Breaking News

ଓଡିଆ ସିନେମା ଛାଡି ଖୁବ ଶୀଘ୍ର ତେଲୁଗୁ ସିନେମାରେ ଅଭିନୟ କରିବେ ପ୍ରକୃତି ମିଶ୍ର (Prakruti Mishra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଶିଶୁ କଳାକାର ଭାବେ ପରିଚିତ । ତାହେଲେ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ନିଜ ସର୍ଟ ଭିଡିଓ କରିବେସ୍ ଚର୍ଚ୍ଚା ରେ ରୁହନ୍ତି ଓ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ ସମୟ ରେ ସେହିଭଳି ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଆସନ୍ତୁ ଜାଣିବା ଓଡ଼ିଶା ଛାଡିବା ପରେ ବର୍ତ୍ତମାନ୍ ସମୟ ରେ ତେଲୁଗୁ ଚଳଚ୍ଚିତ୍ର ରେ ନଜର ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି କୁ ନେଇ ଓଡ଼ିଶା ରେ ବିବାଦ ହେବା କାରଣ ରୁ ସେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲି ଯାଇଥିଲେ । ସେଠାକୁ ଯାଇ ତେଲୁଗୁ ଷ୍ଟାର୍ ଙ୍କ ସହ ନଜର ଆସିଛନ୍ତି ପ୍ରକୃତୀ ମିଶ୍ର ।

ତାହେଲେ ବନ୍ଧୁଗଣ ପ୍ରକୃତି ମିଶ୍ର ଙ୍କୁ ନେଇ ଆସିବାକୁ ଯାଉଛି ଏକ ତେଲୁଗୁ ଚଳଚ୍ଚିତ୍ର ଓ ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସିବେ ପ୍ରକୃତି ମିଶ୍ର । ଆସନ୍ତୁ ଜାଣିବା କେଉଁ ତେଲୁଗୁ ଷ୍ଟାର୍ ଙ୍କ ସହ ନଜର ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଚଳଚ୍ଚିତ୍ର ଟି ର ନାମ କଣ । ପ୍ରକୃତି ମିଶ୍ର ଙ୍କୁ ନେଇ ଆସିବୁ ଯାଉଛି ଏକ ଚଳଚ୍ଚିତ୍ର ଓ ଏହି ଚଳଚ୍ଚିତ୍ର ରେ ନଜର ଆସିବେ ପ୍ରକୃତି ମିଶ୍ର ।

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ କାମ କରିଥିଲେ ଓ ବର୍ତ୍ତମାନ୍ ସମୟ ରେ ତେଲୁଗୁ ଫିଲ୍ମ ରେ ନିଜ କ୍ୟାରିୟର ଗଢିବେ ବୋଲି ସୂଚନା ମିଳିଛି । ପ୍ରକୃତି ମିଶ୍ର କିଛି ଫଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ଓ ଏହି ଫଟୋ ରେ ପ୍ରକୃତି ମିଶ୍ର ତେଲୁଗୁ ଷ୍ଟାର୍ ବିଜୟ ଦେବଗୁଣ୍ଡା ଙ୍କ ସହ ନଜର ଆସିଥିଲେ ।

ଏହାକୁ ନେଇ ସମସ୍ତେ ଭାବୁଛନ୍ତି ପ୍ରକୃତି ମିଶ୍ର ତେଲୁଗୁ ଚଳଚ୍ଚିତ୍ର ରେ ନଜର ଆସିବେ ବୋଲି କିନ୍ତୁ ଏହି ଫଟୋ ଟି ହେଉଛି ଲିଗର ଚଳଚ୍ଚିତ୍ର ର । ଏହି ଚଳଚ୍ଚିତ୍ର ର ପ୍ରମୋଷନ ପାଇଁ ସେଠାକୁ ଯାଇଥିଲେ ଓ ସେଠାରେ ପ୍ରକୃତି ମିଶ୍ର ଙ୍କ ସହ ଫଟୋ ଉଠାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଙ୍କ ସହ ମଧ୍ୟ ଫଟୋ ଉଠାଇ ଛନ୍ତି । ଏହି ଫଟୋ କୁ ନେଇ ପ୍ରକୃତି ମିଶ୍ର ତାଙ୍କ ଆକାଉଣ୍ଟ୍ ରେ ଜଣାଇଛନ୍ତି ଯେ ସେ ଖୁବ୍ ଶୀଘ୍ର କାମ କରିବାକୁ ଯାଉଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *