ଓଡିଆ ଇଣ୍ଡଷ୍ଟ୍ରୀ ର ସବୁ ଅଭିନେତା ଓ ଅଭିନେତ୍ରୀ ମାନଂକୁ ବହୁତ ଭଲ ଭାବରେ ଜାଣିଥିବେ ସେଥି ମଧ୍ୟ ରୁ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ ମଧ୍ୟ ବହୁତ କହିଛି ଜାଣି ଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ମଧ୍ୟ ଅଟନ୍ତି । ତାଙ୍କ ର ଅଭିନୟ କୁ ଦେଖିବାକୁ ସବୁ ଦର୍ଶକ ମାନେ ବହୁତ ଭଲ ମଧ୍ୟ ପାଆନ୍ତି ।
ସେ କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହଁ ସେ ବଙ୍ଗାଳି ସିନେମା ମଧ୍ୟ କରି ସାରିଛନ୍ତି । ଆଜି ହେଉ ଓଲିଓଡ ଇଣ୍ଡଷ୍ଟ୍ରୀ ର ହିରୋଇନ ମାନେ ଆମ ର ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଜନ୍ମ ଦିନ । ତାଙ୍କ ର ଏହି ଜନ୍ମ ଦିନ ଅବସର ରେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ର ଅଭିନେତା ଓ ଅଭିନେତ୍ରୀ ମାନେ ଏହା ସହିତ ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାନ୍ ମାନେ ଜନ୍ମ ଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଏମିତିକି ତାଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ନିକଟ ରେ ପହଞ୍ଚି ଯାଇଛନ୍ତି ମଧ୍ୟ । ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଏହି ଭିଡିଓ ଜରିଆ ରେ ବର୍ଷା ତାଙ୍କ ନିଜ ଜନ୍ମ ଦିନ କୁ କିପରି ପାଳନ କରିଛନ୍ତି ସବୁ କିଛି ଦେଖି ପାରିବେ । ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଖ୍ୟାତି ବହୁତ ରହିଛି ସେ ବହୁତ ଗୁଡିଏ ଓଡ଼ିଆ ସିନେମା କରି ସାରିଛନ୍ତି ।
ତାଙ୍କ ର ସବୁ ସିନେମା କୁ ଦେଖିବାକୁ ଦର୍ଶକ ମାନେ ମଧ୍ୟ ବହୁତ ଭଲ ପାଆନ୍ତି । ତେଣେ ଆଜି ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଜନ୍ମ ଦିନ । ସେ ନିଜ ର ଜନ୍ମ ଦିନ ଫ୍ୟାନ୍ ମାନଙ୍କ ସହ ବହୁତ ଧୁମ ଧାମ ରେ ଜନ୍ମ ଦିନ ଟିକୁ ପାଳିଛନ୍ତି । ଜନ୍ମ ଦିନ ର ଆଡ଼ଭନ୍ସ୍ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ୍ ର ଫ୍ୟାନ ମାନେ ତାଙ୍କ ନିକଟ ରେ ତାଙ୍କ ଘର ନିକଟ ରେ ପହଞ୍ଚି ଥିଲେ ।
ଯାହାର ଭାଇରାଲ ଭିଡିଓ ଟିକୁ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଦେଖି ପାରୁଥିବେ । ଏହି ଭିଡିଓ ମାଧ୍ୟମରେ ମଧ୍ୟ ବହୁତ ଫ୍ୟାନ୍ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତାଙ୍କ ଜନ୍ମ ଦିନ ରେ ଶୁଭେଚ୍ଛା ଜଣାଇଛନ୍ତି । ଆପଣ ମାନେ ଜାଣିଛନ୍ତି କି ବର୍ଷା କୁ ସାରା ଓଡିଶା ବାସି ବହୁତ ଭଲ ପାଆନ୍ତି । ତାଙ୍କ ସିନେମା ସବୁ ଦେଖେଇବା ପାଇଁ ମଧ୍ୟ ବହୁତ ପସନ୍ଦ କରନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।