Breaking News

ଓଡିଆ ସିନେମା ହିରୋଇନ ରିୟା ଦେ (Riya Dey) ବଡ ଧୂମ ଧାମରେ ତାଙ୍କ ଜନ୍ମଦିନ ପାଳନ କରିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରିୟା ଙ୍କ ବିଷୟ ରେ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ର ସୁନ୍ଦର ଅଭିନୟ ସୁପରିଚିତ । ଆଉ ତାଙ୍କ ର ଅଭିନୟ ରେ ସବୁ ଦର୍ଶକ ମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି । ରିୟା ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଲୋକ ପ୍ରିୟ ଅଭିନେତ୍ରୀ । ତେବେ ଆଜି ଆମେ ଆପଣ ମାନଂକୁ ଅଭିନେତ୍ରୀ ରିୟା ଙ୍କ ବିଷୟ ରେ କହିବାକୁ ଯାଉଛି ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ।

ବନ୍ଧୁଗଣ ଅଭିନେତ୍ରୀ ରିୟା ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ ପାଇଁ ଦର୍ଶକ ମାନଙ୍କ ଆଗରେ ଖୁବ ପରିଚିତ୍ । ରିୟା ଅକ୍ଟୋବର 12 ତାରିଖ୍ 1991 ମସିହା ରେ । ଆଉ ତାଙ୍କ ର ପ୍ରଥମ ସିନେମା ର ନାଁ ହେଉଛି ପ୍ରେମ ଅଢେଇ ଅକ୍ଷର ଯାହା କି ଏହି ସିନେମା ଟି 2010 ମସିହା ରେ ହୋଇ ଥିଲା ।

ରିୟା ଙ୍କ ର ଏହି ସିନେମା ଟି ପ୍ରଥମ ଥିଲା କିନ୍ତୁ ସିନେମା ଟି ସୁପରହିଟ୍ ହୋଇ ଥିଲା ତାଙ୍କ ଅପୋଜିତ୍ ରେ ବାବୁଶାନ ମହାନ୍ତି ଅଭିନୟ କରୁଥିଲେ ।ତେବେ ବନ୍ଧୁଗଣ ରିୟା ବହୁତ ସିନେମା ରେ ଅଭିନୟ କରିଛନ୍ତି ଆଉ ବହୁତ ସୁପରଷ୍ଟାର ଙ୍କ ସହ ଅଭିନୟ କରିଛନ୍ତି ଆଉ ସେ ବହୁତ ସାରା ସିନେମା କରି ସାରିଛନ୍ତି ।

ସେ ଅମ୍ଲାନ୍ ଆକାଶ ବାବୁସାନ୍ ସମ୍ବିତ ସିର୍ଦ୍ଧାନ୍ତ ମହାପାତ୍ର ଏମିତି ବହୁତ ଷ୍ଟାର୍ ଙ୍କ ସହ ଅଭିନୟ କରିଛନ୍ତି । ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ହୋଇଛି । ତାଙ୍କ ସିନେମା କୁ ଦର୍ଶକ ମାନେ ବହୁତ ଦେଖିବାକୁ ଭଲ ପାଆନ୍ତି । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ଷା ଙ୍କ ର ଜନ୍ମ ଦିନ 1992 ମସିହା ଅକ୍ଟୋବର 12 ତାରିଖ ରେ ।

ତେବେ ତାଙ୍କ ର ଏହି ଅକ୍ଟୋବର 12 ରେ ଜନ୍ମ ଦିନ ଗଲା ଆଉ ଏହି ଜନ୍ମ ଦିନ କୁ ରିୟା ବହୁତ ଧୁମ ଧାମ ରେ ପାଳନ୍ କରିଥିବାର୍ ନଜର ରେ ଆସିଛନ୍ତି । ଜନ୍ମ ଦିନ ରେ କେକ କାଟିଛନ୍ତି ଆଉ ଏହି ସବୁ ର ଫଟୋ ଓ ଭିଡିଓ ସୋସୋଆଲ୍ ଭାଇରାଲ ହୋଇଛି । ସୋସିଆଲ୍ ମିଡ଼ିଆ ରେ ଏହି ଭିଡିଓ ଓ ଫଟୋ ସବୁ କୁ ରିୟା ଙ୍କ ଇଏ ଫାନ୍ ମାନେ ଦେଖି ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣେଇ ଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *