Breaking News

ଓଡିଆ ହିରୋ ରାହୁଲ୍ (Subham) ସରିଲା ହଳଦୀ ରସମ୍, ବିବାହ ବନ୍ଧନରେ ବାନ୍ଧିହେବେ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ଅଛନ୍ତି ଯେଉଁ ମାନେ ଶିଶୁ କଳାକାର ଭାବେ ବେଶ୍ ପରିଚିତ । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ ।


ତାହେଲେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ଏହି ଲୋକ ପ୍ରିୟ ଅଭିନେତା ଜଣକ ବର୍ତ୍ତମାନ୍ବଡହୋଇ ଯାଇଛନ୍ତି । ଏହି ଅଭିନେତା ଜଣକ ହେଉଛନ୍ତି ରାହୁଲ୍ , ଆପଣ ମାନେ ରାହୁଲ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଆପଣ ମାନେ ଏହି ଅଭିନେତା ଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ସରିଯାଇଛି ତାଙ୍କ୍ ହଳଦୀ ରେଶମ । ଆପଣ ମାନେ ଏହି ଅଭିନେତା ଙ୍କୁ ଗପ ହେଲେ ବି ସତ ରେ ଶିଶୁ କଳାକାର ଚରିତ୍ର ରେ ତାଙ୍କ ଅଭିନୟ ଦେଖିଥିବେ ।

ଏହି ସିନେମା ରେ ରାହୁଲ୍ ଓ ଭୂମିକା ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ୍ ସମୟ ରେ ହଳଦୀ ରେଶମ ସରି ଯାଇଛି ରାହୁଲ୍ ଙ୍କ ର ଓ ସେ ଆଗାମୀ ଦିନ ମାନ ଙ୍କ ରେ ବିବାହ କରିବାକୁ ଯାଉଛନ୍ତି । ସେ ମାତ୍ର ୧୯ ବର୍ଷ ରେ ବିବାହ କରିବାକୁ ଯାଉଛନ୍ତି ତାହା ପୁଣି ଭୂମିକା ଙ୍କ ସହିତ ।

ଆପଣ ମାନେ ରାହୁଲ୍ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ସେ ଶିଶୁ କଳାକାର ଚରିତ୍ର ରେ ନଜର ଆସି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଏକ ନୂଆ ଚଳଚ୍ଚିତ୍ର ରେ ମୂଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ରେ ଭୂମିକା ମଧ୍ୟ ନଜର ଆସିବେ ।

ଏହି ସିନେମା ରେ ରାହୁଲ୍ ଭୂମିକା ଙ୍କୁ ବିବାହ କରିବାକୁ ଯାଇଛନ୍ତି , ଭୂମିକା ସହ ଏହି ଚଳଚ୍ଚିତ୍ର ରେ ସ୍ବରାଜ ମଧ୍ୟ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ର ରେ ରାହୁଲ୍ ଙ୍କ ହଳଦୀ ରେଶମ ସରି ଯାଇଛି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ରାହୁଲ ହାଇଟ , ୱେଟ, ଓ ସୁନ୍ଦରତା ବହୁତ୍ ଭଲ ଅଛି ସେ ବଡ଼ି ମଧ୍ୟ ରଖିଛନ୍ତି , ଅଭିନେତା ଅନୁଭବ ଙ୍କ ଭଣଜା ହେଉଛନ୍ତି ରାହୁଲ୍ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *