Breaking News

ଓଡିଆ ହିରୋଇନ ଝିଲ୍ଲିକ (jhilik) ତାଙ୍କ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ଦାମୀ ଗିପ୍ଟ ପାଇଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଭାଇ ଆଉ ଭଉଣୀ ମଧ୍ୟ ରେ ରାକ୍ଷୀ ପୁର୍ଣ୍ଣିମା ର କେତେ ମହତ୍ବ । ଏହି ରାକ୍ଷୀ ପୁର୍ଣ୍ଣିମା କୁ ସମସ୍ତେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି କି କେବେ ରାକ୍ଷୀ ପୁର୍ଣ୍ଣିମା ଆସିବ । ଏହି ରାକ୍ଷୀ ପୁର୍ଣ୍ଣିମା ରେ ଗୋଟିଏ ଭଉଣୀ ତା ଭାଇ ହାତ ରେ ରାକ୍ଷୀ ବାନ୍ଧେ ଆଉ ଆଉ ଏହି ବାନ୍ଧିବା ବାହାନା ରେ ତା ଭାଇ ତୁ ସେ ବର୍ଷକ ଯାକ୍ ରକ୍ଷା କରିବା ର ଶପଥ ମାଗି ଥାଏ । ଭଉଣୀ ର ଆଶା ଥାଏ କି ତା ଭାଇ ତା ଉପରେ କିଛି ବି ଭାରି ହେବାକୁ ଦେବେ ନାହିଁ ।


ସେଇଠି ପାଇଁ ତ ଭଉଣୀ ସୁଭଦ୍ରା ତାର ଜଗା ଓ ବଳିଆ ଭାଇକୁ ରାକ୍ଷୀ ବାନ୍ଧି ତାର ବର୍ଷକ ଯାକ ର ସୁରକ୍ଷା ମାଗି ଥାଏ । ରାକ୍ଷୀ ହେଉଛି ଭଲ ପାଇବା ର ପ୍ରତୀକ ଯାହା ଗୋଟିଏ ସୁତା ହେଲେ ମଧ୍ୟ ତାର ଶକ୍ତି ବହୁତ । ତେବେ ଆଜି ଭଳି ଦିନ ରେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ।

ତାହେଲେ ଆପଣ ମାନେ ଭାବୁଥିବେ କି ଏହି ଭିଡିଓ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କ’ଣ କହିବାକୁ ଯାଉଛି । ଯଦି ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି ଏହା ସମ୍ପୁର୍ଣ୍ଣ ବିଷୟ ରେ ତାହେଲେ ଆପଣ ମାନେ ଆମ ଇଏ ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣି ପାରିବେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ଅଭିନେତ୍ରୀ । ସେ କେବଳ ଓଡ଼ିଆ ନୁହଁ ସେ ବଙ୍ଗାଳି ସିନେମା ମଧ୍ୟ କରିଛନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ଅଭିନେତ୍ରୀ ହେବା ସହ ସେ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଆଉ ଏକ ନୂଆ ଭିଡିଓ ଆସିଛି ଯାହା ଆପଣ ମାନେ ଦେଖିଲେ ବହୁତ ଖୁସି ହେଇଯିବେ ।

ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ବଙ୍ଗାଳି ମଧ୍ ସେ ଓଡ଼ିଆ ଘର ବୋହୁ ଅଟନ୍ତି । ଆଉ ତାଙ୍କୁ ଆମ ଓଡ଼ିଆ ଘର ର ରହଣି ବିଷୟ ରେ ବି ସବୁ କିଛି ଜଣା ହୋଇ ଗଲାଣି । ଏବେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ନଜର ରେ ଆସିଲେ କି ସେ ତାଙ୍କ ଭାଇ ମାନଂକୁ ବହୁତ ସ୍ନେହ ରେ ରାକ୍ଷୀ ଭିଡୁଛନ୍ତି ଯାହା ଦେଖି କି ବହୁତ ଭଲ ଲାଗୁଚି । କେବଳ ରାକ୍ଷୀ ଭିଡି ନାହାନ୍ତି ତାଙ୍କୁ ବନ୍ଦେଇ ଛନ୍ତି ଆଉ ତାହା ମିଠା ବି ଖଇଛନ୍ତି । ଆଉ ଏହି ଫୋଟ ଗୁଡିକ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *