ଘ ଦିନ ରୁ ଲିଭର୍ ଜନିତ ରୋଗ ରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ସଂଳାପ ଲେଖକ ରଂଜିତ ପଟ୍ଟନାୟକ ।
ତେବେ ଆଜି କଟକ ସ୍ଥିତ ବାସ ଭବନ ରେ ସେ ପ୍ରାଣ ତ୍ୟା-ଗ୍ କରିଛନ୍ତି । ସୁନ୍ଦରଗଡ ର ସଲମନ ଖାନ ହିରୋ ନଂ ୱାନ , ମୋତେ ତ ଲଭ ହେଲା ଭଳି ଅନେକ ସୁପରହିଟ୍ ସିନେମା ରେ ସେ ସଂଳାପ ଲେଖି ଓଡ଼ିଆ ବାସୀ ଙ୍କ ହୃଦୟ ରୁ ଖୁବ ଛୁଇଁ ପାରିଥିଲେ । ତେବେ ଆଜି ତାଙ୍କ ମୃତ୍ଯୁ ରେ ସାରା ଓଲିଓଡ ଜଗତ ରେ ଖେଳି ଯାଇଛି ଶୋକ ର ଛାୟା ।
ଅନ୍ୟ ପଟେ ନିକଟ ରେ ମିହିରିଦାସ , ରାଇମୋହନ୍ ପରିଡା ଙ୍କ ମୃତ୍ଯୁ ରେ କାନ୍ଦିଥିଲା ସାରା ଓଡିଶା । ଆଉ ବର୍ତ୍ତମାନ ସମୟରେ ବିଶିଷ୍ଚ ସଂଳାପ ଲେଖକ ରଂଜିତ ପଟ୍ଟନାୟକ ଙ୍କ ମୃତ୍ଯୁ କୁ ସହଜ ରେ ଗ୍ରହଣ କରି ପାରି ନାହାନ୍ତି ଓଡ଼ିଆ ପ୍ରେମୀ । ତେବେ ଭଗବାନ ଙ୍କ ପାଖ ରେ ପ୍ରାର୍ଥନା କରିବା ତାଙ୍କ ରି ଆତ୍ମା କୁ ଶାନ୍ତି ଦିଅନ୍ତୁ ସେ ଯେଉଁଠି ବି ଥାଆନ୍ତୁ ସେ ଭଲ ରେ ଥାଆନ୍ତୁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।