Breaking News

ଓଡିଶାର ଏକ ନମ୍ବର ୟୁଟ୍ୟୁବର ରୂପା (Rupa) ତାଙ୍କ ସ୍ଵାମୀ ପିଣ୍ଟୁ (Pintu) ଙ୍କ ଜନ୍ମ ଦିନରେ ଦେଲେ ଏମିତି ସରପ୍ରାଇଜ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ନଜର ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ଏହି ସୋସିଆଲ ମିଡ଼ିଆ ରୁ ଅନେକ ଟଙ୍କା ରୋଜଗାର କରି ଥାଆନ୍ତି ଭିନ୍ନ ଭିନ୍ନ କାର୍ଯ୍ୟ କରି । ତାହେଲେ ପ୍ରାୟତ ଅଧିକ ବ୍ୟକ୍ତି you tube ରୁ ଭଲ ଟଙ୍କା ରୋଜଗାର କରୁଛନ୍ତି ।


ଅଧିକାଂଶ ବ୍ୟକ୍ତିମାନେ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ବ୍ଲଗ କରି ନିଜ ନିଜ you tube ଚ୍ୟାନେଲ ରେ ପୋଷ୍ଟ କରି ବେସ୍ ଲୋକ ପ୍ରିୟ ହେବା ସହିତ ଭଲ ଟଙ୍କା ରୋଜଗାର କରି ଥାଆନ୍ତି । ତାହେଲେ ଆପଣ ମାନେ ରୂପା ଓ ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଉଭୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା ।


ତାହେଲେ ଆପଣ ମାନେ ରୂପା ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଉଭୟ ନିଜ ସର୍ଟ ରିଲସ୍ ଭିଡିଓ କରି ଦିନେ ବେଶ୍ ଚର୍ଚ୍ଚା ରେ ଥିଲେ ଓ ଓଡ଼ିଶା ର ଘର୍ ଘରେ ପରିଚିତ ଥିଲେ । ରୁପା ପିଣ୍ଟୁ ବର୍ତ୍ତମାନ ସମୟ ରେ ନିଜ you tube ଚ୍ୟାନେଲ ରେ ଅନେକ ବ୍ଲଗ୍ ଭିଡିଓ ପୋଷ୍ଟ କରି ଥାଆନ୍ତି । ଆପଣ ମାନେ ଉଭୟ ଚ୍ୟାନେଲ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ ରେ ରୂପା ଓ ପିଣ୍ଟୁ ଙ୍କ ଅନେକ ଭିଡିଓ ଦେଖିଥିବେ ।

ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସେ ଅନେକ ଭିଡିଓ ପୋଷ୍ଟ କରି ଥାଆନ୍ତି , ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ବହୁତ୍ ସାରା ଭଲ ପାଇବା ଦେବା ସହ ସେମାନେ ଭିଡିଓ କୁ ମଧ୍ୟ ବେଶ୍ ପସନ୍ଦ କରି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ରୁପା ପିଣ୍ଟୁ ନିଜ you tube ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ରେ 10 ଲକ୍ଷ ରୁ ଅଧିକ୍ ସବସ୍କ୍ରାଇବର୍ ଅଛନ୍ତି ଓ ସେ ପ୍ରାୟ 500 ରୁ ଅଧିକ ଭିଡିଓ ପୋଷ୍ଟ କରି ସାରିଛନ୍ତି ନିକ୍ ଚ୍ୟାନେଲ ରେ । ତାହେଲେ ବର୍ତ୍ୟାମନ୍ ଉଭୟ ନିଜ ଭିଡିଓ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା

ବନ୍ଧୁଗଣ ଗତକାଲି ପିଣ୍ଟୁ ଙ୍କ ଜନ୍ମ ଦିନ ହୋଇଥିଲା କିନ୍ତୁ ପିଣ୍ଟୁ ନିଜ ଜନ୍ମ ଦିନ ବୋଲି ଜାଣି ନାହାଁନ୍ତି । ରୂପା ପିଣ୍ଟୁ ଙ୍କ ଜନ୍ମ ଦିନ ପାଳନ କରିବା ପାଇଁ କେକ୍ ଆଣିଥିଲେ ଓ ପିଣ୍ଟୁ ଏହା ଦେଖିବା ପରେ ଜାଣିଥିଲେ ତାଙ୍କର ଆଜି ଜନ୍ମ ଦିନ ବୋଲି । ପିଣ୍ଟୁ ଙ୍କ ଜନ୍ମ ଦିନ ଟି କୁ ରୂପା ବେଶ୍ ଧୁମ ଧାମ ରେ ପାଳନ କରିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *