ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତ୍ରୀ ମାନେ ସାଧାରଣ ସୋସିଆଲ ମିଡ଼ିଆରେ ବେଳେବେଳେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ନିଜ ବ୍ୟକ୍ତିଗତ କିମ୍ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରିୟା ଦେ , ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନେ ଅନେକ କିଛି ଜାଣିଥିବେ ।
ଆପଣ ମାନେ କଣ ଏହି ଅଭିନେତ୍ରୀ ଙ୍କ ଭଉଣୀ ଙ୍କ ବିଷୟ ରେ ଜାଣିଛନ୍ତି କି , ଯଦି ଜାଣି ନାହାଁନ୍ତି ଆଜି ଜାଣିବାକୁ ପାଇଜିବେ ସେ କଣ କରୁଛନ୍ତି ଭଳି ଅନେକ କିଛି ବିଷୟ ରେ । ଆପଣ ମାନେ ରିୟା ଦେ ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବାର ୧୨ ବର୍ଷ ହୋଇ ଗଲାଣି । ହଁ ବନ୍ଧୁ ସେ ପ୍ରଥମେ ୨୦୧୦ ମସିହା ରେ ପ୍ରେମ୍ ଅଢେଇ ଅକ୍ଷର ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ରେ ସେ ବାବୁଶାନ ଙ୍କ ସହ ନଜର ଆସୁଥିଲେ , ଦର୍ଶକ ମାନେ ରିୟା ଦେ ଙ୍କ ଅଭିନୟ ବହୁତ୍ ସାରା ଭଲ ପାଇବା ଦେଇଥିଲେ ।
ପରେ ସେ ବହୁ ସାରା ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ । ବନ୍ଧୁଗଣ ଆମର ଏହି ପେଜ ମାଧ୍ୟମ ରେ ଆପଣ ମାନେ ଦେଖିବାକୁ ପାଉଥିବା ଅଭିନେତ୍ରୀ ଙ୍କ ଭଉଣୀ କୁ , ଅଭିନେତ୍ରୀ ରିୟା ଦେ ଙ୍କ ସହ ନଜର ଆସୁଛନ୍ତି ତାଙ୍କ ଭଉଣୀ । ରିୟା ଙ୍କ ଠାରୁ ସାନ ହେଉଛନ୍ତି ରିୟା ଙ୍କ ଭଉଣୀ ।
ତାଙ୍କ୍ ନାମ ହେଉଛି ଶିଳ୍ପା , ସେ ବର୍ତ୍ତମାନ୍ ସମୟ ରେ ନିଜ ପାଠ ପଢା କୁ ଜାରି ରଖିଛନ୍ତି । ଯାହା ସୂଚନା ମିଳିଛି ଯେ ସେ ଅଭିନୟ କରିବେ ନାହିଁ ନିଜ ପାଠ ପଢା କୁ ସେ ଆଗେଇ ନେବେ । ରିୟା ଙ୍କ ଭଉଣୀ ଙ୍କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।