Breaking News

ଓଡିଆ ହିରୋଇନ ମାନେ ବି କୌଣସି ହିରୋଇନ ଠାରୁ କମ ନୁହନ୍ତି, କିଏ ବେଶୀ ସୁନ୍ଦର ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଧାରାବାହିକ ଜଗତ ରେ ଅଭିନୟ କରି ବେଶ୍ ଲୋକ ପରିଚିତ ତ ।

ଆଉ କିଏ ଚଳଚ୍ଚିତ୍ର ଜଗତ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ । କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଉଭୟ ଅଭିନୟ ଜଗତ ରେ ଅଭିନୟ କରି ବେଶ୍ ଲୋକ ପରିଚିତ । ଆପଣ ମାନେ ଏହି ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ଏହି ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିଥିବେ ।

ତାହେଲେ ଆଜି ଆମେ ଏହି ଅଭିନେତ୍ରୀ ମାନ ଙ୍କ ଭଉଣୀ ଙ୍କୁ ଦେଖିବା ଆମର ଏହି ପେଜ ମାଧ୍ୟମ ରେ – ଅଭିନେତ୍ରୀ ଲିପ୍ସା ମିଶ୍ର , ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ ହେଉଛନ୍ତି ଲିପ୍ସା ମିଶ୍ର , ଏହି ଫଟୋ ରେ ଲିପ୍ସା ମିଶ୍ର ଙ୍କ ସହ ନଜର ଆସୁଥିବା ଯୁବତୀ ଜଣକ ହେଉଛନ୍ତି ଲିପ୍ସା ଙ୍କ ଭଉଣୀ ।

ସସ୍ମିତା – ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅଭିନୟ କରିବା ପୂର୍ବ ରୁ ସେ ସର୍ଵ ପ୍ରଥମେ ଏକ ରିଆଲିଟ ସୋ ବିଜେତା ହେବା ପରେ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ । ଆମର ଏହି ପେଜ ରେ ସସ୍ମିତା ଙ୍କ ସହ ନଜର ଆସୁଥିବା କୁନି ଝିଅ ଟି ହେଉଛି ସସ୍ମିତା ଙ୍କ ଭଉଣୀ ଯାହାଙ୍କ ନାମ ଭାନୁ ପ୍ରିୟ ।

ବର୍ଷା ପ୍ରିୟଦର୍ଶିନୀ – ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଫଟୋ ରେ ବର୍ଷା ଙ୍କ ନଜର ଆସୁଥିବା ଦୁଇ ମହିଳା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଦୁଇ ବଡ ଭଉଣୀ ।

ଅର୍ଚ୍ଚିତା ସାହୁ – ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ।ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ଓଡ଼ିଶା ର ଘର୍ ଘରେ ପରିଚିତ। ଅର୍ଚ୍ଚିତା ସାହୁ ଙ୍କ ଭଉଣୀ ଙ୍କ ନାମ ହେଉଛି ଅର୍ପିତା ସାହୁ । ଉଭୟ ଏକାଠି ଏକ ଫଟୋ ରେ ନଜର ଆସୁଛନ୍ତି ।

ନିହିରିକା ଦାସ – ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କ ଅଭିନୟ ଧାରାବାହିକ ଚଳଚିତ୍ର ରେ ଦେଖିଥିବେ । ଏହି ପେଜ ନିହୀରିକା ଙ୍କ ସହ ନଜର ଆସୁଛନ୍ତି ତାଙ୍କ ଭଉଣୀ ଯାହାଙ୍କ ନାମ ନିୟତି ଦାସ ।

ରିୟା ଦେ – ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଓ ଏହି ପେଜ ରେ ଦେଖୁଥିବା ଫଟୋ ରେ ରିୟା ନିଜ ଭଉଣୀ ଙ୍କ ସହ ନଜର ଆସୁଛନ୍ତି ।

ଶିବାନୀ – ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତା , ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେଶ୍ ପରିଚିତ । ଏହି ଫଟୋ ରେ ଶିବାନୀ ଙ୍କ ସହ ନଜର ଆସିଛନ୍ତି ତାଙ୍କ ଭଉଣୀ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *