ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ। ପରିଚିତ । ଏହି ଅଭିନେତ୍ରୀ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବର୍ତ୍ତମାନ୍ ସମୟ ରେ ମୂଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଥିଲେ ମଧ୍ୟ ସେ ସିଶୁ କଳାକାର ଭାବେ ବେଶ୍ ପରିଚିତ ।
ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ବେଶ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭୂମିକା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେସ ପରିଚିତ
ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କ ଛୋଟ ବେଳୁ ଦେଖି ଆସୁଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ବୟସ ରୁ ବେସ ଲୋକ ପ୍ରିୟ ହେବା ସହ ଘରେ ମଧ୍ୟ ପରିଚିତ ହୋଇଥିଲେ । ବର୍ତ୍ତମାନ ସମୟ ରେ ଭୂମିକା ସମସ୍ତ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି ।
ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ମଧ୍ୟ ଅଛନ୍ତି । ହଁ ବନ୍ଧୁ ଭୂମିକା ନିଜ ଇନିଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଭୂମିକା ଦାସ ଏକ ତେଲୁଗୁ ଗୀତ ରେ ଜବରଦସ୍ତ ଅଭିନୟ କରୁଛନ୍ତି ତାହା ପୁଣି ତେଲୁଗୁ ହିରୋଇନ୍ ଭଳି ପୋଷାକ ପିନ୍ଧି ।
ଅଭିନେତ୍ରୀ ଭୂମିକା ଦାସ ଆଗାମୀ ଦିନ ମାନ ଙ୍କ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଛାଡି ତେଲୁଗୁ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।
ତାହେଲେ ବନ୍ଧୁଗଣ ଏହି କଥା ଟି ପଛ ର କଣ ସତ୍ୟତା ଅଛି ତାହା ବର୍ତ୍ତମାନ ସମୟ ରେ ଜଣା ପଡି ନାହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ଭିତରେ ସବୁ ସ୍ପଷ୍ଟ ଭାବରେ ଜଣା ପଡି ଯିବ । ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଦିନ କୁ ଦିନ କମି କମି ଯାଉଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।