ଦର୍ଶକ ବନ୍ଧୁ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । କୃଷ୍ଣ ଙ୍କ ଜନ୍ମ ଉତ୍ସବ କୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ , ଏହି ଜନ୍ମାଷ୍ଟମୀ ରେ ଦେଶ ର କୋଣ ଅନୁକୋଣ ରେ ବେଶ୍ ଧୁମ୍ ଧାମରେ ପାଳନ କରାଯାଏ । ଆପଣ ମାନେ ଜାଣିଥିବେ ଯେ ପୌରାଣିକ କଥା ଅନୁସାରେ ଦ୍ଵାପର ଯୁଗ ରେ କଂସ କୁ ବ-ଧ କରିବା ପାଇଁ ବିଷ୍ଣୁ ମାନବ ରୂପ ରେ ଜନ୍ମ ନେଇଥିଲେ ଏହି ଭୂ ପୃଷ୍ଟ ରେ ।
କଂସ ର ଅ-ତ୍ୟା-ଚା-ର ଦିନ କୁ ଦିନ ବୃଦ୍ଧି ପାଇଲା , ଦିନେ ଶୂନ୍ୟବାଣୀ ହେଲା ଯେ କଂସ ର ଭଉଣୀ ଦେବକୀ ର ଅଷ୍ଟମ ସନ୍ତାନ କଂସ ର ବ-ଧ କରିବ ବୋଲି । ଏହି କଥା କଂସ ଜାଣିବା ପରେ ନିଜ ଭିଣୋଇ ବସୁଦେବ ଓ ଭଉଣୀ ଦେବକୀ କୁ ବନ୍ଦୀ କରି ରଖିଲା , ଦେବକୀ ଓ ବସୁଦେବ ଙ୍କ ସନ୍ତାନ କୁ କଂସ ବଧ କରିଥିଲା ପ୍ରାୟ ୬ ଟି ସନ୍ତାନ କୁ ବ-ଧ କରିବା ପରେ
ଆଉ ଜଣେ ସନ୍ତାନ ଉଭେଇ ଗଲେ ଓ ସେହି ଦିନ ହୋଇଥାଏ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ଏହି ଦିନ ରେ ମାତା ଦେବକୀ ଙ୍କ ଠାରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । କଂସ କାଳେ ହ-ତ୍ୟା କରିଦେବ ବୋଲି ପିତା ବସୁଦେବ ନିଜ ଶିଶୁ କୁ ନିଜ ବନ୍ଧୁ ନନ୍ଦ୍ ଯଶୋଦା ଙ୍କ ପାଖ ରେ ଛାଡି ଦେଇ ଆସିଥିଲେ ।
ପରେ ପରେ କୃଷ୍ଣ ବଡ ହୋଇଥିଲେ ଓ ଅନେକ ରା-କ୍ଷ-ସ ମାନ ଙ୍କୁ ବ-ଧ କରିବା ପରେ ନିଜ ମାମୁଁ କଂସ ବ-ଧ କରି ଲୋକ ମାନ ଙ୍କୁ ଉଦ୍ଧାର କରିଥିଲେ । ଆପଣ ଏହି ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ , ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ , ଏହି ଜନ୍ମାଷ୍ଟମୀ ରେ ବହୁ ଭକ୍ତ ଉପବାସ ରହି ଠାକୁର୍ ଙ୍କୁ ସ୍ମରଣ କରି ଥାଆନ୍ତି
ଶ୍ରୀକୃଷ୍ଣ ଙ୍କୁ ରାତି ରେ ପୁଜା ଅର୍ଚ୍ଚନା କରି ଭୋଗ ରାଗ କରି ପ୍ରସାଦ ପାଇ ନିଜ ଉପବାସ ଖଣ୍ଡନ କରି ଥାଆନ୍ତି । ତାହେଲେ ସାଧାରଣ ବ୍ୟକ୍ତି ଙ୍କ ଠାରୁ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଜନ୍ମାଷ୍ଟମୀ କୁ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି । ତାହେଲେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଜନ୍ମାଷ୍ଟମୀ ରେ ଝିଲ୍ଲିକ ନିଜ ଶଶୁର ଘରେ ଭଗବାନ ଆଣ୍ଠୁଆ ଗୋପାଳ ଙ୍କୁ କ୍ଷୀର ଛଡାଇ ପୂଜା ଅର୍ଚ୍ଚନା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।