Breaking News

ଓଡିଆ ସିନେମା ଜଗତରେ ଏକ ଦୁଃଖ ଖବର, ଆରପାରିରେ ହିରୋଇନ ଦେବୀକାଙ୍କ ମା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ (Tilottama Khuntia)- ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆସିଗଲା ଏକ ଦୁଃଖ ର ଖବର । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ସାରା ବରିଷ୍ଠ୍ ଅଭିନେତା ଓ ଅଭିନେତ୍ରୀ ମାନେ ଏ ଦୁନିଆ ଛାଡି ଚାଲି ଯାଇ ଛନ୍ତି । ଯାହା କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ବଡ଼ କ୍ଷତି । ସେମାନେ ଛାଡି ଗଲା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ରହି ଯାଇଛି ତାଙ୍କ ଅଭିନୟ ର କିଛି ଛାପ ଯାହା ଆମ ମାନେ ଅଭୁଲା ସ୍ମୁତି ହେଇ ରହି ଯାଇଛି ।

ତଥାପି ତାଙ୍କ ର ଅଭିନୟ କୁ ସବୁ ଦର୍ଶକ ମାନେ କେଉଁଠି ନା କେଉଁଠି ଅପେକ୍ଷା କରି ରହିଛନ୍ତି ହେଲେ ଏହି ଅପେକ୍ଷା କେବେ ପୂରଣ ହେଇ ପାରିବ ନାହିଁ ନା ଆଉ ଥରେ ତାଙ୍କ ଅଭିନୟ ଦେଖିବାକୁ ମିଳି ପାରିବ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଆଉ ଏକ ଦୁଃଖ ର ଖବର ଆସିଛି ଯାହା ଆପଣ ମାନେ ଶୁଣିଲା ପରେ ବହୁତ ଦୁଃଖ ଲାଗିବ।

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କୁ ବହୁତ ଭଲ ଭାବରେ ଜାଣୀ ଥିବେ ସେ ଓଡ଼ିଆ ଧାରାବାହିକ ତୁଳସୀ ସିରିଏଲ ରେ ନଜର ରେ ଆସିଥିଲେ କେବେଳ ତୁଳସୀ ନୁହଁ ସେ ବହୁତ ସାରା ସିରିଏଲ ଓ ସିନେମା ରେ ଅଭିନୟ କରିଛନ୍ତି କିନ୍ତୁ ତୁଳସୀ ସିରିଏଲ ଟି ବହୁତ ସୁପରହିଟ୍ ହୋଇ ଥିଲେ ।

ଏମିତି ବହୁତ୍ ସାରା ସିରିଏଲ୍ ଓ ସିନେମା ରେ ନଜର ରେ ଆସି ଛନ୍ତି ତିଳୋତ୍ତମା ଖୁଣ୍ଟିଆ । ଯାହାକି ତାଙ୍କୁ ନେଇ ଆସିଗଲା ବହୁତ ବଡ଼ ଦୁଃଖ ର ଖବର । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏ ନେଇ କଣ ଆସିଛି ଖବର । ବିବରଣୀ ଟିକୁ ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ପାଇ ପାରିବେ ।

ଓଡ଼ିଆ ଇଣ୍ଡଷ୍ଟ୍ରି ବା ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଆଜି ସନ୍ଧ୍ୟା ରେ ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ତାଙ୍କ ଦେହାନ୍ତ୍ ହୋଇଛି । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ସେ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡିଶା ରେ ପରିଚିତ୍ । ସିରିଏଲ ହେଉ କିମ୍ବା ସିନେମା ସେଥିରେ ତାଙ୍କ ର ଦେଖି ବାକୁ ମିଳୁ ଥିଲା ସୁନ୍ଦର ଅଭିନୟ । ଯାହା କି ଆଜି ଆମେ ସବୁ ଦିନ ପଜ୍ ଏହି ଅଭିନେତ୍ରୀ ଙ୍କୁ ହରେଇ ବସିଲେ । ସେ ଆମ ଗହଳ ରେ ଆଉ ନାହାନ୍ତି ।

ତିଳୋତ୍ତମା ଖୁଣ୍ଟିଆ ଙ୍କ ସ୍ବାମି ଙ୍କ ନା ହେଉଛି ହେମି ସାମଲ ଏବଂ ସେ କଟକ ରେ ରୁହନ୍ତି । ତିଳୋତ୍ତମା ଙ୍କ ଝିଅ ଦେବିକା ଅରୁନ୍ଧତି ମଧ୍ୟ୍ ଓଲିଓଡ୍ ରେ ବହୁତ ଲୋକ ପରିଚିତ୍ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କ ଏମିତି ଭାବରେ ଅକାଳ ବିୟୋଗ ଓଲିଓଡ୍ ପାଇଁ ଏକ ବହୁତ ବଡ଼ କ୍ଷତି । ତେବେ ବର୍ତ୍ତମାନ ସମୟରେ ଓଲିଓଡ୍ ର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଏବେ ପରଲୋକ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *