Breaking News

ଓଡିଆ ସିନେମାର ବଡ ବଡ ହିରୋ ହିରୋଇନ ମାନଙ୍କ ଗୁପଚୁପ ପାର୍ଟି – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣି ଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଅଭିନେତା ଓ ଅଭିନେତ୍ରୀ ଙ୍କ ସୁନ୍ଦର ଅଭିନୟ ପାଇଁ ଆମ ମନୋରଞ୍ଜନ ହୋଇ ଥାଏ । ଆମ ସମସ୍ତ ଙ୍କୁ ଏଣ୍ଟରଣ୍ଟେନମେଣ୍ଟ୍ କରିବା ପାଇଁ ସିରିଏଲ ସିନେମା ଆଲବମ୍ ଭଜନ ସବୁ ହୋଇ ଥାଏ । ଆଉ ଏ ସବୁ ଦର୍ଶକ ମାନେ ଦେଖି ବହୁତ ଏଞ୍ଜଏ କରି ଥାନ୍ତି ।

ସିନେମା ହେଉ କି ସିରିଏଲ ସହ ଯାହା ବି ହେଉ କିନ୍ତୁ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କ ମନୋରଞ୍ଚନ କରି ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସେଲିବ୍ରିଟି ମାନେ ଯେତେବେଳେ ଏକାଠି ହୁଅନ୍ତି ସେମାନେ କଣ କରନ୍ତି କଣ ମଜ୍ଜା କରନ୍ତି ଏହି ବିଷୟ ରେ ଜାଣିବାକୁ ଆପଣ ମାନଂକୁ ବହୁତ ଜାଣିବାକୁ ଇଚ୍ଛା କରୁ ଥିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ । ତେବେ ବନ୍ଧୁଗଣ ଯଦି ସବୁ ଅଭିନେତା ଏକାଠି ହୁଅନ୍ତି ତାହେଲେ ସେମାନେ କେତେ ମଜ୍ଜା ମସ୍ତି କରୁ ନଥିବେ । ବନ୍ଧୁଗଣ ଓଡ଼ିଆ ଇଣ୍ଡଷ୍ଟ୍ରି ଏକ ପାର୍ଟି ହୋଇଛି ଯେଉଁ ଥିରେ ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ଭାଗ ନେଇ ଛନ୍ତି ।

ଯେମିତି କୁ ସବ୍ୟସାଚ୍ଚୀ , ଅର୍ଚ୍ଚିତା , ପୁପିନ୍ଦର , ଏଲିନା , ଗୁନଗୁନ୍ , ଛନ୍ଦିତା , ଲିପ୍ସା ଏମିତି ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଏକାଠି ନଜର ରେ ଆସିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ସମସ୍ତେ ଏକାଠି ମିଶି ବହୁତ ମଜ୍ଜା ମସ୍ତି କରୁ ଥିବାର ନଜର ରେ ଆସିଛନ୍ତି ସମସ୍ତେ ଏକଠି ଏକ ପାର୍ଟି ରେ ନଜର ରେ ଆସିଛନ୍ତି ।

ସବୁ ଠାରୁ ମଜ୍ଜା ର କଥା ହେଉଛି ଆଉ ଆପଣ ମାନେ ଜାଣି ଥିବେ ମଧ୍ୟ କି ଗୁପ ଚୁପ କେବଳ ଝିଅ ମାନେ ଖାଅନ୍ତି କିନ୍ତୁ ଏହି ପାର୍ଟି ଯାହା ନଜର ରେ ଆସିଛି ତାହା ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ । ଆଜ୍ଞା ହଁ ବନ୍ଧୁଗଣ ସବୁ ଠାରୁ ଅଧିକ ଗୁପଚୁପ୍ ଖାଇଛନ୍ତି ହିରୋ ସବ୍ୟସାଚ୍ଚୀ ଓ ହିରୋ ପୁପିନ୍ଦର ।

ଏହି ପାର୍ଟି ରର ଅଧିକ ଗୁପଚୁପ୍ ପୁଅ ମାନେ ଖାଇ ଛନ୍ତି ଆଉ ସବୁ ସେଲିବ୍ରିଟି ଏକାଠି ହେଲା ପରେ ସମସ୍ତେ ବହୁତ ମଜ୍ଜା ମସ୍ତି କରିଛନ୍ତି ଆଉ ଢେର ସାରା କଥା ବାର୍ତ୍ତା କରିଛନ୍ତି ଆଉ ସନସ୍ତେ ବହୁତ ରିଲ୍ କରିଛନ୍ତି । ଆଉ ଯାହା ର ଭିଡିଓ ଏବେ ସୋସିଆଲ୍ ମିଡିଆ ରେ ଖୁବ ଭାଇରାଲ ହେଉଛି ଆଉ ଏହି ସେଲିବ୍ରିଟି ମାନେ ମଧ୍ୟ ଏହି ଭିଡିଓ ଦେଖି ବହୁତ କମ୍ପିଲମେଣ୍ଟ ଦେଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *