Breaking News

ଓଡିଆ ହିରୋଇନ ମାନେ କେମିତି ପାଳିଲେ କୁମାର ପୂର୍ଣିମା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତକାଲି କୁମାର ପୂର୍ଣ୍ଣିମା ପର୍ବ ସରି ଯାଇଛି , ଆମ ଓଡ଼ିଶା ର ଏକ ବିଶେଷ ପର୍ବ , ଆଶ୍ୱିନ ମାସ ପୁର୍ଣିମା ତିଥି ରେ ଏହି ପର୍ବ ଟି ପାଳିତ ହୁଏ । ଏହି ଦିନ ମାତା ଲକ୍ଷ୍ମୀ ଦେବୀଙ୍କର ଆରାଧନା କରା ଯାଇଥାଏ , ଏହି ଦିନ ଓଡ଼ିଶା ରେ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର , ସୂର୍ଯ୍ୟ, ଓ କାର୍ତ୍ତିକ ଙ୍କ ର ପୂଜା ଆରାଧନା କରାଯାଇ ଥାଏ ।

ଏହି ପର୍ବ ଟି କୁ ସାଧାରଣ ଆମ ଓଡ଼ିଶା ରେ ଯୁବତୀ ମାନେ କରି ଥାଆନ୍ତି , ଏହି ପୂର୍ଣ୍ଣିମା କୁ ପାଳନ କରି ଯୁବତୀ ମାନେ କାର୍ତ୍ତିକେୟ ଙ୍କ ଭଳି ସୁନ୍ଦର୍ ଜୀବନ ସାଥି ପାଇବା ପାଇଁ କରି ଥାଆନ୍ତି । ଏହି ଦିନ ରେ ପୃଥିବୀ ର ଅତି ନିକଟ କୁ ଆସି ଥାଆନ୍ତି ଚନ୍ଦ୍ର । ଏହି ଦିନ ଟି କୁ କେବଳ ଆମ ଓଡ଼ିଶା ରେ ନୁହେଁ ବରଂ ଓଡ଼ିଶା ବାହାର୍ ରାଜ୍ୟ ରେ ପାଳନ କରା ଯାଇଥାଏ ।

ଯୁବତୀ ମାନେ ସୁନ୍ଦର୍ ବର୍ ପାଇବା ପାଇଁ କାର୍ତ୍ତିକ ଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରି ଥାଆନ୍ତି । ସନ୍ଧ୍ୟା ସମୟ ରେ ତୁଳସୀ ଚଉରା ଆଗ ରେ ବନ୍ଦା ପନା କରିଥାନ୍ତି , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତୁଳସୀ ଦେବୀ ଜଣେ ପବିତ୍ର ନାରୀ ଥିଲେ , ତାଙ୍କ୍ ପତିବ୍ରତା ଗୁଣ ଯୋଗୁଁ ତାଙ୍କୁ ବରଦାନ ମିଳିଥିଲା ବୃକ୍ଷ ରୂପ ରେ ପୂଜା ପାଇବାର ।

ତାହେଲେ ବନ୍ଧୁଗଣ ଏହି ଦିନ ରେ ଯୁବତୀ ମାନେ ଉପବାସ ରହି ଥାଆନ୍ତି ଓ ନୂତନ ବସ୍ତ୍ର ପିନ୍ଧି ଥାଆନ୍ତି ଓ ସନ୍ଧ୍ୟା ସମୟରେ ଭୋଗ ନେଇ ପୂଜା ଅର୍ଚ୍ଚନା କରି ଭୋଗ ପାଇ ନିଜ ଉପବାସ ଖଣ୍ଡନ କରି ଏକାଠି ହୋଇ ସମସ୍ତେ ଭୋଗ ଖାଇ ଥାଆନ୍ତି । ଏହି କୁମାର ପୂର୍ଣ୍ଣିମା ଦିନ ଟି କାଲି ସରି ଯାଇଛି ଓ ଆପଣ ମାନେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଫଟୋ କିମ୍ବା ଭିଡିଓ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ଓ ବର୍ତ୍ତମାନ୍ ସମୟ ରେ ମଧ୍ୟ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଏହି କୁମାର ପୂର୍ଣ୍ଣିମା ଦିନ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିବା ସହ ଫଟୋ ପୋଷ୍ଟ କରିଛନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ।

ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଏହି ପୂଜା ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି । ଆପଣ ମାନେ ଏହି ଦୃଶ୍ୟ ଗୁଡ଼ିକ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *