Breaking News

ଓଡିଆ ସିନେମା ଅଭିନେତ୍ରୀ କହିଲେ ପ୍ରେମ ରେ ଆଇ ଲଭ ୟୁ କହିବା ଜରୁରୀ, ଜାଣନ୍ତୁ କଣ ପାଇଁ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରର ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତାଙ୍କ ର ଦମଦାର୍ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସିନେମା ବା ସିରିଏଲ ଦେଖିବାକୁ ମିଳେ । ବହୁତ ଅଭିନେତା ଅଛନ୍ତି ଯେଉଁ ମାନେ ନିଜର ଦକ୍ଷତା ଓ ଟ୍ୟାଲେଣ୍ଟ ରେ ଜରିଆ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ।

ଅଭିନୟ ସମସ୍ତ ଦ୍ବାରା ହୋଇ ନଥାଏ ତାହା ଏକ କଳା ଯାହା ଆମ କଳାକାର ପାଖ ରେ ସ୍ପଷ୍ଟ୍ ଦେଖା ଯାଇଥାଏ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତ୍ରୀ ମାନଂକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି । ବର୍ତ୍ତମାନ୍ ସମୟ ରେ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ଯାହା ର କି ପ୍ରଚୁର୍ ମାତ୍ରା ରେ ପ୍ରସଂସା ବି ହେଉଛି ।

ତେବେ ଆପଣ ମାନେ ଯଦି ଏହି ବାବଦ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଜାଣି ଥିବେ । ତାହେଲେ ଆପଣ ମାନେ ହିରୋ ଲୁବୁନ୍ ଙ୍କୁ ବି ଜାଣିଥିବେ ।

ସେ ତାଙ୍କ ର ଅଭିନୟ କୁ ବହୁତ ସୁନ୍ଦର ଭାବରେ କରୁଛନ୍ତି । ସେ ବହୁତ ଗୁଡିଏ ଓଡ଼ିଆ ଆଲବମ୍ କରି ସାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ବଡ଼ ପରଦା ରେ ରିଲିଜ ହେବାକୁ ଯାଉଛି କହିବିନି ତୋତେ ଆଇ ଲଭ ୟୁ । ଏହି ସିନେମା ରେ ହିଁ ଦେଖିବାକୁ ମିଳିବ କିଏ କାହାକୁ ଆଇ ଲଭ ୟୁ କହୁନି । ଏହି ସିନେମା ରେ ଦେଖିବାକୁ ମିଳିବ ଲୁବୁନ୍ ଙ୍କ ଅଭିନୟ ।

ଏହି ସିନେମା ର ହିରୋଇନ ମଧ୍ୟ ବହୁତ ଏକ୍ସାଇଟେଡ୍ ରେ ଅଛନ୍ତି ଏହି ସିନେମା ବିଷୟ ରେ କହିଲା ବେଳେ ଜଣା ପଡୁଛି । ଆସ ଲାଗୁଛି ଏହି ସିନେମା ଟି ବହୁତ ଭଲ ହେଇଚି । ସମସ୍ତ ଙ୍କ ପ୍ରିୟ ଲୁବୁନ୍ ଆଉ ତାଙ୍କ ସିନେମା ଦେଖିବାକୁ ଦର୍ଶକ ମାନେ ବହୁତ ଏକ୍ସାଇଟେଡ୍ ଆଛନ୍ତି ।
ଏହି ସିନେମା ର କାହାଣୀ ଗୁଡିକ ଭିନ୍ନ ଧାରଣ ର ହେଇଚି । ଏହି ସିନେମା ରେ ଶେଷ ପର୍ଯ୍ୟନ୍ତ କେହି କାହାକୁ ଆଇ ଲଭ ୟୁ କୁହା ହେଇନି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *