Breaking News

ଓଡିଆ ହିରୋ ଆକାଶ ଦାସ (Akash Das) ଙ୍କ ପୁରା ପରିବାର ଓ ତାଙ୍କ ପୁଅ ,ପ୍ରଥମ ଥର ଦେଖନ୍ତୁ ….

ବନ୍ଧୁଗଣ ଆପଣ ମାନେ ହିରୋ ଆକାଷ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଜଣେ ଜଣାଶୁଣା ଅଭିନେତା ହେବା ସହ ସେ ଖୁବ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ତାଙ୍କ ର ଚର୍ଚ୍ଚା ସବୁବେଳେ ରହି ଆସିଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ।

ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ସେ ସେମାନ ଙ୍କୁ ଭଲ ପାଇବା ମଧ୍ଯ ଦେଇଛନ୍ତି ଆପଣ ମାନେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆକାଶ ଙ୍କ ର ଭୂମିକା ବହୁତ ରହିଛି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା କରି ସାରିଛନ୍ତି । ଆଉ ତାଙ୍କ ସିନେମା ସବୁ ସୁପରହିଟ୍ ହେଇଚି ।

ଆପଣ ମାନେ ଆକାଶ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ତେବେ ଆକାଶ ସେପ୍ଟେମ୍ୱର 17 ତାରିଖ 1981 ମସିହା ରେ ଜନ୍ମ ହୋଇଛନ୍ତି । ଏହି ହିରୋ ଙ୍କ ଘର ଜାଜପୁର । ଆକାଶ ଙ୍କ ବାପା ଙ୍କ ନାଁ ମାୟାଧର ନାୟକ ଓ ମାଆ ଙ୍କ ନାଁ ଇନ୍ଦିରା ଦାସ । ଆକାଶ ଜାଜପୁର କଲେଜ ରେ ଗ୍ରାଜୁଏଶନ୍ କରିଛନ୍ତି । ତାହା ସହ ସେ ଆକାଶ ଦିଲ୍ଲୀ ରେ ସାମ୍ବାଦିକତା ମଧ୍ୟ ପଢ଼ିଛନ୍ତି ।

ଆକାଶ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ସେ 2008 ରେ ମସିହା ରେ କଳିଙ୍ଗ ପୁତ୍ର ସିନେମା ରେ ପ୍ରଥମେ ଅଭିନୟ କରିଥିଲେ । ଆକାଶ ଓଡ଼ିଆ ସିନେମା 30 ରୁ ଅଧିକ କରି ସାରିଛନ୍ତି । ତାହା ସହ ଆକାଶ ବିଜେଡି ରେ ଜୋଗ ଦେବା ସହ 2014 ରେ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜୟୀ ହୋଇ ଥିଲେ ।


ଆପଣ ମାନେ ଜାଣିଥିବେ ଆକାଶ ଙ୍କ ବିବାହ ମଧ୍ୟ ସରି ଯାଇଛି ତାଙ୍କ ପତ୍ନୀ ଙ୍କ ନାଁ ହେଉଛି ଶୁଭ୍ରଜ୍ୟୋତି । ଆଉ ତାଙ୍କ ର ଗୋଟିଏ ବୋଲି ପୁଅ ଅଛି ତାଙ୍କ ନାଁ ହେଉଛି ଅଂଶ କେବଳ ଗୋଟିଏ ପୁଅ ନୁହଁ ତାହା ଗୋଟିଏ ଝିଅ ବି ଅଛି ଯାହା କୁ ଆକାଶ ତାଙ୍କୁ ବହୁତ ଭଲ ପାଅନ୍ତି । ଆକାଶ ଙ୍କ ସ୍ତ୍ରୀ ଜଣେ ଫ୍ୟାସନ ଡିଜାଇନର ।

ଏବେ ଆକାସ ତାଙ୍କ ସ୍ତ୍ରୀ ପିଲା ଙ୍କ ସହ ବହୁତ ଖୁସି ରେ ଜୀବନ ଅତିବାହିତ କରୁଛନ୍ତି । ଆକାଶ ତାଙ୍କ ସ୍ତ୍ରୀ ଓ ପିଲା ଓ ଛୁଆ ଙ୍କ ସହ କିଛି ଫୋଟ ଉଠେଇ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ ଯାହା କି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *